• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସଂଶୋଧନ ହେବ ବ୍ୟାଙ୍କିଂ ନିୟମ: ଏଣିକି ଗୋଟିଏ ଆକାଉଣ୍ଟ ପାଇଁ ୪ ଜଣ ନୋମିନୀ ରଖିପାରିବେ ବ୍ୟାଙ୍କ ଗ୍ରାହକ!

ସଂଶୋଧନ ହେବ ବ୍ୟାଙ୍କିଂ ନିୟମ: ଏଣିକି ଗୋଟିଏ ଆକାଉଣ୍ଟ ପାଇଁ ୪ ଜଣ ନୋମିନୀ ରଖିପାରିବେ ବ୍ୟାଙ୍କ ଗ୍ରାହକ!

By Manas Pradhan Last updated Dec 2, 2024 at 4:19 PM
Bank Customer
Share

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ନିୟମ ମୁତାବକ, ଜଣେ ଖାତାଧାରୀ ନିଜର ବ୍ୟାଙ୍କ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀ ରଖିବାର ବ୍ୟବସ୍ଥା ରହିଛି । ଏହାର ଅର୍ଥ ହେଉଛି, ଖାତାଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଖାତାରେ ଜମା ଥିବା ଶତ ପ୍ରତିଶତ ଅର୍ଥ ଉକ୍ତ ଜଣେ ନୋମିନୀଙ୍କୁ ଦିଆଯିବ । ତେବେ କେନ୍ଦ୍ର ସରକାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ନିୟମ ଲାଗୁହେଲେ, ବ୍ୟାଙ୍କ ଗ୍ରାହକମାନେ ନିଜ ନିଜର ଆକାଉଣ୍ଟରେ ଜଣେ ବଦଳରେ ୪ ଜଣ ନୋମିନୀ ରଖିପାରିବେ ।

ସୂଚନା ମୁତାବକ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କୁ ଏକ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି । ବ୍ୟାଙ୍କରେ ନୋମିନୀ ସହ ଜଡ଼ିତ ନିୟମ ମଧ୍ୟରୁ ଏକ ବଡ଼ ସଂଶୋଧନ ପାଇଁ ସଂସଦରେ ବିଲ୍ ଆଗତ ହେବାକୁ ଯାଉଛନ୍ତି । ଏହି ବିଲ ଗୃହୀତ ହେବା ପରେ ଗ୍ରାହକମାନେ ନିଜର ଆକାଉଣ୍ଟରେ ୧ ବଦଳରେ ୪ ଜଣ ନୋମିନୀ ରଖିପାରିବେ । ତେବେ କାହାକୁ କାହାକୁ ନୋମିନୀ ରଖାଯିବ, ତାହା ସମ୍ପୃକ୍ତ ଗ୍ରାହକ ହିଁ ସ୍ଥିର କରିବେ ।

ବର୍ତ୍ତମାନ ରହିଥିବା ନିୟମ ଅନୁସାରେ, ବ୍ୟାଙ୍କ ଗ୍ରାହକ ନିଜ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିଛି । ଏହି ନିୟମ ସଂଶୋଧନ ହେବା ପରେ ଗ୍ରାହକମାନେ ନିଜ ଆକାଉଣ୍ଟରେ ୧ ବଦଳରେ ୪ ଜଣ ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିବ । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ଏହି ବିଲ ସଂସଦରେ ଆଗତ କରାଯାଇଥିଲା । ମାତ୍ର ଏହାକୁ ପୁନର୍ବାର ଶୀତକାଳୀନ ଅଧିବେଶନ ପାଇଁ ଲିଷ୍ଟ କରାଯାଇଥିଲା । ଏହି ନିୟମ ଲାଗୁ ହେଲେ, ଗ୍ରାହକ ତାଙ୍କର ମୃତ୍ୟୁ ପରେ କାହାକୁ କେତେ ଟଙ୍କା ଦେବାକୁ ଚାହୁଁଛନ୍ତି ତାହା ସ୍ଥିର କରିବେ । ଆଇସିଆଇସିଆଇ ବ୍ୟାଙ୍କର ପ୍ରମୋଦ ରାଓ ନାମକ ଜଣେ ଅଧିକାରୀ ଏକାଧିକ ନୋମିନୀ ରଖିବାର ଆଇଡିଆ ଦେଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ଆହୁରି ପଢନ୍ତୁ

‘ତମ ଆଖିର ଆଇନା ହୋଇ ରହିବି’-…

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ…

Share

Prev Post

ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନୂଆ ସଭାପତି କିଏ ହେବେ ? ଚାରିଜଣଙ୍କ ନାମକୁ ସୁପାରିସ

Next Post

ଦିଲ୍ଲୀ ସୀମାରେ କୃଷକଙ୍କ ବିକ୍ଷୋଭ, ଦାବିକୁ ନେଇ କ’ଣ କହିଲେ ରାକେଶ ଟିକାୟତ

You might also like More from author
Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Featured

ଆଶ୍ଚର୍ଯ୍ୟ! 87 ବର୍ଷ ବୟସରେ କମାଇଲେ 63 କିଲୋ ଓଜନ, ଏବେ କହୁଛନ୍ତି,’ମୋତେ ଜେଜେମା କହିବା…

Breaking News

ସରକାରଙ୍କ ବଡ଼ ନିଷ୍ପତ୍ତି, ଗ୍ରାଜୁଏସନ କରିଥିଲେ ପାଇବେ 50,000, ଛାତ୍ରଛାତ୍ରୀଙ୍କ ମଧ୍ଯରେ ଖୁସିର…

Breaking News

Gariaband Encounter : ଏମିତି ଥିଲା ଏନକାଉଣ୍ଟର, 10 ନକ୍ସଲ ନିହତ, ଟପ ନକ୍ସଲ ଉପରେ ଝୁଲୁଥିଲା 1…

Prev Next
Odisha Bhaskar

Recent Posts

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

(Video) ଛାଡିଲେନି…ଚାପୁଡ଼ା ଉପରେ…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

‘ତମ ଆଖିର ଆଇନା ହୋଇ ରହିବି’-…

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ…

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ…

ଆଶ୍ଚର୍ଯ୍ୟ! 87 ବର୍ଷ ବୟସରେ କମାଇଲେ 63 କିଲୋ…

Prev Next 1 of 28,016
© 2025 - TK Digital All Rights Reserved.