Browsing Category
ଦେଶ
କରୋନା ମେଡିସିନ୍ ନାମରେ ବିଷ ବଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ, ପରିବାରର ତିନିଜଣଙ୍କ ମୃତ୍ୟୁ
ଚେନ୍ନାଇ: ଗୋଟିଏ ପରିବାରକୁ ମେଡିସିନ୍ ନାମରେ ବିଷ ବଟିକା ଦିଆଯାଇଥିଲା । ଯାହା ଫଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଇରୋଡରେ । ତେବେ ପୁଲିସ୍ ଏହି ମାମଲାରେ ଦୁଇ…
ଆଦିବାସୀ ଓ ଦଳିତଙ୍କ ପାଇଁ ବଢ଼ୁଛି ଜନସଂଖ୍ୟା, ସପା ବିଧାୟକଙ୍କ ବିବାଦୀୟ ବୟାନ୍
ନୂଆଦିଲ୍ଲୀ: କରୋନା ସମୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ୍ ଦେଇ ଫସିଛନ୍ତି ଜଣେ ସମାଜବାଦୀ ପାର୍ଟି ବିଧାୟକ । ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଧାୟକ…
ରିଅଲ ଲାଇଫର ବଜରଙ୍ଗୀ ଭାଇଜାନ୍: ପ୍ରେମ ପାଇଁ ବର୍ଡର ଅତିକ୍ରମ
କୋଲକାତା (ଓଡ଼ିଶା ଭାସ୍କର) : ପ୍ରେମ ଏପରି ଏକ ଜିନିଷ ଯାହା ପାଇଁ ମଣିଷ ସର୍ବଦା କିଛି ନା କିଛି ଅସମ୍ଭବ ଜିନିଷ କରିବାକୁ ପ୍ରୟାସ କରିଥାଏ । ଠିକ୍ ବଲିଉଡ୍ ଫିଲ୍ମର କାହାଣୀ ପରି ଜଣେ ଯୁବକ ଏମିତି କିଛି ଅବିଶ୍ୱସନୀୟ…
ଟ୍ଵିଟରର ଦୁଃସାହସ: ଭାରତର ମାନଚ୍ଚିତ୍ରକୁ କଲା ବିକୃତ, ଜମ୍ମୁ-କଶ୍ମୀର ଓ ଲଦାଖକୁ ଦର୍ଶାଇଲା ଅଲଗା ଦେଶ
ନୂଆଦିଲ୍ଲୀ : ସରକାରଙ୍କ ସହ ଜାରି ବିବାଦ ମଧ୍ୟରେ ଟ୍ଵିଟର ପୁଣି ଥରେ ଏକ ମସ୍ତବଡ଼ ଭୁଲ୍ କରି ଦେଇଛି, ଯାହାର ପରିଣାମ ଦୁନିଆର ଏହି ବଡ଼ ସାମାଜିକ ଗଣମାଧ୍ୟମ କମ୍ପାନୀକୁ ଭୋଗିବାକୁ ପଡ଼ିପାରେ। ଟ୍ଵିଟର ଭାରତର…
ନାବାଳିକା ସହ ଯୁବତୀଙ୍କ ଯୌନ କେଳେଙ୍କାରୀ, ହାତକଡ଼ି ପଡ଼ିଲା…
ଓଡ଼ିଶା ଭାସ୍କର ବ୍ୟୁରୋ: ଗାଁ ଝିଅ, ଭଲ କଥା କହୁଛି। ପିଲାମାନଙ୍କୁ ସିଲାଇ ଶିଖାଇ ଦେବ କହୁଛି। ଏ ତ ବଢ଼ିଆ କଥା। ହାତ ବୁଣାବୁଣି ଆଉ ସିଲାଇ ଶିଖିଲେ ଭବିଷ୍ୟତରେ ଭଲ। ଏମିତି ଭାବି ବସିଲେ ନାବାଳିକାର ମା’ ବାବା। ତେଣୁ…
ପୁଣି ବିବାଦରେ ଟ୍ୱିଟର୍: ଜମ୍ମୁ-କାଶ୍ମୀର, ଲଦାଖକୁ ଭାରତ ମାନଚିତ୍ରରେ ଦେଲାନି ସ୍ଥାନ, ଦର୍ଶାଇଲା ଅଲଗା ଦେଶ
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ପୁଣି ଥରେ ବିବାଦରେ ଫସିଛି ସୋସିଆଲ୍ ମିଡ଼ିଆ ନେଟ୍ୱାର୍କିଂ ସାଇଟ୍ ଟ୍ୱିଟର । ପୂର୍ବରୁ ନୂଆ ଡିଜିଟାଲ ଆଇନ୍କୁ ନେଇ ବିବାଦ ଘେରରେ ଥିବା ଟ୍ୱିଟର୍ ଏବେ ଭାରତର ଜମ୍ମୁ-କାଶ୍ମୀର…
ଦୁନିଆର ସବୁଠାରୁ ଅଧିକ ଟିକା ଲଗାଇଥିବା ଦେଶ ହେଲା ଭାରତ, ପଛରେ ପଡ଼ିଲା ଆମେରିକା-ବ୍ରିଟେନ୍
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଭୁତାଣୁ ଭୟଙ୍କର ରୂପ ନେଇଛି । ତେଣୁ ଏହା ଉପରେ କାବୁ ପାଇବାକୁ ଦେଶରେ ଟିକାକରଣକୁ ଜୋରଦାର୍ କରାଯାଇଛି । ଲୋକାମାନେ ମଧ୍ୟ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ତେବେ ଏଥିମଧ୍ୟରେ…
ଦେଶରେ ଏକ ହଜାର ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ରାଜଧାନୀରେ ଅନଲକ୍-୫ ପ୍ରକ୍ରିୟା ଜାରି: ଆଜିଠାରୁ ଖୋଲିଲା ଜିମ୍, ଯୋଗକେନ୍ଦ୍ର ଓ ବିବାହ ହଲ୍
ନୂଆଦିଲ୍ଲୀ: କୋଭିଡ ମହାମାରୀର ଦ୍ଵିତୀୟ ଲହର ପରେ ତୃତୀୟ ଲହରର ଭୟ ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର । ଧୀରେ ଧୀରେ ବିଭିନ୍ନ କଟକଣାକୁ କୋହଳ କରାଯାଉଛି । କୋଭିଡ୍ ମାମଲା କ୍ରମଶଃ ହ୍ରାସ…
ଚୀନ ସୀମାକୁ ସଂଯୋଗ କରୁଥିବା ଚାରିଟି ସେତୁକୁ ଆଜି ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଲଦାଖକୁ ତିନି ଦିନିଆ ଗସ୍ତରେ ଯାଇଥିଲେ । ଗତକାଲି ସେଠାରେ ପହଞ୍ଚି ଜମ୍ମୁ-କଶ୍ମୀରରେ ହୋଇଥିବା ବିସ୍ଫୋରଣ ଏବଂ ଚୀନର ଗତିବିଧି ସମ୍ପର୍କରେ ଆଳେଶଚନା କରିଥିଲେ ।…