Browsing Category

ଦେଶ

କ୍ୟାପଟେନ ଅମରିନ୍ଦରଙ୍କର ପାକିସ୍ତାନୀ ମହିଳାଙ୍କ ସହିତ ଲିଙ୍କ୍‌; ତଦନ୍ତ କରିବାକୁ ପଞ୍ଜାବ ସରକାରଙ୍କ ଇସାରା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହିତ ସମ୍ପର୍କ ଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…

ହଜ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ୍, ଏମିତି କରିପାରିବେ ଅନ୍‌ଲାଇନ୍ ଆବେଦନ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହଜ୍‌ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଯେଉଁ ବ୍ୟକ୍ତି ଦୁଇଡୋଜ କରୋନା ଟିକା ନେଇଥିବେ ସେମାନେ ଏଥିାଇଁ ଆବେଦନ କରିପାରିବେ । ଏହା ସହିତ ଯାତ୍ରୀ ଚୟନ ପାଇଁ ଉଭୟ…

ଆଜିଠୁ ୩ ଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଧାରା ରଦ୍ଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ସେଠାକୁ ଯିବେ । ଆଜିଠୁ ଅମିତ ଶାହ ତିନିଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯାଉଥିବାବେଳେ…

ଏହି ତାରିଖରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ; ଜାଣନ୍ତୁ କ’ଣ ରହିଛି ପ୍ରସ୍ତୁତି…

ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ୨୦ଟି କାର୍ଯ୍ୟ ଦିବସ ରହିବ । ଖ୍ରୀଷ୍ଟମାସ ଅର୍ଥାତ ଡିସେମ୍ବର ୨୫…

ବିମୁଦ୍ରୀକରଣ ବିଷୟରେ ଜାଣିନଥିଲେ ବୃଦ୍ଧ; ପୁରୁଣା ନୋଟର ଜମା ପୁଞ୍ଜିକୁ ବଦଳାଇବାକୁ ମାଗୁଛନ୍ତି ସାହାଯ୍ୟ

୨୦୧୬ ରେ ଭାରତ ସରକାର ବିମୁଦ୍ରୀକରଣ ନିଷ୍ପତ୍ତି ନେଇଥିଲେ ଏବଂ ଜାରି କରାଯାଇଥିଲା ନୂଆ ନୋଟ୍ । ଏହା ସହ ପୁରୁଣା ନୋଟକୁ ବ୍ୟାଙ୍କଙ୍କୁ ଫେରାଇବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ମାତ୍ର ଏହାକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟକର…

୪ ଘଣ୍ଟାର ଜେରା ପରେ ବାହାରିଲେ ଅନନ୍ୟା ପାଣ୍ଡେ: ସୋମବାର ପୁଣି ସମନ୍

ମୁମ୍ବାଇ: ଆର୍ଯ୍ୟନ ଖାନଙ୍କ ସହ ଅନନ୍ୟା ପାଣ୍ଡେଙ୍କ ଚାଟ ସାମ୍ନାକୁ ଆସିବା ପରେ ଏନସିବି ଅନ୍ୟନ୍ୟା ପାଣ୍ଡେଙ୍କୁ ପଚରାଉଚରା କରିଛି । ପ୍ରଥମ ଦିନ ଅନନ୍ୟାଙ୍କୁ ପଚରାଉଚରା କରିବା ପରେ ଆଜି ଶୁକ୍ରବାର ଅନନ୍ୟାଙ୍କୁ…

ଭାରତରୁ ବ୍ରିଟେନ ପହଞ୍ଚିଲା ବିଷାକ୍ତ ସାପ; ଏମିତି ଲୁଚି ଛପି କରିଥିଲା ଯାତ୍ରା

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ଆପଣ ମଣିଷଙ୍କୁ ଅନେକ ସମୟରେ ଲୁଚି ଛପି ଯାତ୍ରା କରୁଥବାର ଜାଣିଥିବେ । ଅନେକ ସମୟରେ ଏଭଳି ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଲୋକମାନେ ଅନେକ ପ୍ରକାର ଅଭିନବ ଉପାୟ ଆପଣେଇ ଯାତ୍ରା କରିଥାନ୍ତି…

ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ ଦାସ କହିଲେ- କଂଗ୍ରେସ ଆଉ ଆରଜେଡି ସହ ନାହିଁ

ପାଟନା : ବିହାରରେ ବିରୋଧୀ ଦଳଙ୍କ ମହାମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଗତ ଅନେକ ଦିନରୁ ଧରି ଜାରି ଟଣାଓଟରା ପରେ ଶୁକ୍ରବାର କଂଗ୍ରେସ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଏବେ…

ମୁମ୍ବାଇର ୬୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ପ୍ରାଣ ବିକଳରେ ଛାତରୁ ଡେଇଁ ଜଣଙ୍କ ମୃତ୍ୟୁ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ୬୦ ମହଲା କୋଠାରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କର୍ରି ରୋଡ୍ ସ୍ଥିତ ଅଭିଘ୍ନ ପାର୍କ କୋଠାରେ ଏହି ଭୟଙ୍କର ନିଆଁ ଲାଗିଛି । ଦମକଳ ବାହିନୀ ଘଟଣାସ୍ଥଳରେ…

ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ବଢିଲା ଅଡୁଆ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଢିଲା ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ଅଡୁଆ । ପୂର୍ବତନ ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏକ ମାମଲାରେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଏଥିସହ ସମ୍ବେଦନଶୀଳ ଭିଡିଓ ଅପଲୋଡିଂ ମାମଲାରେ ଉତ୍ତର…