
Browsing Category
ଦେଶ
ଗଣତନ୍ତ୍ର ଦିବସ ଦିନ ଇଣ୍ଡିଆ ଗେଟ୍ ଓ ଲାଲକିଲ୍ଲା ଉପରେ କାର୍ ବମ୍ ଦ୍ୱାରା ଆତଙ୍କୀ ଆକ୍ରମଣ ଆଶଙ୍କା; ଆଲର୍ଟ ଜାରି
ନୂଆଦିଲ୍ଲୀ: ଜାନୁଆରୀ ୨୬ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ହମଲାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଦିଲ୍ଲୀ ପୋଲିସ୍ ଗଣତନ୍ତ୍ର ଦିବସ…
ୟୁପି ନିର୍ବାଚନ ୨୦୨୨: ଯୋଗୀଙ୍କୁ ଟକ୍କର୍ ଦେବେ ଚନ୍ଦ୍ରଶେଖର ଆଜାଦ୍, ଗୋରଖପୁର ସଦର ଆସନରୁ କରିବେ ପ୍ରତିଦ୍ୱନ୍ଦିତା
ଗୋରଖପୁର: ଉତ୍ତରପ୍ରଦେଶ (ୟୁପି ନିର୍ବାଚନ ୨୦୨୨) ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଗୋରଖପୁର ସଦର ଆସନରୁ ଏକ ବଡ଼ ରାଜନୈତିକ ଲଢ଼େଇ ଦେଖିବାକୁ ମିଳେ । ଭୀମ ଆର୍ମିର ପ୍ରତିଷ୍ଠାତା ତଥା ଆଜାଦ ସମାଜ ପାର୍ଟିର…
ମଦ ପିଇବାକୁ ରୋକିବାରୁ ପତ୍ନୀ ଉପରେ ଏସିଡ୍ ଫୋପାଡ଼ିଦେଲା ସ୍ୱାମୀ, ଟିଫିନରେ ଆଣିଥିଲା ଏସିଡ୍
ନୂଆଦିଲ୍ଲୀ: ଲଗାତର ମଦ୍ୟପାନ କରୁଥିବାରୁ ଜଣେ ବ୍ୟକ୍ତିର ପତ୍ନୀ ତାଙ୍କୁ ରୋକୁଥିଲେ । ଏଥିରେ ଅତିଷ୍ଠ ହୋଇ ଉକ୍ତ ବ୍ୟକ୍ତି ନିଜ ପତ୍ନୀ ଉପରେ ଏସିଡ୍ ଫୋପାଡ଼ି ଦେଇଛି । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ।…
ଅରୁଣାଚଳ ପ୍ରଦେଶରେ ପଶି ୧୭ ବର୍ଷିୟ ଯୁବକଙ୍କୁ ଅପହରଣ କଲା ଚୀନ୍, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ
ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଏକ ବଡ଼ କାଣ୍ଡ କରିଛନ୍ତି । ଚୀନ୍ ଲାଗାତାର ଭାବେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଅଂଶକୁ ନିଜର ବୋଲି ଦାବି…
୨ ଡୋଜ୍ ଟିକା ନେଇଥିବା ଲୋକଙ୍କ ଠାରେ ଦେଖାଯାଏ ଓମିକ୍ରନର ଏହି ବଡ଼ ଲକ୍ଷଣ, ହୋଇଯାଆନ୍ତୁ ସତର୍କ
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ବିରୋଧରେ ଭାକସିନ୍ କୁ ବଡ଼ ଅସ୍ତ୍ର ଭାବରେ ଗ୍ରହଣ କରାଯାଇଛି । ହେଲେ କୋଭିଡ୍ ଭାକସିନ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ବର୍ତ୍ତମାନ ଟିକାର ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ମଧ୍ୟ…
ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍: ଜାଣନ୍ତୁ କେତେ ଲୋକଙ୍କ ଜୀବନ ନେଲା କରୋନା?
ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୧୭ ହଜାର ୫୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ…
କୋଭିସିଲ୍ଡ-କୋଭାକ୍ସିନକୁ ବଜାରରେ ଉପଲବ୍ଧ କରାଇବା ନେଇ ମଞ୍ଜୁରୀ ପ୍ରଦାନ କରିବାକୁ DCGIକୁ ସୁପାରିଶ କଲେ ବିଶେଷଜ୍ଞ କମିଟି
ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ବୁଧବାର ଦିନ ଆଣ୍ଟି-କୋଭିଡ ଟିକା - କୋଭିସିଲ୍ଡ-କୋଭାକ୍ସିନକୁ କିଛି ସର୍ତ୍ତ ଆଧାରରେ ନିୟମିତ ମାର୍କେଟିଂ ପାଇଁ ଅନୁମୋଦନ ପ୍ରଦାନ କରିବାକୁ…
ପଶୁଙ୍କ ପାଇଁ ଦେଶରେ ପ୍ରଥମ କୋଭିଡ୍ ଭାକସିନ୍ ପ୍ରସ୍ତୁତ, ୨୩ଟି କୁକୁରଙ୍କ ଠାରେ ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: କରୋନା ମହାମାରୀ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ମାନଙ୍କ ଠାରେ ମଧ୍ୟ ବ୍ୟାପୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପାଇଁ ଟିକାକରଣକୁ ଜୋରଦାର୍ କରାଯାଉଛି । ଫଳରେ ଲୋକମାନଙ୍କ ଠାରେ…
୩ହଜାର ଫୁଟ ଉଚ୍ଚରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଲା ଦୁଇ ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଲେ ୪୨୬ ଯାତ୍ରୀ
ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନ ୬ଇ-୨୪୬ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏଥିରେ ୨୩୮ ଯାତ୍ରୀଙ୍କ ସହ ୬ଜଣ କ୍ରିୟୁ ମେମ୍ବର ଥିଲେ । ମିଳିଥିବା ସୂଚନାନୁଯାୟୀ, ଘଟଣାଟି ଗତ…
ବିହାରରେ ଓଲଟିଲା ଡଙ୍ଗା: ୨୪ ନିଖୋଜ, ଜଣଙ୍କ ମୃତ ଦେହ ଉଦ୍ଧାର
ନୂଆଦିଲ୍ଲୀ: ଡଙ୍ଗା ଓଲଟି ୨୪ ଜଣ ନିଖୋଜ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭଗବାନପୁର ଗ୍ରାମରେ। ଚାଷ କରିବା ପାଇଁ ନଦୀପାର ହୋଇ ଚାଷୀମାନେ ଡଙ୍ଗାରେ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ନଦୀକୁ ଓଲଟି…