Browsing Category
ଦେଶ
ଦେଶରେ ଆଜି ସର୍ବାଧିକ ୬୧୪୮ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି…
ଭାରତ ବାୟୋଟେକ୍ କ୍ୟାମ୍ପସକୁ ସୁରକ୍ଷା ଦେବ ସିଆଇଏସ୍ଏଫର ସଶସ୍ତ୍ର ଯବାନ, ୧୪ ଜୁନ୍ରୁ ମତୟନ ହେବେ…
ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କ୍ୟାମ୍ପସକୁ ସୁରକ୍ଷା ଯୋଗାଇବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍ଏଫ୍) । ଶମିରପେଟ ସ୍ଥିତ ନୋମ ଉପତ୍ୟକାରେ ଥିବା କମ୍ପାନୀର…
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର ଭାବେ ନିଯୁକ୍ତ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ଜୁନ୍ ୮ ତାରିଖରେ ‘ଦି…
ପୁଣି ବାବା ରାମଦେବଙ୍କୁ ଝଟକା: ଭୁଟାନ ପରେ ଏବେ ନେପାଳରେ ବନ୍ଦ ହେଲା ପତଞ୍ଜଳିର କରୋନିଲ କିଟ ବିତରଣ
ନୂଆଦିଲ୍ଲୀ: ଭୂଟାନ ପରେ ଏବେ ନେପାଳ ମଧ୍ୟ ପତଞ୍ଜଳିକୁ ଦେଇଛି ଝଟକା । ନେପାଳର ଆୟୁର୍ବେଦ ଏବଂ ବିକଳ୍ପ ଔଷଧ ବିଭାଗ କରୋନିଲ୍ କିଟ ବିକ୍ରିକୁ ବାରଣ କରିଛି । ଯୋଗ ଗୁରୁ ବାବା ରାମଦେବଙ୍କ ଦ୍ୱାରା ଏହାକୁ ଉପହାର ଭାବରେ…
କରୋନାର ଡେଲଟା ଷ୍ଟ୍ରେନ୍ ସୃଷ୍ଟି କରୁଛି ବଧିରତା ଏବଂ ଗ୍ୟାଙ୍ଗ୍ରେନ୍ ଭଳି ଅସୁବିଧା
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ ଏହାର ଭୟାବହତା ସୃଷ୍ଟି କରିଛି। ଏହି ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। କେବଳ ସେତିକି ନୁହେଁ ଏଥିରୁ ସୁସ୍ଥ ହେଉଥିବା ରୋଗୀଙ୍କ କ୍ଷେତ୍ରରେ ପାର୍ଶ୍ୱ…
‘ମୁଁ ଇଣ୍ଡଷ୍ଟ୍ରି ବାହାର ଯୁବକଙ୍କୁ ଚାହୁଛି’… ଏମିତି କହିଲେ ଆଲିଆ!
ମୁମ୍ବାଇ: ହେଲୋ... ହାଏ... ମୁଁ ଆଲିଆ... ଆପଣ ମୋ ସହ ଦେଖା କରିବାକୁ ଚାହୁଛନ୍ତିକି? ତାହାଲେ ମେତେ ମେସେଜ୍ କରିପାରିବେ ଟେଲିଗ୍ରାମରେ... କିନ୍ତୁ ମୁଁ ଯଦି ଭେଟିବି ତାହାଲେ ଇଣ୍ଡଷ୍ଟ୍ରି ବାହାର ଯୁବକଙ୍କୁ ଭେଟିବି ।…
ଆର୍ଥିକ ସଙ୍କଟରେ ପଡ଼ି ‘ହନୁମାନ’ ବିକିଲେ ୨୨ ଲକ୍ଷର ବାଇକ୍
ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭାଇରସ ବ୍ୟାପିଛି । ଏହି ମହାମାରୀ ଲୋକଙ୍କୁ ନାହିଁ ନଥିବା ଦୁଃଖ ଦେଇଛି । ଲକଡାଉନ୍ ଯୋଗୁଁ ଲୋକଙ୍କର ଚାକିରି ଚାଲିଗଲା, ଯେଉଁ କାରଣରୁ ଅନେକ ରୋଜଗାର ହରାଇଛନ୍ତି । କୌଣସି ବି…
ହେଲମେଟ୍ କିଣୁଛନ୍ତି କି? ସାବଧାନ… ବିନା ISI ମାର୍କରେ ବଢ଼ିବ ଅଡୁଆ
ନୂଆଦିଲ୍ଲୀ: ଏଣିକି ହେଲମେଟ୍ କିଣିବାବେଳେ ସତର୍କ ହୁଅନ୍ତୁ । ଦେଶରେ ବିନା ଆଇଏସଆଇ ମାର୍କ ଥିବା ହେଲମେଟ୍ ଉପରେ ବିକ୍ରୟ ଓ କ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ଏହି ନୂଆ ନିୟମ ଜୁନ୍ ପହିଲାରୁ ଲାଗୁ…
ପ୍ରେମରେ ରହିଛି ୫ଟି ବିଶେଷ କାରଣ… ଜାଣନ୍ତୁ କ’ଣ ଖୋଜା ଚାଲିଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ପ୍ରେମ ହେଉଛି ଶାଶ୍ୱତ, ନିରନ୍ତର, ଚିରନ୍ତନ । ଆଉ ଏହି ପ୍ରେମ ଅଟେ ଅମର । ସାଧାରଣତଃ ଦୁଇଟି ମନ ସହ ଦୁଇଟି ଆତ୍ମାର ମିଳନ ହେଉଛି ପ୍ରେମ । ପ୍ରେମ ବିନା ବଞ୍ଚିବା ମୁସ୍କିଲ । କାରଣ…
୭୨ ଘଣ୍ଟା ଅପେକ୍ଷା କଲେ ୫୦ ଯୁବକ! ହେଲେ ହୋଟେଲରୁ ଆସିଲେନି ସୁନ୍ଦରୀ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଗଳ ଭଳି ଭଲ ପାଆନ୍ତି । ମନେମନେ ଖୁବ୍ ଆଶା ରଖନ୍ତି । ଆଉ ଭେଟ ହେବାର ସୁଯୋଗ ଖୋଜିବା ବେଳେ ସୁନ୍ଦରୀ ଯଦି କଥା ଦିଅନ୍ତି... କିଏ ବା ଅପେକ୍ଷା ନକରିବ! ଠିକ୍ ସେମିତି ନିଜ ପସନ୍ଦର ପ୍ରିୟ…