fbpx

Breaking News: ୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ

ଓଡିଶା ଭାସ୍କର; ୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ। ଏନେଇ ଘୋଷଣା କରିଛନ୍ତି ପ୍ରଭାରୀ ଅଜୟ କୁମାର। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, କଂଗ୍ରେସ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ହଟାଯାଇଥିବା କୁହାଯାଇଛି।

Get real time updates directly on you device, subscribe now.