Browsing Category
ଦେଶ
ମଧ୍ୟ ପ୍ରଦେଶରେ ୩ ହଜାର ଡାକ୍ତରଙ୍କ ସମୂହ ଇସ୍ତଫା: ଡାକ୍ତର କହିଲେ “ସରକାରଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଆମ…
ଭୋପାଲ (ଓଡ଼ିଶା ଭାସ୍କର) : ମଧ୍ୟ ପ୍ରଦେଶରେ ନିଯୁକ୍ତ ହୋଇଥିବା ୩ ହଜାର ଜୁନିୟର ଡାକ୍ତରଙ୍କ ଇସ୍ତଫା । ଏମାନଙ୍କ ମଧ୍ୟରୁ ଶ୍ୟାମଶାହ ମେଡିକାଲ କଲେଜରୁ ୧୭୮ ଜୁନିୟର ଡାକ୍ତର ଥିବା ଜଣାପଡିଛି । ଫଳରେ ରେୱାରେ…
ଆଜି ଦେଶରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ, ସରକାରୀ କାର୍ଯ୍ୟଳୟ ଗୁଡ଼ିକରେ ଅର୍ଦ୍ଧନମିତ ରହିବ ରାଷ୍ଟ୍ରୀୟ ପତାକା
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ମରିସସ୍ର ପୂର୍ବତନ ରାଷ୍ଟ୍ରତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ଅନେରୁଦ୍ ଜଗନ୍ନାଥଙ୍କ ପରଲୋକ ଘଟିଛି । ତେଣୁ ଶନିବାର ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ…
ଜୀବଜନ୍ତୁ ବି ବାଦ୍ ପଡିଲେନି, ମାଇ ସିଂହର ମୃତ୍ୟୁ ପରେ ଚିଡିଆଖାନାରେ ୯ ସିଂହ କରୋନା ପଜିଟିଭ୍
ଚେନ୍ନାଇ : ମଣିଷଙ୍କ ପରେ ଏବେ ମହାମାରୀର ପ୍ରକୋପ ଜୀବଜନ୍ତୁଙ୍କଠାରେ ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏକ ଚିଡିଆଖାନାରେ ସିଂହ କରୋନା ସଂକ୍ରମିତ ହେବା ଖବର ପରେ ଏବେ ଚେନ୍ନାଇରେ ମଧ୍ୟ ସିଂହ କୋଭିଡ୍-୧୯ ସଂକ୍ରମଣ…
ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭିି ତିଆରି ଅନୁମତି
ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭି ତିଆରି ଅନୁମତି । ଋଷିଆ ପ୍ରସ୍ତୁତ ସ୍ଫୁଟନିକ-ଭି ଟିକା ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ପରୀକ୍ଷାମୂଳକ ଭାବେ ଟିକା ତିଆରି ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ…
ମରିସସ୍ ର ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା
ନୂଆଦିଲ୍ଲୀ: ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଭାରତ ସରକାର ଆସନ୍ତା କାଲି ଶନିବାର ଦିନ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସମ୍ପର୍କରେ…
ସମସ୍ତ ହସ୍ପିଟାଲକୁ ନୀତିନ ଗଡକରୀଙ୍କ ଉପଦେଶ, ଅକ୍ସିଜେନ୍ ଯୋଗାଣ ନେଇ ଆତ୍ମ ନିର୍ଭରଶୀଳ ହୁଅନ୍ତୁ
ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଥମିବାର ନାଁ ଧରୁନାହିଁ। ପ୍ରଥମ ଲହର ପରେ କରୋନାର ଦ୍ଵିତୀୟ ଲହରରେ ଅନେକ ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଛି। ଆଶ୍ଵସ୍ତିକର କଥା ଗତ କିଛି ଦିନରେ କରୋନା ମହାମାରୀ…
ଦେଶରେ ୨୦୨୫ ସୁଦ୍ଧା ୯୦ କୋଟି ଇଣ୍ଟରନେଟ ବ୍ୟବହାରକାରୀ
ନୂଆଦିଲ୍ଲୀ: ଆଜି କାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ସମସ୍ତେ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରୁଛନ୍ତି । ମନୋରଞ୍ଜନଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ଭଳି କାର୍ଯ୍ୟରେ ଏହାର ବ୍ୟବହାର…
ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର…
ବଜାରକୁ ଆସିଲା ମର୍ସିଡିଜ୍-ବେଞ୍ଜର AMG GLA-35 କାର୍, ଜାଣନ୍ତୁ ଏହାର ବଜାର ମୂଲ୍ୟ କେତେ ?
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବଜାରକୁ ଆସିଲା ମର୍ସିଡିଜ୍-ବେଞ୍ଜର ନୂଆ ମଡେଲ କାର୍ । ଏହି ମଡେଲର ନାମ ରହିଛି ମର୍ସିଡିଜ୍-ବେଞ୍ଜ ଏଏମ୍ଜି ଜିଏଲ୍ଏ-୩୫ । ଏହାର ବଜାର ମୂଲ୍ୟ ଏବେ ୫୭ ଲକ୍ଷ ୩୦ ହଜାର…
ରାଜସ୍ଥାନରେ ବଢ଼ିଲା ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ ଆର୍ମି ହସ୍ପିଟାଲରେ ମଧ୍ୟ ଇଞ୍ଜେକସନ ଅଭାବ
ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ କିଛି ମାତ୍ରାରେ ସୁଧାର ଆସିଥିଲେ ମଧ୍ୟ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ରାଜସ୍ଥାନରେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଇଞ୍ଜେକସନର ଅଭାବ…