Browsing Category
ବାଣିଜ୍ୟ
ଇସ୍ତଫା ଦେଲେ ୱିପ୍ରୋ ସିଇଓ Thierry Delaporte, ଶ୍ରୀନିବାସ ପଲିଆ ନେବେ ତାଙ୍କ ସ୍ଥାନ
ନୁଆଦିଲ୍ଲୀ: ୱିପ୍ରୋର ସିଇଓ ଏବଂ ଏମଡି ଥିରେୀଡେଲପୋର୍ଟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀ ଶନିବାର ଦିନ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ତାଙ୍କ ସ୍ଥାନରେ ଶ୍ରୀନିବାସ ପଲିୟା ୱିପ୍ରୋର ନୂଆ ସିଇଓ ଏବଂ ଏମଡି…
କନ୍ୟାରତ୍ନ ହେବ ଧନରତ୍ନ: କେନ୍ଦ୍ର ସରକାରଙ୍କ ଶାନଦାର ସ୍କିମରେ ନିବେଶ କରନ୍ତୁ, ସନ୍ତାନକୁ ୨୧ ବର୍ଷ ବେଳକୁ ମିଳିବ ୧ କୋଟିରୁ ଅଧିକ ଟଙ୍କା
ନୂଆଦିଲ୍ଲୀ: ଅଧିକ ଅର୍ଥ ପାଇବା ଆଶାରେ ଆଜିକାଲି ସମସ୍ତେ ଭଲ ନିବେଶ ସ୍କିମର ସନ୍ଧାନରେ ରହିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କିଛି ଭଲ ନିବେଶ ଯୋଜନା ରହିଥିବା ବେଳେ କିଛି ଲୋକ ସେ ବାବଦରେ ଭଲରେ…
ଭୁଲି ଯାଆନ୍ତୁ ଏଫ୍ଡିରେ ନିବେଶ, ପୋଷ୍ଟ ଅଫିସ୍ର ଏହି ସ୍କିମ୍ରେ ଆପଣଙ୍କୁ ମିଳିବ ଅଧିକ ସୁଧ
ନୂଆଦିଲ୍ଲୀ:ଯଦି ଆପଣ ଏଫ୍ଡିରେ ଅଧିକ ସୁଧ ପାଇଁ କୌଣସି ଅନ୍ୟ ଯୋଜନାର ସନ୍ଧାନରେ ଅଛନ୍ତି ତେବେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ୍ର ଏକ ବଢିଆ ସ୍କିମ୍ ରହିଛି । ଏହି ସ୍କିମ୍ରେ ନିବେଶ କରି ଆପଣ ଭଲ ଲାଭ କମାଇ ପାରିବେ ।…
ଭୁବନେଶ୍ୱରରେ ୧୨ ଶହ ଟଙ୍କା ବୃଦ୍ଧି ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ଗୋଲ୍ଡ ଏବଂ ରୂପା ମୂଲ୍ୟ
ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ରୁତ ଗତିରେ ବଢିଛି ସୁନା ଏବଂ ରୂପା ଦର । ଆଜି ଭୁବନେଶ୍ୱରରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୧୨୦୦ ଟଙ୍କା ବଢିଛି ଏବଂ ରୂପା ମୂଲ୍ୟ ସର୍ବାଧିକ ୨୦୦୦ ଟଙ୍କା ବଢିଛି । ତେବେ ୧୨ ଶହ ଟଙ୍କା…
ଭୁଲରେ ଅନ୍ୟ ଆକାଉଣ୍ଟକୁ Payment କରି ଦେଇଛନ୍ତି? ଜାଣନ୍ତୁ କେମିତି ଫେରିପାଇବେ ଆପଣଙ୍କ ଟଙ୍କା
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ UPI ମାଧ୍ୟମରେ ଟଙ୍କା ନେଣଦେଣ ଖୁବ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବେଳେବେଳେ…
ଇନଷ୍ଟାଗ୍ରାମ ରିଲ୍ ଓ ୟୁଟ୍ୟୁବ୍ ସର୍ଟସ୍ରୁ କେତେ ହୋଇଥାଏ ରୋଜଗାର, ସାମ୍ନାକୁ ଆସିଲା ତଥ୍ୟ
ଓଡ଼ିଶା ଭାସ୍କର: ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ କ୍ରିଏଟର ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେତେ ରୋଜଗାର କରିଥାନ୍ତି । ଇନଫ୍ଲୁଏନ୍ସରଙ୍କ ଲାଇଫ୍ଷ୍ଟାଇଲ୍ ପ୍ରାୟ ସମୟ ଚର୍ଚ୍ଚାରେ ରହିଥାଏ । ଏପରି ତ ଏହି ପପୁଲାର…
ଛଟେଇ ଅବଧି ମଧ୍ୟରେ ୫,୭୦୦ କର୍ମଚାରୀଙ୍କୁ ନିଯୁକ୍ତି କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ :ଚାକିରିରୁ ଆଜିକାଲଇ ଛଟେଇ ଚାଲିଥିବା ବେଳେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ରେକର୍ଡ ନିଯୁକ୍ତି କରିଛି । ମାର୍ଚ୍ଚ ୩୧ ଶେଷ ହେବାକୁ ଥିବା ୨୦୨୩-୨୦୨୪ ଆର୍ôଥକ ବର୍ଷରେ ହୋଇଥିବା ନିଯୁକ୍ତି ସଂଖ୍ୟା କମ୍ପାନୀ…
ଖରାରେ ପନିପରିବା ଦରରେ ନଜର ରଖିବ RBI, ମହଙ୍ଗାକୁ ନେଇ ପ୍ରକଟ କଲେ ଚିନ୍ତା
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଖରାରେ ପନିପରିବାର ଦର ଉପରେ ବିଶେଷ ନଜର ରଖିବ । ଆରବିଆଇ ମହଙ୍ଗା ଦରକୁ ୪ ପ୍ରତିଶତ…
(Video) PM Kisan Yojna ସହ ମାସକୁ ମିଳିବ ୩୦୦୦ ଟଙ୍କା ଉପହାର: କୃଷକଙ୍କ ପାଇଁ ଭେଟି ଦେଉଛନ୍ତି ସରକାର
ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ତେବେ ଏହି ସମୁ ଯୋଜନା ମଧ୍ୟରେ ପିଏମ କିସାନ ସମ୍ମାନ ନିଧି ଯୋଜନା ବେଶ୍…
ନିଲାମ ହେଉଛି ବକ୍ସର ମହମ୍ମଦ ଅଲିଙ୍କ Shorts, ବିଡ୍ ଡକାଗଲା ଏତିକି କୋଟି
ନୂଆଦିଲ୍ଲୀ: ଦୁନିଆର ମହାନ ବକ୍ସର ମହମ୍ମଦ ଅଲିଙ୍କୁ କିଏ ନ ଜାଣିଛି? ଆଜି ସମାନ ମହମ୍ମଦ ଅଲିଙ୍କ ଏକ Short ଯାହାର ଗୋଟିଏ ପିଚ୍ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଆଉଟ୍ କରିଦେଉଥିଲା, ତାକୁ ଏବେ ନିଲାମ କରାଯାଉଛି। ଏହି…