Browsing Category
ବାଣିଜ୍ୟ
ଏଣିକି ଘର ତିଆରି ଆହୁରି ସହଜ: ଟନ୍ ପିଛା ୧୦ ହଜାର ଟଙ୍କା ଶସ୍ତା ହେଲା ଲୁହା ରଡ୍, କମିଲା ସିମେଣ୍ଟ ଦାମ୍
ନୂଆଦିଲ୍ଲୀ: ଘର ତିଆରି ପାଇଁ ଆଉ ଲୋକଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ରଡ୍ ସାଙ୍ଗକୁ ସିମେଣ୍ଟ ଦାମ୍ ବି ଶସ୍ତା ହୋଇଛି । ବିଶେଷକରି ରେକର୍ଡ ସ୍ତରରେ ପହଞ୍ଚିଥିବା ବ୍ରାଣ୍ଡ ସରିଆର ମୂଲ୍ୟ ହ୍ରାସ ପାଇବାରେ…
୨୩ ବର୍ଷରେ ଯେତିକି ଆୟ କରିନଥିଲେ କରୋନାର ୨୪ ମାସରେ କରିଛନ୍ତି ସେତିକି ଆୟ: ରିପୋର୍ଟ
କରୋନା ଯେତେବେଳେ ଦୁନିଆରେ ହାହାକାର ମଚାଇଥିଲା, କୋଟି କୋଟି ଲୋକ ଚାକିରି ହରାଇଥିଲେ କୋଟି କୋଟି ପରିବାରର ସଞ୍ଚୟ ଶେଷ ହୋଇଯାଇଥିଲା, ଚିକିତ୍ସା ପାଇଁ ଲୋକଙ୍କୁ ଋଣ ଆଣିବାକୁ ପଡ଼ିଥିଲା । କିନ୍ତୁ ଏହି ସମୟରେ ଏମିତି ଲୋକ…
SBIରୁ ICICI ପର୍ଯ୍ୟନ୍ତ, ‘ବ୍ୟାଙ୍କ ଲକର’ ପାଇଁ ବ୍ୟାଙ୍କଗୁଡିକ କେତେ ଚାର୍ଜ ନିଅନ୍ତି
ବ୍ୟାଙ୍କ ଲକରରେ ଅଧିକାଂଶ ଲୋକ ସୁରକ୍ଷା ପାଇଁ ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଏବଂ ଆବଶ୍ୟକୀୟ ଦଲିଲ ଇତ୍ୟାଦି ରଖନ୍ତି । ଏହି ସର୍ଭିସ ପାଇଁ ଲକରର ଆକାର ଅନୁଯାୟୀ ବ୍ୟାଙ୍କ ଶୁଳ୍କ ଆଦାୟ କରିଥାଏ । କିଛି ବ୍ୟାଙ୍କ…
ପେଟ୍ରୋଲ ଦର ହ୍ରାସ ପରେ ଏବେ ସିଏନଜିକୁ ନେଇ ବଡ ଖବର: ଆପଣ ବି ପାଇ ପାରିବେ ଲାଭ
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିରୁ ସାମାନ୍ୟ ମୁକ୍ତି ମିଳିଛି । ଏହାପରେ ସିଏନଜିକୁ ନେଇ ଆସିଛଇ ଏକ ବଡ ଖବର । ସିଏନଜିର ମୂଲ୍ୟ ହ୍ରାସ କରିବା ପାଇଁ ଏବଂ ପ୍ଲାଷ୍ଟିକ ଓ ଇସ୍ପାତ…
ରେପୋରେଟ୍ ବୃଦ୍ଧି ପାଇବା ନେଇ ମିଳିଲା ସଂକେତ, ଋଣ ନେବା ହେବ ଆହୁରି ମହଙ୍ଗା
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ୍ରେ ହେବାକୁ ଥିବା ମନିଟରୀ ପଲିସି ଆଲୋଚନା ଓ ଆଗକୁ ହେବାକୁ ଥିବା ବୈଠକରେ ରେପୋରେଟ୍ ବୃଦ୍ଧି ହେବାର ସଂକେତ ଦେଇଛନ୍ତି । ଏହା ହେଲେ…
ଏଣିକି ଆପଣମାନେ ଘରେ ବସି ପାଇପାରିବେ ୩୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍: SBI ଆରମ୍ଭ କଲା ନୂଆ ସର୍ଭିସ୍ ‘Real Time Xpress Credit’
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଗ୍ରାହକଙ୍କୁ ଏକ ଶାନଦାର ଉପହାର ପ୍ରଦାନ କରିଛି । ଦେଶର ସର୍ବବୃହତ ବ୍ୟାଙ୍କ ଗ୍ରାହକଙ୍କୁ ପର୍ସନାଲ ଲୋନ ପ୍ରଦାନ ନେଇ ଏକ ନୂଆ ଫିଚର ଲଞ୍ଚ କରିଛି । ରିୟଲ ଟାଇମ୍…
ରେଷ୍ଟୁରାଣ୍ଟରେ ଖାଇବା ପରେ ଗ୍ରାହକମାନେ ସର୍ଭିସ୍ ଚାର୍ଜ ଦେବାକୁ ବାଧ୍ୟ ନୁହନ୍ତି, ଲାଗୁ ହେବ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିୟମ
ନୂଆଦିଲ୍ଲୀ: ଯଦି ଆପଣମାନେ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଏଣିକି ଆପଣଙ୍କୁ ରେଷ୍ଟୁରାଣ୍ଟରେ ଖାଇବା ପରେ ଆଉ ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ନାହିଁ ।…
Excise Duty ବାସ୍ତବରେ କ’ଣ? ଏହାକୁ କମାଇଦେଲେ ସଙ୍ଗେସଙ୍ଗେ କମିଯାଉଛି ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ଫଳରେ ତୈଳ ଦର କମିଯାଇଛି । ସରକାର ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇ ଥିଲେ…
ଏଣିକି ଆପଣମାନେ ସହଜରେ କିଣି ପାରିବେ ନାହିଁ ମୋବାଇଲ ସିମ୍ କାର୍ଡ: କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ
ନୂଆଦିଲ୍ଲୀ: ଏଣିକି ଆପଣମାନେ ଆଉ ପୂର୍ବ ପରି ସହଜରେ ମୋବାଇଲ ସିମ୍ କାର୍ଡ କିଣି ପାରିବେ ନାହିଁ । କେନ୍ଦ୍ର ସରକାର ଏନେଇ ନୂଆ ନିୟମ ପ୍ରଚଳନ କରିଛନ୍ତି । ଏହାର ପ୍ରଭାବ କୋଟି କୋଟି ମୋବାଇଲ ଗ୍ରାହକଙ୍କ ଉପରେ ସିଧାସଳଖ…
ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ, ଖୋଲା ବଜାରରେ ବଢ଼ିପାରେ ଅଟା ଓ ସୁଜି ଦର!
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ…