ମନ୍ଦିର ବ୍ୟତୀତ ଏହି ସ୍ଥାନରେ ଜୋତା କିମ୍ବା ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ: ନଚେତ୍ ଦୁର୍ଭାଗ୍ୟର କରିବେ ସାମ୍ନା
ଦୁନିଆର ଅନେକ ଲୋକ କଠିନ ପରିଶ୍ରମ କରନ୍ତି, କିନ୍ତୁ ସଫଳତା ସମସ୍ତଙ୍କୁ ମିଳିନଥାଏ । ଏହାର କାରଣ ହେଉଛି ତାଙ୍କର କଠିନ ପରିଶ୍ରମ ସହିତ ଭାଗ୍ୟ ବି ରହିଛି । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଲୋକମାନେ ଜୋତା ଏବଂ…