fbpx
BJD SKY
BJD SKY
Browsing Category

ଦେଶ

୨୫ଜଣ କ୍ରୁ ମେମ୍ବରଙ୍କୁ ପଠାଯାଇଥିବା ଟର୍ମିନେସନ୍ ଚିଠି ପ୍ରତ୍ୟାହାର କରିବାକୁ ରାଜିହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ରୁ ମେମ୍ବରଙ୍କ ସହ ଚୁକ୍ତି କରିଛି । ଏୟାରଲାଇନ୍ ୨୫ ଜଣ କ୍ରୁ ମେମ୍ବରଙ୍କୁ ପଠାଯାଇଥିବା ଟର୍ମିନେସନ୍ ଚିଠି ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ଏୟାରଲାଇନ୍ସର କ୍ରୁ…

ଆଇଇଭିପିର ଅଂଶବିଶେଷ ଭାବେ ୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

ନୂଆଦିଲ୍ଲୀ : ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି…

ସନି ଦେଓଲ-ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବର୍ଡର-୨’ ହେବ ଭାରତର ସବୁଠାରୁ ବଡ଼ ଯୁଦ୍ଧ ଫିଲ୍ମ; ଜାଣନ୍ତୁ ରିଲିଜ ଡେଟ୍…

ନୂଆଦିଲ୍ଲୀ: ସନି ଦେଓଲ 'ଗଦର-୨' ପ୍ରେକ୍ଷାଳୟରେ ଏଭଳି ପରିଚୟ ସୃଷ୍ଟି କରିଛି, ଅନେକ ଦିନ ଧରି ଲଗାତାର ଦେଖିବାକୁ ମିଳିଥିଲା। ଏହି ସିନେମାର ସଫଳତା ସହ ସନ୍ନି ପ୍ରମାଣ କରିଛନ୍ତି ଯେ ତାଙ୍କ ପାଖରେ ଏବେ ବି ବକ୍ସ…

ଆନ୍ଧ୍ରପ୍ରଦେଶ; କାହା ପକ୍ଷରେ ଅଛନ୍ତି ଅଲ୍ଲୁ ଅର୍ଜୁନ? ପବନ କଲ୍ୟାଣଙ୍କ ରାଜନୀତିକୁ ନେଇ ବଡ଼ ବୟାନ…

ଅମରାବତୀ: ଏଥର ମଧ୍ୟ ଆନ୍ଧ୍ରପ୍ରଦେଶର ରାଜନୈତିକ ଅସ୍ଥିରତା ଭିତରେ ଫିଲ୍ମ ଷ୍ଟାରଙ୍କ ରୋଚକତା ବଢିଥିବା ଦେଖିବାକୁ ମିଳୁଛି। ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ପ୍ରବେଶ ପରେ ଆନ୍ଧ୍ରର ରାଜନୈତିକ…

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସାର୍ପ ଶୁଟର ଗିରଫ, ସାଇବର ଅପରାଧର ବି ଥିଲା ମାଷ୍ଟରମାଇଣ୍ଡ

ପାଟନା: ବିହାର ପୋଲିସକୁ ଏକ ବଡ ସଫଳତା ମିଳିଛି । ରାଜସ୍ଥାନର ମୋଷ୍ଟ ୱାଣ୍ଟେଡ୍ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସାର୍ପ ଶୁଟରକୁ ଅରରିଆ ଜିଲ୍ଲା ଯୋଗବନୀରୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ କୃଷ୍ଣ କୁମାର ଓରଫ…

ଭାରତରେ ସାଇବର ଆଟାକ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଦୈନିକ ଘଟୁଛି ୪୦୦ ରୁ ଅଧିକ ଆଟାକ୍: ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଭାରତରେ ସାଇବର ଆଟାକ୍ ମାମଲା ଗତ କିଛି ମାସ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି । ସାଇବର ସୁରକ୍ଷା ଅନୁସନ୍ଧାନକାରୀ ସଂସ୍ଥାର ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଆକଳନ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୪…

ମହିଳାଙ୍କୁ ସ୍ୱିଟି କିମ୍ବା ବେବୀ କହି ଡାକିବା କ’ଣ ଅଶ୍ଳୀଳ ଇଙ୍ଗିତ ଦେଉଛି କି? ହାଇକୋର୍ଟ ଦେଲେ ଏପରି ଟିପ୍ପଣୀ

କୋଲକାତା: ଏକ ନିଷ୍ପତ୍ତିରେ କୋଲକତା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି କି ମହିଳାଙ୍କୁ ସ୍ୱିଟି କିମ୍ବା ବେବୀ କହିବା ସର୍ବଦା ଭୁଲ୍ ହୋଇ ନ ଥାଏ । ହାଇକୋର୍ଟ କହିଛନ୍ତି କିଛି ସାମାଜିକ କ୍ଷେତ୍ରରେ ମହିଳାଙ୍କ ଲାଗି ଏହି ନାମ…

BREAKING…ତାମିଲନାଡୁରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ ୧୨ ଜଣ ଶ୍ରମିକ

ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁର ଶିବକାସୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି…

‘ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ’, ସୁପ୍ରିମ୍ କୋର୍ଟରେ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନକୁ ବିରୋଧ କଲା ED

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ସୁପ୍ରିମ୍ କୋର୍ଟଙ୍କୁ କହିଛି ଯେ ପ୍ରଚାର ଏକ ମୌଳିକ ଅଧିକାର ନୁହେଁ। ଏହାକୁ…

ମୋଦୀଙ୍କ ରୋଡ୍ ଶୋ’ ଲାଗି ଭୁବନେଶ୍ୱରର ଏହି ରାସ୍ତାରେ କାଲି ଗାଡି ଚଳାଚଳ ମନା, କମିଶନରେଟ୍ ପୋଲିସ୍ ଜାରି କଲା କଟକଣା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ଲାଗି ଟ୍ରାଫିକ୍ କଟକଣା । ଜନପଥରେ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ୍ । କାଲି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏ ଗାଡି ଚଳାଚଳ ମନା ।…