ଗହମ ଓ ଚାଉଳକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି ! ମାଗଣା ରାସନକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗହମର ବଢ଼ୁଥିବା ମୂଲ୍ୟକୁ ନେଇ ସରକାର ବଡ଼ ଯୋଜନା କରୁଛନ୍ତି । ବୁଧବାର ଦିନ ସରକାର କହିଛନ୍ତି ଯେ, ଗହମର ମୂଲ୍ୟ ଉପରେ ନଜର ରହିଛି ଓ ସେଥିରେ ଆହୁରି ବୃଦ୍ଧି ଘଟିବ, କିନ୍ତୁ ସେଥିରେ ବ୍ରେକ୍ ଲଗାଇବାକୁ…

କମ୍ ବୟସରେ ଗର୍ଭାଶୟ ବାହାର କରୁଛନ୍ତି ଭାରତୀୟ ମହିଳା: ବିଶେଷଜ୍ଞ କହିଲେ ଏହି ବିପଜ୍ଜନକ ଟ୍ରେଣ୍ଡର କାରଣ

ଭାରତୀୟ ମହିଳାମାନେ କମ୍ ବୟସରେ ଗର୍ଭାଶୟ ବାହାର କରିଦେଉଥିବାର ଅନେକ ମାମଲା ସାମ୍ନାକୁ ଆସୁଛି । ଏହା ସେମାନଙ୍କ ଶାରୀରିକ, ସାମାଜିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ…

‘କାମ କର ନହେଲେ ବାହାରି ଯାଅ’: ଜୁଲାଇ ୨୦୨୧ରୁ ପ୍ରତି ୩ ଦିନରେ ଜଣେ ‘ନନ୍-ପରଫର୍ମର’ଙ୍କୁ ହଟାଉଛି ରେଲୱେ

ନୂଆଦିଲ୍ଲୀ: ଅଣ-ପ୍ରଦର୍ଶନକାରୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋଦୀ ସରକାର । । ରେଳ ମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବ ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦି ଆପଣ…

ITBP ରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି ? ଦରମା ୬୯ ହଜାର, ଆବେଦନ କରିବାର ୨୨ ଡିସେମ୍ବର ହେଉଛି ଶେଷ ତାରିଖ

ITBP ବା ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ଫୋର୍ସରେ ଭର୍ତ୍ତି ହେବାକୁ ଚାହୁଁଥିଲେ ଆସିଛି ଖୁସିଖବର । ITBPରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ।…

ଆସନ୍ତାବର୍ଷ ଆକାଶରୁ ହେବ ଅଗ୍ନିବର୍ଷା, ହେବ ତୃତୀୟ ବିଶ୍ୱଯୁଦ୍ଧ! ନୋଷ୍ଟ୍ରାଦମସଙ୍କ ୬ଟି ଭୟଙ୍କର ଭବିଷ୍ୟବାଣୀ

୨୦୨୨ ଶେଷ ହେବାକୁ ଆଉ ମାସେ ଥିବା ବେଳେ ଏବେଠାରୁ ୨୦୨୩କୁ ନେଇ ହୋଇଥିବା ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫ୍ରାନ୍ସର ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍ ୨୦୨୩ ବର୍ଷ ପାଇଁ ୬ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଛନ୍ତି ।…

ପୂର୍ବତନ ମନ୍ତ୍ରୀ ଗୋଲକ ନାଏକଙ୍କ ପରଲୋକ: ହାର୍ଟ ଆଟାକରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଡାଏଲିସିସ ପାଇଁ ମେଡିକାଲ ଯିବା ବାଟରେ ତାଙ୍କର…

ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା: ଭୟରେ ଘରୁ ବାହାରି ଆସିଲେ ଭଦ୍ରକ, ଯାଜପୁର ଓ କେନ୍ଦୁଝରର ଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଦ୍ମୁପର ନିର୍ବାଚନ ଓ ଅର୍ଚ୍ଚନା ନାଗ ଭଳି ଗରମାଗରମ ମାମଲା ଚାଲିଥିବା ବେଳେ ଘଟିଯାଇଛି ଏକ ଅଘଟଣା । ପ୍ରଚଣ୍ଡ ଶବ୍ଦରେ ଥରିଉଠିଛି ଭଦ୍ରକ, ଯାଜନୁପର ଓ କେନ୍ଦୁଝର ଅଞ୍ଚଳ । ବଡ଼…

Twitter ଏବଂ Meta ପରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ Google: ତିଆରି ହେଉଛି ଲିଷ୍ଟ୍

ନୂଆଦିଲ୍ଲୀ: ଟ୍ୱିଟର, ଫେସବୁକ୍ ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ବିଶ୍ୱବ୍ୟାପୀ ବିମୁଦ୍ରାକରଣ ହେତୁ ଅନେକ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଛଟେଇ…

ଜନ ଧନ ଆକାଉଣ୍ଟଧାରୀଙ୍କୁ ସରକାର ଦେଉଛନ୍ତି ୧୦ ହଜାର ଟଙ୍କା: ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ପ୍ରାୟ ୪୭ କୋଟି ଲୋକ ନିଜର ଆକାଉଣ୍ଟ ଖୋଲିଛନ୍ତି, କିନ୍ତୁ କୋଟି କୋଟି ଲୋକଙ୍କୁ ଏହି ଆକାଉଣ୍ଟ ମାଧ୍ୟରେ ମିଳୁଥିବା ଯୋଜନା ବିଷୟରେ ଜାଣିନାହାନ୍ତି । ଜନ ଧନ…

୧୨ ଘଣ୍ଟା ପାଇଁ ଓଡ଼ିଶାର ଏହି ସହର ବନ୍ଦ: ଜାରି ରହିବ ଜରୁରୀକାଳୀନ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ସହର ବନ୍ଦ ରହିବ । ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ବନ୍ଦ ପାଳନ କରାଯାଉଛି । ହାଇକୋର୍ଟ ବେଞ୍ଚ ସ୍ଥାପନ, ସମ୍ବଲପୁର…