
Browsing Category
ମନୋରଞ୍ଜନ
ବାଜପେୟୀଙ୍କ ବାୟୋପିକକୁ ନେଇ ବଡ ଘୋଷଣା, ପୂର୍ବତନ ପିଏମଙ୍କ ଚରିତ୍ରରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ
ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାପଜେୟୀଙ୍କ ଆତ୍ମଜୀବନି ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ଆଉ ଏହି ବାୟୋପିକ ଚଳଚ୍ଚିତ୍ରରେ ଅଭିନୟ କରିବେ ପ୍ରତିଷ୍ଠିତ ଅଭିନେତା ପଙ୍କଜ ତ୍ରିପାଠୀ। ଏହି ପରି…
ରିଲିଜ ହେଲା ଅଜୟ ଦେବଗନଙ୍କ ଦୃଶ୍ୟମ-୨, ଫିଲ୍ମ ହଲରେ ଦର୍ଶକଙ୍କ ଭିଡ
ନୂଆଦିଲ୍ଲୀ: ଆଜି ରିଲିଜ ହେଲା ଅଜୟ ଦେବଗନଙ୍କ ଦୃଶ୍ୟମ-୨ ମୁଭି । ସକାଳୁ ଏହି ମୁଭି ଦେଖିବାପାଇଁ ସିନେମା ହଲରେ ଦର୍ଶକଙ୍କ ସୁଅ ଛୁଟିଛି । ଦର୍ଶକଙ୍କ ଏହି ଭିଡକୁ ଦେଖି ଜଣାପଡିଛି ଯେ, ଦର୍ଶକମାନେ ଫିଲ୍ମ ଦେଖିବାକୁ…
ଅଭିନେତ୍ରୀ କିଛି କରନ୍ତିନି ହେଲେ ସବୁ ପ୍ରଶଂସା ତାଙ୍କୁ ହିଁ ମିଳିଥାଏ: ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ : ଆଜିର ସମୟରେ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଗ୍ଲୋବାଲ ଆଇକନ । କାରଣ ସେ ବଲିଉଡରେ ଚର୍ଚ୍ଚାରେ ଥିବା ବେଳେ ଦେଶ ବାହାରେ ମଧ୍ୟ ସେହିପରି ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି । ସେ ବଲିଉଡରେ ୨୦୦୩…
ଦୃଶ୍ୟମ୍ ୨’ର ପ୍ରିମିୟରରେ ଖୋଲାଖୋଲି ଲିପ୍ଲକ୍ କିସ୍ କଲେ ଶ୍ରୀୟା ସରଣ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ
ମୁମ୍ବାଇ: ଫିଲ୍ମ ଦୃଶ୍ୟମ୍ ୨'ରେ ଅଜୟ ଦେବଗନଙ୍କ ବ୍ୟତୀତ ତବୁ, ଶ୍ରେୟା ସରଣ, ଇଶିତା ଦତ୍ତା ଏବଂ ଅକ୍ଷୟ ଖାନ୍ନା ବିଭିନ୍ନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭରା ତୁଲାଇଛନ୍ତି ଅଭିଷେକ ପାଠକ।…
ବିଜୟ ଦେବରକୋଣ୍ଡାଙ୍କ ବଡ ଘୋଷଣା- ଦାନ କରିବେ ନିଜର ସମସ୍ତ ଅଙ୍ଗ,କହିଲେ…
ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଶୁଣିଲେ ଆପଣ ତାଙ୍କ ଉପରେ ଗର୍ବ କରିବେ। ନିଜର ସମସ୍ତ ଅଙ୍ଗ ଦାନ କରିବେ ବୋଲି ଘୋଷଣା କରିଛନ୍ତି…
ଦେଶର ୫୦୦ଟି ହଲରେ ରିଲିଜ୍ ହେବ ‘Daman’: ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା, ରେଟିଂରେ ପଛରେ ପଡ଼ିଲେ RRR,…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି ଆଗକୁ ମାଡ଼ି ଚାଲିଛି ଓଡ଼ିଆ ଫିଲ୍ମ ‘ଦମନ’ । ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମଟି ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୨…
ଅଭିନେତା ନାଗା ସୁର୍ଯ୍ୟଙ୍କୁ ମହଙ୍ଗା ପଡିଲା ନୋ ୱାଟର ଡାଇଟ୍ ; ବିବାହର ୪ ଦିନ ପୂର୍ବରୁ ଘଟିଲା…
ମୁମ୍ବାଇ: ସାଉଥ ଅଭିନେତା ନାଗା ସୁର୍ଯ୍ୟ ତାଙ୍କ ର ଷ୍ଟାଇଲ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଚମତ୍କାର ଅଭିନୟ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତେବେ ସାଉଥ ଅଭିନେତା ନାଗା ସୁର୍ଯ୍ୟ…
ପ୍ରସିଦ୍ଧ ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ନୂଆଦିଲ୍ଲୀ: ପ୍ରସିଦ୍ଧ ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଅଭିନେତ୍ରୀଙ୍କୁ ହୃଦଘାତ ହେବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ଗତ ୧୫ ତାରିଖରେ ହାର୍ଟ ଆଟାକ…
ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେବେ ଜ୍ୟାକଲିନ; ଜାମିନ ନେଇ ହେବ ଶୁଣାଣି
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଫସି ଯାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଏହା ମାମାଲାକୁ ନେଇ ଆଜି ସେ ଦିଲ୍ଲୀ କୋର୍ଟରେ ହାଜର ହୋଇଛନ୍ତି । ତେବେ ନିୟମିତ ଜାମିନ ନେଇ ଦିଲ୍ଲୀ…
ସାଉଥଷ୍ଟାର ମହେଶ ବାବୁଙ୍କ ପିତାଙ୍କ ପରଲୋକ, ୨ ମାସ ପୂର୍ବରୁ ମା’ଙ୍କର ହୋଇଥିଲା ଦେହାନ୍ତ
ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ଚଳିତବର୍ଷ ଖରାପ ବୋଲି ପ୍ରମାଣିତ ହୋଇଛି । ନିକଟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ମହେଶଙ୍କ ପିତା କୃଷ୍ଣ…