Browsing Category

ବାଣିଜ୍ୟ

ଦରଦାମ୍ ନିୟନ୍ତ୍ରଣ ଚିନ୍ତା: ପୁଣି ରେପୋ ରେଟ୍ ବଢାଇବ RBI

ମୁମ୍ବାଇ: ଫେବୃଆରୀ ୬ ବା ଆସନ୍ତାକାଲି ବସିବାକୁ ଥିବା ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ର ବୈଠକ ପରେ ପୁଣି ବଢିପାରେ ରେପୋ ରେଟ୍ । ଏହି ତିନି ଦିନିଆ ବୈଠକ ଫେବୃଆରୀ ୮ ପର୍ଯ୍ୟନ୍ତ ଚାଲିବ । ବୋଧହୁଏ ବୁଧବାର…

୨୯ ଜାଲ୍ କମ୍ପାନୀ ଜରିଆରେ ଷ୍ଟକ୍ ଠକେଇ, ୧୦ଦିନରେ ୧୧୮ବିଲିୟନ ଡଲାର ହରାଇଲାଣି ଆଦାନି ଗ୍ରୁପ୍‌

ନୁଆଦିଲ୍ଲୀ: ଆମେରିକାର ରିସର୍ଚ୍ଚ କମ୍ପାନୀ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଦୋହଲି ଯାଇଛି। ଏହି ପ୍ରସଙ୍ଗରେ ଏବେ ଭାରତୀୟ ସେୟାର ବଜାର ଏବଂ…

ଏକ ବର୍ଷ ପାଇଁ ଆକ୍ଟିଭ୍ ରହିବ ଆପଣଙ୍କ SIM କାର୍ଡ: ମିଳୁଛି ଅନଲିମିଟେଡ୍ କଲିଂ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ…

ବିନା ଟାଇପରେ କରନ୍ତୁ ମେସେଜ ଏବଂ କଲ୍, ଆଜି ହିଁ ଶିଖନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପକୁ ଦୁନିଆରେ ୨ ବିଲିୟନରୁ ଅଧିକ ୟୁଜର୍ସ ବ୍ୟବହାର କରୁଛନ୍ତି । ଏହା ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଅଟେ । ଏଥିରେ ଖାଲି ମେସେଜ ନୁହେଁ ଭିଡ଼ିଓ କଲ୍ କରିବା ସହ ପରିବାର ବର୍ଗ କିମ୍ବା ସାଙ୍ଗ…

କେବଳ ଆଦାନୀ ଗ୍ରୁପ୍ ନୁହେଁ, ୩୬ କମ୍ପାନୀରେ ଲାଗିଛି LIC ଟଙ୍କା; ଛଅ ମାସରେ ୫୮% ହ୍ରାସ ପାଇଲାଣି

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ଆଦାନୀ ସମୁହରେ ନିବେଶରୁ ହେଉଥିବା ଲାଭରେ ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ରିପୋର୍ଟ…

ଭାରତ ସରକାରଙ୍କର ହୋଇଯିବ Vodafone Idea, ଦୀର୍ଘ ସମୟ ଅପେକ୍ଷା ପରେ ମିଳିଲା ଅନୁମତି

ନୁଆଦିଲ୍ଲୀ: ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଭୋଡାଫୋନ୍‌-ଅଇଡିଆ(ଭିଆଇ) ତୃତୀୟ ବୃହତ କମ୍ପାନୀ ଅଟେ। ବର୍ତ୍ତମାନ ଏହି କମ୍ପାନୀରେ ସବୁଠୁ ବଡ଼ ଅଂଶୀଦାର ଭାରତ ସରକାରଙ୍କ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସରକାର…

କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍! ରେଳମନ୍ତ୍ରୀ କଲେ ଏହି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳର କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଲୋକଙ୍କୁ କନଫର୍ମ ଟିକେଟ୍ ବୁକ୍ କରିବା ବେଳେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି ।…

ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍

ନୂଆଦିଲ୍ଲୀ: ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍ ଥିବା ଜଣାଯାଇଛି। ୨୦୨୦-୨୧ରେ ଶେଷଥର ସାର୍ବଜନୀନ ହୋଇଥିବା ପରିସଂଖ୍ୟାନ ମୁତାବକ ଭାରତରେ ୧୩୨ କୋଟି ଜନବସତି ମଧ୍ୟରୁ ୮.୨୨ କୋଟି…

Fitch ରିପୋର୍ଟ ସାଜିଲା ସଞ୍ଜିବନୀ: ଅଦାନୀ ଗ୍ରୁପକୁ ମିଳିଲା ଆଶ୍ୱସ୍ତି, ନିବେଶକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପର ଶେୟାର ତଳକୁ ଖସିବାରେ ଲାଗିଛି । ଏହାଫଳରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଗତ ୧୦ ଦିନ ମଧ୍ୟରେ ୯ ଲକ୍ଷ କୋଟିର କ୍ଷତି ସହିଛନ୍ତି ।…

ହୋଲିରେ ବଢ଼ିବ ମହଙ୍ଗା ଭତ୍ତା! ଚାକିରିଆ ଓ ପେନସନଧାରୀଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାର ସମ୍ଭାବନା ରହିଛି । ଏବେ ଯଦି…