fbpx

ନିଜ ଘରେ କେତେ ସୁନା ରଖିପାରିବେ ଆପଣ? ଆଗରୁ ଜାଣିନିଅନ୍ତୁ, ନଚେତ୍ ଯାଇପାରନ୍ତି ଜେଲ୍

ନୂଆଦିଲ୍ଲୀ: ଭାରତରେ ଲୋକଙ୍କ ପାଇଁ ସୁନା କେବଳ ଏକ ଧାତୁ ନୁହେଁ, ବରଂ ଏକ ଭାବନା । ଏହା କେବଳ ଏକ ସୁରକ୍ଷିତ ନିବେଶ ନୁହେଁ, ବରଂ ଏଥିରେ ଆମ ପରିବାରର ସୁଖ ମଧ୍ୟଜଡ଼ିତ ହୋେଇ ରହିଛି । କୌଣସି ପର୍ବରେ ସୁନା କିଣିବା ଶୁଭ…

ବାହାଘର ପରେ ମହିଳାଙ୍କ ଶରୀରରେ ହୋଇଥାଏ ଏହି ପରିବର୍ତ୍ତନ, ଜାଣନ୍ତୁ ଏହାର କାରଣ

ବିବାହ ପରେ ମହିଳା ଏବଂ ପୁରୁଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଏ । ପୁରୁଷଙ୍କ ତୁଳନାରେ ବିବାହ ପରେ ପ୍ରତ୍ୟେକ ମହିଳାଙ୍କଠାରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ମଧ୍ୟ ଦେଖାଯାଏ, ଯାହାକୁ ନେଇ ମହିଳା…

ସେପ୍ଟେମ୍ବର ୧ରୁ ବଦଳିଯିବ ଅନେକ ନିୟମ: ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଅଗଷ୍ଟ ମାସ ସରି ସରି ଆସୁଛି । ଆଉ ଦିନ କେଇଟା ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ସେପ୍େଟମ୍ବରରେ ଆପଣଙ୍କୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ ଯେଉଁମାନେ…

ଖାଇବା ପରେ ପାଣି ପିଉଛନ୍ତି କି ? ଭୋଗିପାରନ୍ତି ଏପରି ଦୁର୍ଦଶା

ଖାଇବା ପରେ ଅଧିକାଂଶ ଲୋକଙ୍କ ହାତ ପାଣି ଆଡକୁ ଚାଲିଯାଏ । ଖାଇବା ପରେ ପାଣି ପିଇବା ଆମ ଅଭ୍ୟାସରେ ପରିଣତ ହୋଇଛି । ସୁସ୍ଥ ଶରୀର ପାଇଁ ପାଣି ପିଇବାର ପରାମର୍ଶ ଦିଆଯାଉଛି, କିନ୍ତୁ କିଛି ସମୟରେ ଆମକୁ ପାଣି ପିଇବା…

B.ED ନାମଲେଖାରେ ଉଚ୍ଚଶିକ୍ଷା ବିଭାଗର ଅଜବ ନିୟମ: ଜାଣନ୍ତୁ କ’ଣ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।…

Video: ଯୌତୁକ ମାଗିବାରୁ ବୁଲଡୋଜର ସହ ଶାଶୂଘରେ ଏଣ୍ଟ୍ରି ମାରିଲା ବୋହୂ, କହିଲା -‘କବାଟ ଖୋଲ ନହେଲେ …’

ୟୁପି: ଶାଶୁଘରେ ଏଣ୍ଟ୍ରି ପାଇଁ ବୁଲଡୋଜରର ସାହାରା ନେଲା ବୋହୂ । ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ହାଲଦାଉର ପୋଲିସ ଷ୍ଟେସନର ହରିନାଗରରେ ଜଣେ ବୋହୂ ବୁଲଡୋଜର…

ପାରିବାରିକ ସମ୍ବନ୍ଧ ଘରୋଇ, ଲିଭ-ଇନ୍ ବା ସମଲିଙ୍ଗୀ ସମ୍ପର୍କ ବି ହୋଇପାରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାରିବାରିକ ସମ୍ବନ୍ଧ ଘରୋଇ, ଅବିବାହିତ ସହଜୀବନ କିମ୍ବା ସମଲିଙ୍ଗୀ ସମ୍ପର୍କ ଆକରରେ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏକ ୟୁନିଟ୍ ଭାବରେ ପରିବାରର…

ମହିଳା SIଙ୍କ ମୃତ୍ୟୁ ମାମଲା: ଜି.ଉଦୟଗିରି ଥାନା ଆଇଆଇସିଙ୍କୁ ବଦଳି

ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଆରମ୍ଭ ହୋଇଛି ଉତ୍ତେଜନା । ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ନିକିରାଇରେ ହୋଇଥିବା ଜଣାପଡିଛି ।…

ଚାଲିଛି OTET ପରୀକ୍ଷା: ବାହାରେ ଘୂରି ବୁଲୁଛି ପ୍ରଶ୍ନର ଉତ୍ତର ସିଟ୍!

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ…

ଶେଷ ୧୦ ଦିନ ପରେ କାହିଁକି ହୋଇଥାଏ ଗଣେଶ ବିସର୍ଜନ ? ମହାଭାରତ ସହ ଜଡ଼ିତ ଏହାର ବିଚିତ୍ର କାରଣ

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଗଣେଶ ପୂଜା, ଯାହାକୁ ନେଇ ମଣ୍ଡପଗୁଡ଼ିକରେ ଚାଲିଛି ସାଜସଜ୍ଜା । ଏହାର ୧୦ ଦିନ ପରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶଙ୍କର ବିସର୍ଜନ ହେବ । ଅବଶ୍ୟ ଅନେକ ସ୍ଥାନରେ ଦେଢ଼ ଦିନ କି ୫ ଦିନ ପରେ…