fbpx
Browsing Category

ଦେଶ

ଦିଲ୍ଲୀରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮ା୨: ଉତ୍ତର ପୂର୍ବ ଦିଲ୍ଲୀର ପୁଲିଂ ବୁଥରେ ଅଘଟଣ ଘଟିଥିବା ସୂଚନା ମିଳିଛି । ବାବରପୁରରେ ଭୋଟିଂ ଜାରି ରହିଥିବା ବେଳେ ପୁଲିଂ ବୁଥରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କର ହୃଦଘାତରେ ମୃତ୍ୟୁ…

କରୋନା: ମୃତ୍ୟୁ ସଂଖ୍ୟା ୭୧୭କୁ ବୃଦ୍ଧି

ଉହାନ, ୮ା୨: ଚୀନରେ ଦିନକୁ ଦିନ କାୟା ମେଲେଇବାରେ ଲାଗିଛି କରୋନା ଭାଇରସ । ଲୋକମାନେ ସେଠାରେ କୋକୁଆ ଭୟରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କରୋନାରେ ୭୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି…

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି, ସକାଳ ୧୦ଟା ସୁଦ୍ଧା ୪.୩୩% ମତଦାନ

ନୂଆଦିଲ୍ଲୀ, ୮ା୨: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି…

ଫେବୃୟାରୀ ୨୪ ଭିତରେ ଭାରତ ଗସ୍ତ କରିବେ ଟ୍ରମ୍ପ !

ନୂଆଦିଲ୍ଲୀ, ୭।୨: ଭାରତ ଗସ୍ତ ନେଇ ଭାରତୀୟ ରାଜଦୂତ ଗୁରୁବାର ହ୍ଵାଇଟ ହାଉସରେ  ଟ୍ରମ୍ପଙ୍କୁ ଭେଟିଛନ୍ତି । ତେବେ ଏହି ସମୟ ରେ ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କ ସହ ବିତେଇ ଥିବା ସମୟକୁ ମନେ ପକେଇ ଥିଲେ। ଭାରତ ଗସ୍ତରେ…

ନୂଆ ଡ଼େଥ୍ ୱାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ, ୭ା୨: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଗତକାଲି ଦିଲ୍ଲୀ ପଟିଆଲା କୋର୍ଟ ଯାଇଥିଲେ ତିହାର ଜେଲ କର୍ତ୍ତୃପକ୍ଷ । ପୁଣି ଥରେ ଡ଼େଥ ୱାରେଣ୍ଟ ଜାରି ପାଇଁ  ଏବଂ ଫାଶୀ ତାରିଖ ଧାର୍ଯ୍ୟ କରିବା ପାଇଁ ଜେଲ…

ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ, ୭ା୨: ରାଜ୍ୟସଭାରେ ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠିଥିବା ସୂଚନା ମିଳିଛି । ଛତିଶଗଡ଼ ପକ୍ଷରୁ ବେଆଇନ ବ୍ୟାରେଜ ପ୍ରସଙ୍ଗ ଉଠାଇଛନ୍ତି ସସ୍ମିତ ପାତ୍ର । ଆଜି ଓଡ଼ିଶା ଜଳ ପାଇଁ ସଙ୍ଘର୍ଷ କରୁଛି ବୋଲି ସସ୍ମିତ…

ନିର୍ଭୟା ମାମଲା, କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୭ା୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ପରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆଜିଥିଲା । କିନ୍ତୁ ଆଜି ପରିବର୍ତ୍ତେ ସୋମବାର ଦିନ…