Browsing Category

ଦେଶ

ଆଇସୋଲେସନ ୱାର୍ଡରେ ଭର୍ତ୍ତି ମହିଳାଙ୍କୁ ଯୌନ ନିର୍ଯାତନା, ସ୍ୱାସ୍ଥ୍ୟକର୍ମୀ ଗିରଫ

ବିହାର,୧୩ ।୪: ବିହାର ଗୟା ଜିଲ୍ଲାର ମଗଧ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭୀଯୋଗରେ ସ୍ୱାସ୍ଥ୍ୟକର୍ମୀକୁ ଗିରଫ କରାଯାଇଛି । ପୋଲିସର କହିବା ମୁତାବକ,…

ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୪: ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ…

ପରଲୋକରେ ଲେପ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତ

ନୂଆଦିଲ୍ଲୀ, ୧୩ା୪: ଲେପ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ତାଙ୍କର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମାସେ ହେବ…

କରୋନା ଭାଇରସ୍: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦୮କୁ ବୃଦ୍ଧି

ନୂଆଦିଲ୍ଲୀ, ୧୩ା୪: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୫ଜଣଙ୍କର ମୃତ୍ୟୁ ହୋଇଛି । ୯୧୫୨ ଆକ୍ରାନ୍ତଙ୍କ ମଧ୍ୟରୁ…

ଜେଲ ଗଲେ ୧୭ ଜମାତି

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର): ଜେଲ ଗଲେ ୧୭ ଜମାତି । ଦିଲ୍ଲୀ ତବଲିଗିଜମାତର ୧୭ ଜଣଙ୍କୁ ଜେଲ ପଠାଯାଇଛି । ଭିସା ଓ ପାସପୋର୍ଟ ନିୟମ ଉଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

କରୋନା ମୃତ୍ୟୁ ହାରରେ ଚୀନ ଓ ଆମେରିକା କୁ ଟପିଲା ଭାରତ ।

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର): ଭାରତରେ କରୋନାରେ ମୃତ୍ୟୁ ବରର କରୁଥିବା ଲୋକଙ୍କ ସଂଖ୍ୟା ଚୀନ ,ଫ୍ରନ୍ସ ଓ ଆମେରିକା ଠୁ ଅଧିକ । ଦେଶରେ ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଛୁଇଁଥିଲା ସେତେବେଳେ ମୃତ୍ୟୁ…

ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବହୁତ ବ୍ୟବହାର, ସାଇବର କ୍ରାଇମ ରୋକିବାକୁ ନଜର ରଖିଛନ୍ତି ସରକାର

ନୂଆଦିଲ୍ଲୀ, ୧୨ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବ୍ୟବହାର ବହୁତ…