fbpx

ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବରାଦର

Advertisement

ନୂଆଦିଲ୍ଲୀ: ତାଲିବାନର ମୁଲ୍ଲା ବରାଦର ହୋଇପାରନ୍ତି ରାଷ୍ଟ୍ରପତି । ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବରାଦର । କ୍ଷମତା ହସ୍ତାନ୍ତର ପାଇଁ ତାଲିବାନର ଆଲୋଚନା । ତାଲିବାନ ନିକଟରେ ଆତ୍ମସମର୍ପଣ କରିଛନ୍ତି ରାଷ୍ଟ୍ରପତି ଆସରଫ୍, ଆସରଫ୍ ଘନି ରାଷ୍ଟ୍ରପତି ପଦରୁ ଦେବେ ଇସ୍ତଫା ।

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଆଜି ସକାଳେ ତାଲିବାନ କାବୁଲ ଉପରେ କବଜା କରିଛି ।

Get real time updates directly on you device, subscribe now.