Browsing Category

ଦେଶ

୪ ଘଣ୍ଟା ବରଫରେ ଚାଲି ଗର୍ଭବତୀଙ୍କୁ ମେଡିକାଲରେ ପହଞ୍ଚାଇଲେ ଯବାନ, ମୋଦୀଙ୍କ ସଲାମ୍

ନୂଆଦିଲ୍ଲୀ,୧୫ ।୧: ଭାରତୀୟ ସେନା ଆଜି ୭୨ତମ ସେନା ଦିବସ ପାଳନ କରୁଛି । ସେନା ଦିବସର ଏହି ଅବସରରେ ସମସ୍ତ ଦେଶବାସୀ ସୁରକ୍ଷାରେ ଥିବା ଯବାନଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି । ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏପରି…

ନିର୍ଭୟା ମାମଲା, ଜାନୁଆରୀ ୨୨ରେ ଦିଆଯାଇ ନ ପାରେ ଫାଶୀ!

ନୂଆଦିଲ୍ଲୀ, ୧୫ା୧: ନିର୍ଭୟା ଦୋଷୀଙ୍କୁ ଫାଶୀରେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୨୨ରେ ଫାଶୀ ଦିଆଯାଇ ନପାରେ । କ୍ଷମା ଆବେଦନ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ଦିନ ମିଳିବ । ଏନେଇ ଏଏସଜି ଓ ଦିଲ୍ଲୀ…

୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି : ନରୱାଣେ

ନୂଆଦିଲ୍ଲୀ, ୧୫ା୧: ସ୍ଥଳସେନା ପ୍ରତିଷ୍ଠା ଦିବସ ଅବସରରେ ସେନା ମୁଖ୍ୟ ନରୱାଣେ ଏକ ବଡ଼ ବୟାନ ଦେଇଛନ୍ତି । ସେ ଉଦବୋଧନ ଦେଇ କହିଛନ୍ତି ଆତଙ୍କବାଦୀଙ୍କ ବିରୋଧରେ ଆମର ଜିରୋ ଟଲରେନ୍ସ ନୀତି ରହିଛି । ସେନାରେ ଅତ୍ୟାଧୁନିକ…

ନୂଆଦିଲ୍ଲୀ ଆସନରୁ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ, ୧୪ା୧: ଆସନ୍ତା ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଢ଼ିବେ ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମଙ୍ଗଳବାର ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା…

ଅଷ୍ଟ୍ରେଲିଆ ଆଗରେ ୨୫୬ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନୂଆଦିଲ୍ଲୀ, ୧୪ା୧: ଭାରତ- ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ରଖିଛି ୨୫୬ ରନ । ଭାରତ ୪୯.୧ ଓଭରରେ ୨୫୫ରନରେ ଅଲଆଉଟ ହୋଇଛି । ଶିଖର ଧୱନ ୭୪ରନ କରିଥିବା…

ବ୍ୟାଟିଂ କରିବ ଭାରତ

ମୁମ୍ବାଇ, ୧୪ା୧: ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ହିମସ୍ଖଳନ ଯୋଗୁଁ ୩ଯବାନ ସହିଦ

ଜାମ୍ମୁକାଶ୍ମୀର, ୧୪ା୧: ଜାମ୍ମୁ ଓ କାଶ୍ମୀରରେ ଗତ ୪୮ଘଣ୍ଟା ଧରି ବରଫପାତ ଜାରି ରହିଛି । ଏନେଇ ଉତ୍ତର କାଶ୍ମୀରରେ ବିଭିନ୍ନ ସ୍ଥାନରେ ହିମସ୍ଖଳନ ହୋଇଛି । ଯାହାଫଳରେ ୩ଜଣ ଯବାନ ପ୍ରାଣ ହରାଇଛନ୍ତି । ବହୁ ଯବାନ ଉଦ୍ଧାର…

RBIର ଓଡିଆ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ,୧୪ ।୧: ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ପାତ୍ର । ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଓଡିଆର ମାଇକେଲ ପାତ୍ରଙ୍କ ନିଯୁକ୍ତି ଦିଆଯାଇଛି । ତିନି ବର୍ଷ ପାଇଁ ମାଇକେଲ ପାତ୍ର ନିଜ ପଦବୀରେ ରହିବେ ।…