Breaking News ବଢିଲା କ୍ୟାବିନେଟ୍ ସଚିବଙ୍କ କାର୍ଯ୍ୟକାଳ Sushreejyoti Routray Aug 6, 2022 ନୂଆଦିଲ୍ଲୀ: କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ଆଉ ଏକବର୍ଷ ବୃଦ୍ଧି କରାଯାଇଛି । ଏ ନେଇ କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ଗୌବାଙ୍କ କାର୍ଯ୍ୟକାଳ ଆସନ୍ତା ୩୦…
Breaking News (Video) ମୁଁ ତୁମର କି ଦୋଷ କରିଥିଲି…ଚକୋଲେଟ ଦେବା ଆଳରେ ଡାକିନେଇ ୪ର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ Sushreejyoti Routray Aug 5, 2022 ଭୁବନେଶ୍ୱର: ଚକୋଲେଟ ଦେବା ଆଳରେ ଡାକିନେଇ ୪ର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରେ । ବାଘମାରୀ ଥାନା ପୋଡାଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ…
Breaking News (Video) ଅଚାନକ୍ କ୍ଲାସରେ ଝିଅଙ୍କ ଦେହରେ ଆସିଲେ ମାତା: ପରସ୍ପରଙ୍କୁ ଏପରି ପିଟିଲେ ଯେ ପୁଅମାନେ ବି ଆଶ୍ଚର୍ଯ୍ୟ Sushreejyoti Routray Aug 5, 2022 ନୂଆଦିଲ୍ଲୀ:ସ୍କୁଲ ନାଁ ଶୁଣିଲେ ମୁଣ୍ଡରେ ଏପରି ଏକ ଛବି ଆସିଯାଏ, ଯେଉଁଠାରେ ପିଲାମାନଙ୍କୁ ଜ୍ଞାନ ଦିଆଯାଏ । ଠିକ୍-ଭୁଲ ବିଷୟରେ ବୁଝାଯାଇଥାଏ । ପରସ୍ପରଙ୍କୁ ସମ୍ମାନ ଦେବା ଶିଖାଯାଏ । କିନ୍ତୁ ସ୍କୁଲରେ ଯଦି ପିଲାମାନେ…
Breaking News “ଓଡ଼ିଶା ମୋ ପରିବାର”ର ରାଜ୍ୟ ସଂଯୋଜକ ହେଲେ ମିହିର ରାୟ Sushreejyoti Routray Aug 5, 2022 ଭୁବନେଶ୍ଵର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ "ଓଡ଼ିଶା ମୋ ପରିବାର"ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ…
Breaking News (Video) ଅବହେଳାର ସୀମା ପାର୍! ଚଳନ୍ତା କାରରୁ ଖସିପଡ଼ିଲା ନିରୀହ ଶିଶୁ, କିନ୍ତୁ ଗାଡ଼ି ରୋକିଲାନି ଡ୍ରାଇଭର Sushreejyoti Routray Aug 5, 2022 ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । କେତେକ ଭିଡିଓକୁ ଦେଖିଲେ ରାଗ ବି ଲାଗୁଛି । ଏପରି ଏକ ଭିଡିଓ ସୋସିଆଲ ମିଡିଆ…
Breaking News ମହିମା ମିଶ୍ରଙ୍କ ପୁଅ ଗିରଫ : କଟକ ଓଡ଼ିଆ ବଜାର ସ୍ଥିତ ବାସଭବନରୁ ଉଠାଇନେଲା CBI Sushreejyoti Routray Aug 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।…
Breaking News ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ରେଡ୍ ମାମଲା : ୩ ଜଣଙ୍କୁ ଗିରଫ କଲା CBI Sushreejyoti Routray Aug 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ…
Breaking News (Video) ମା’ ଝିଅ ଉପରେ ଡମ୍ପର ଚଢ଼ାଇ ହତ୍ୟା ଘଟଣା: ଭଉଣୀ କହିଲେ ‘ପୂରା କାହାଣୀ’ Sushreejyoti Routray Aug 5, 2022 ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଗୁରୁବାର ଦିନ ଡମ୍ପର ଚଢ଼ିଯିବାରୁ ମା’ ଝିଅଙ୍କ ମୃତ୍ୟୁ ହୋଇଥିଲା, ଯେଉଁ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଏହା ଦୁର୍ଘଟଣା ନୁହେଁ ବରଂ…
Breaking News ଏହି ୩ ରାଶିର ଲୋକ ସବୁଠାରୁ ଅଧିକ ଭାଗ୍ୟଶାଳୀ: ପ୍ରତ୍ୟେକ ଜିନିଷରେ ମିଳିଥାଏ ସଫଳତା Sushreejyoti Routray Aug 5, 2022 ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜର ରାଶି ଚିହ୍ନ ଏବଂ ଭାଗ୍ୟ ସହିତ ଜନ୍ମ ହୁଅନ୍ତି । ରାଶି ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବ ଏବଂ ଭବିଷ୍ୟତ ଅଲଗା ଅଲଗା ହୋଇଥାଏ । କେତେକ ରାଶି…
Breaking News CBI ଅଫିସରେ ଶିଳ୍ପପତି ମହିମା ମିଶ୍ର ହାଜର Sushreejyoti Routray Aug 5, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିବା ନେଇ ସୂଚନା ମିଳିଛି । ଏହା ସହ ଆଇନ ଉପରେ ମୋର ଶତ…