Browsing Category
ବାଣିଜ୍ୟ
୪ ଦିନରେ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ, ୫ ମାସରେ ସବୁଠାରୁ ବଡ କ୍ଷତି ସହିଲା ଭାରତୀୟ ସେୟାର ବଜାର
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ନିମ୍ନମୁଖି ରହିଛି। ଯାହାଫଳରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। କେବଳ ବୁଧବାର ନିବେଶକମାନେ ୩.୮୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିଭଳି…
ଆଦାନୀ ସେୟାର ହ୍ରାସ ପ୍ରଭାବ, ଭାରତକୁ ଅତିକ୍ରମ କରି ବିଶ୍ୱର ଷଷ୍ଠ ବୃହତମ ଇକ୍ୱିଟି ବଜାର ହେଲା ବ୍ରିଟେନ
ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗ ରିସର୍ଚ୍ଚ ପ୍ରକାଶ ପାଇବାର ଏକ ମାସ ପୁରା ହେଲାଣି । କିନ୍ତୁ ବର୍ତ୍ତମାନ ମଧ୍ୟ ଆଦାନୀ ସମୁହର ସେୟାର ମୂଲ୍ୟ ନିରନ୍ତର ହ୍ରାସ ପାଇବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ଭାରତୀୟ ସେୟାର…
ହୋଲି ଉପହାର, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ବଢାଇବେ ମୋଦୀ ସରକାର!
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଆର୍ଥିକ ମାନ୍ଦାବସ୍ତା ଅଶଙ୍କା ଲାଗି ରହିଥିବା ବେଳେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି । ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦରଦାମ୍କୁ ନିୟନ୍ତ୍ରଣ କରିବା ପାଇଁ ରେପୋ…
ନବାଗତଙ୍କୁ ୫୦% କମ୍ ଦରମାରେ ଯୋଗଦେବାକୁ କହିଲା ୱିପ୍ରୋ, ଆଇଟି ସଂଘ କହିଲା ଅନ୍ୟାୟପୁର୍ଣ୍ଣ ନିଷ୍ପତି
ନୁଆଦିଲ୍ଲୀ: ଆଇଟି କମ୍ପାନୀ ୱିପ୍ରୋ ନବାଗତମାନଙ୍କୁ ୫୦% କମ୍ ଦରମାରେ ଯୋଗଦେବାକୁ କହିଛି। କମ୍ପାନୀର ଏହି ନିଷ୍ପତିକୁ ଆଇଟି କର୍ମଚାରୀ ସଂଘ ଏନ୍ଆଇଟିଇଏସ୍ ଜୋରଦାର ବିରୋଧ କରିବା ସହିତ ଏହାକୁ ଅନ୍ୟାୟପୁର୍ଣ୍ଣ ଏବଂ…
ଆଦାନୀ ଗ୍ରୁପ କମ୍ପାନୀ ଋଣ ପରିଶୋଧ କଲା ୧,୫୦୦ କୋଟି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପାଇଁ ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଲାଗିଥିବା ବେଳେ ଆଜି ଏକ ଆରାମ ଦାୟକ ଖବର ସାମ୍ନାକୁ ଆସିଛି । ଅଦାନୀ ଗ୍ରୁପର କମ୍ପାନୀ ଆଦାନୀ ପୋର୍ଟସ ଏଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନରେ ୧୫୦୦…
୨୭୦୦ ଟଙ୍କା ଶସ୍ତାରେ ମିଳୁଛି ସୁନା, ଦରରେ ଆସିଲା ବଡ ପରିବର୍ତ୍ତନ!
ନୂଆଦିଲ୍ଲୀ: ଯେଉଁମାନେ ସୁନା କିଣୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ସମୟରେ ଆପଣଙ୍କୁ ଶସ୍ତା ସୁନା କିଣିବାର ସୁଯୋଗ ଅଛି । ଏହି ସମୟରେ ସୁନା ମୂଲ୍ୟରେ…
ଟ୍ରେନରେ ବଢିଲା ଖାଦ୍ୟ ଦର, ଚେକ କରନ୍ତୁ ରେଟ୍ ଲିଷ୍ଟ
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ବଡ଼ ଝଟକା ପାଇଛନ୍ତି। ବର୍ତ୍ତମାନ ଆପଣ ଟ୍ରେନରେ ଖାଦ୍ୟ ଅର୍ଡ଼ର କରୁଥିବେ, ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ରେଳ ଖାଦ୍ୟର…
ମାତ୍ର ଏତିକି ଦିନରେ ଟଙ୍କା ହେଉଛି ଡବଲ, ପୋଷ୍ଟ ଅଫିସ୍ ଦମଦାର ସ୍କିମ; ୫ ଲକ୍ଷ ଦେଲେ ପାଇବେ ୧୦ ଲକ୍ଷ!
ନୂଆଦିଲ୍ଲୀ:ପୋଷ୍ଟ ଅଫିସ୍ ସ୍କିମ୍ ଏହାର ଗ୍ରାହକଙ୍କ ପାଇଁ ନୂତନ ସ୍କିମ୍ ଆଣିଥାଏ ଯାହା ଦ୍ୱାରା ଲୋକମାନେ ସହଜରେ ସେମାନଙ୍କ ଟଙ୍କା ବିନିଯୋଗ କରିପାରିବେ। ଆଜି ଆମେ ଆପଣଙ୍କୁ ଡାକଘରର ଏକ ନୂତନ ଯୋଜନା ବିଷୟରେ କହିବୁ,…
ଥମୁନି ଝଡ, ହିଣ୍ଡେନବର୍ଗ ପରେ ଆଦାନୀଙ୍କ ଉପରେ ୱିକିପିଡ଼ିଆର ବଡ଼ ଅଭିଯୋଗ
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ପାଇଁ ସମସ୍ୟା କମିବାର ନାମ ଧରୁନାହିଁ । ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଆସିବା ପରଠାରୁ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ବର୍ତ୍ତମାନ ଫ୍ରି ଅନଲାଇନ…
SEBIର ବଡ଼ ନିଷ୍ପତ୍ତି: ବଦଳିଯିବ ଷ୍ଟକ୍ ମାର୍କେଟ ଟାଇମିଂ, ଏଣିକି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଶେୟାର ବଜାର!
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଇକ୍ୱିଟି ସେଗମେଣ୍ଟର କାରବାର ସମୟ ବୃଦ୍ଧି କରିବା ନେଇ ପ୍ଲାନିଂ କରୁଛି । ଶେୟାର ମାର୍କେଟରେ ଟ୍ରେଡିଂ ଟାଇମିଂକୁ ବୃଦ୍ଧି ନେଇ…