ଖୋର୍ଦ୍ଧାରୁ ୨୦୦ ତ’ କଟକରୁ ୧୧୦: ଜାଣନ୍ତୁ ଅନ୍ୟ ଜିଲ୍ଲାରୁ କେତେ ବାହାରିଲେ ପଜିଟିଭ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…