Browsing Category

ଦେଶ

ପାକିସ୍ତାନକୁ ଅଡ଼ୁଆରେ ପକାଇବେ ଏହି ଦୁଇ ଖେଳାଳି; ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ରବିବାର ଆୟୋଜିତ ହେବାକୁ ଯାଉଥିବା ୨୦୨୧ ଟି ୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ନିଜର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାକୁ ଯାଉଛି ଭାରତ । ମ୍ୟାଚ ର ଗୋଟିଏ ଦିନ ପୂର୍ବରୁ ଦୁଇ ଭାରତୀୟ…

କାଶ୍ମୀରି ପଣ୍ଡିତଙ୍କ ଫେରିବା ପାଇଁ ଏହା ସଠିକ୍ ସମୟ ନୁହେଁ; ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି । କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବା ସହିତ ବିଜେପି ଧର୍ମ ଆଧାରରେ…

PhonePeରେ ମୋବାଇଲ ରିଚାର୍ଜ କରୁଛନ୍ତି କି? ଦେବାକୁ ପଡ଼ିବ ପ୍ରୋସେସିଂ ଚାର୍ଜ, ଜାଣନ୍ତୁ କେତେ?

ଲୋକପ୍ରିୟ ଡିଜିଟାଲ ଆପ୍ PhonePe ଏହାର କିଛି ନିୟମରେ କରିଛି ପରିବର୍ତ୍ତନ । ଯଦି ଆପଣ ମଧ୍ୟ PhonePe ଦ୍ୱାରା ମୋବାଇଲ ରିଚାର୍ଜ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ନିରାଶ କରିପାରେ । ଅନଲାଇନ ପେମେଣ୍ଟ ଆପ୍ PhonePe…

ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କ ଆଉ ତିନି ସାଥୀ ଗିରଫ, ଘଟଣା ଦିନ ଥିଲେ ସାଙ୍ଗରେ

ଲକ୍ଷ୍ମୀପୁର ଖେରୀ : ଲକ୍ଷ୍ମୀପୁର ଖେରୀ ହିଂସାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ତିନି ଅଭିଯୁକ୍ତ କୃଷକଙ୍କ ଉପରେ ଚଢାଯାଇଥିବା ଥର ଗାଡିର ପଛେ ପଛେ…

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ : କଠୋରପନ୍ଥୀଙ୍କ ବିରୋଧରେ ଏକଜୁଟ ହେଲେ ଇସ୍କନ ଶ୍ରଦ୍ଧାଳୁ, ଦୁନିଆର ୭୦୦ ମନ୍ଦିରରେ କଲେ ପ୍ରଦର୍ଶନ

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହମଲା ବଢିବାରେ ଲାଗିଛି । ଇସ୍କନ ମନ୍ଦିରରେ କଠୋରପନ୍ଥୀମାନେ ଭଙ୍ଗାରୁଜା କରିଛନ୍ତି । ଏହା ବିରୋଧରେ ଏବେ ଏକଜୁଟ୍ ହୋଇଛନ୍ତି ସଂସ୍ଥା ସହ ଜଡିତ ଶ୍ରଦ୍ଧାଳୁ । ଶନିବାର…

ଏବେ ନିଆଁ ହେବ ମହଙ୍ଗା: ୧୪ ବର୍ଷ ପରେ ବଢିବାକୁ ଯାଉଛି ଦିଆସିଲି ଦାମ, ଡିସେମ୍ବର ୧ରୁ ଲାଗୁ ହେବ ନୂତନ ଦର

ନୂଆଦିଲ୍ଲୀ : ଦେଶରେ ବେଲଗାମ ତୈଳ ଦର । ତା ଉପରେ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଆଉ ଚାରି ଆଡୁ ମହଙ୍ଗା ମାଡରେ ବେହାଲ ଜନତା । ଗ୍ୟାସଠୁ ନେଇ ଖାଇବା ତେଲ ସବୁର ଦାର ଏବେ ଆକାଶଛୁଆଁ ରହିଛି । ଏବେ ଆଉ…

ଏହା ପ୍ରଡକ୍ସନ ହାଉସ୍ ନୁହେଁ…ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କୁ ତାଗିଦ୍ କଲେ ଏନସିବି ଅଧିକାରୀ

ମୁମ୍ବାଇ : ଡ୍ରଗ୍ସ କେସ୍ ମାମଲାରେ ଆର୍ୟନ ଖାନଙ୍କ ପରେ ଏବେ ଫସିଛନ୍ତି ନବାଗତା ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅନନ୍ୟାଙ୍କୁ ମାରାଥନ ଜେରା କରୁଛନ୍ତି । ଏହି କ୍ରମରେ…

ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକରେ ବନ୍ଦ ରହିବ ରେଳସେବା: ଟିକେଟ୍ ବୁକିଂ ସହିତ ହେବନାହିଁ ଅନ୍ୟ ଜରୁରୀ କାମ, ଜାଣନ୍ତୁ କେବେ?

ନୂଆଦିଲ୍ଲୀ: ପାର୍ବଣ ଋତୁରେ ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଦୀପାବଳୀକୁ ନେଇ ଲକ୍ଷାଧିକ ଲୋକେ ଯାତ୍ରା କରିବେ । ଯଦି ଆପଣ ରେଳ ସହ ଜଡ଼ିତ କିଛି ଅପଡେଟ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଜରୁରୀ…

ଯୁବକ ଅର୍ଡର କରିଥିଲେ iPhone, ମାତ୍ର ବାକ୍ସ ଭିତରୁ ବାହାରିଲା ଭିମ୍ ବାର ଓ ୫ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଆଜିକାଲି ଇ-କମର୍ସ ୱେବସାଇଟରୁ କୌଣସି ଜିନିଷ ଅର୍ଡର କଲେ ଭୁଲ ସାମଗ୍ରୀ ଘରେ ପହଞ୍ଚୁଥିବା ଏକ ସାମାନ୍ୟ କଥା ହୋଇଗଲାଣି । ତେବେ କେରଳରେ ଜଣେ ଯୁବକଙ୍କ ସହିତ ଏପରି ଏକ ଅଜବ ଘଟଣା ଘଟିଛି । ଯୁବକ ଜଣଙ୍କ…

କୋଭିଡ ଯୋଗୁଁ ଭାରତରେ ୨ ବର୍ଷ କମିବ ଆୟୁଷ: ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଜୀବନଶୈଳୀ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ ଯୋଗୁଁ ଭାରତରେ ଅତି କମରେ ୨ ବର୍ଷ ଆୟୁଷ ହ୍ରାସ ପାଇବ । ମୁମ୍ବାଇ ଡେଓନାର…