Browsing Category

ଦେଶ

ଦିଲ୍ଳୀରେ ଲାଗୁହେଲା ସପ୍ତାହାନ୍ତ କର୍ଫ୍ୟୁ

ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ରହିଛି । ପ୍ରତିଦିନ ନୁଆ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆଜି କେଜ୍ରିୱାଲ୍ ସରକାର ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍…

ଝିଅକୁ ଦୁଷ୍କର୍ମ ହୋଇଥିବା ଖବର ଶୁଣି ଦୁଷ୍କର୍ମକାରୀଙ୍କ ପରିବାରର ୬ଜଣଙ୍କୁ ମାରିଦେଲା ବାପା

ବିଶାଖାପଟନମ୍,୧୫/୪ (ଓଡିଶା ଭାସ୍କର) : ଆନ୍ଧ୍ର ପ୍ରଦେଶ ବିଶାଖାପଟନମରୁ ଗୁରୁବାର ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହା ଆପଣ ମାନଙ୍କୁ ଏକଦମ୍ ଆଶ୍ଚର୍ଯ୍ୟଚକିତ କରିଦେବ । ବିଶାଖାପଟନମ୍ ଜିଲ୍ଲାର ଏକ ଜଟ୍ଟାଦା ଗାଁର…

ଶ୍ରୀଲଙ୍କାରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ ରଣବିଜୟ, ୩ ଦିନିଆ ସଦଭାବନା ଯାତ୍ରା ଆରମ୍ଭ

ନୂଆଦିଲ୍ଳୀ, ୧୫/୦୪: ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗ ବିକଶିତ କରିବା ପ୍ରୟାସ ନିମନ୍ତେ ଭାରତୀୟ ନୌସେନାର ଜାହାଜ ଆଇଏନଏସ ରଣବିଜୟ ତିନି ଦିନିଆ ସଦଭାବନା ଯାତ୍ରା ପାଇଁ ବୁଧବାର ଶ୍ରୀଲଙ୍କା…

ଖେଳ ହେଲା କାଳ: କାର୍ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ

ରାଜସ୍ଥାନ, ୧୫/୪ (ଓଡିଶା ଭାସ୍କର): ରାଜସ୍ଥାନର ଭରତପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ କାର୍ ରେ ବନ୍ଦ ହୋଇଯାଇଥିଲେ ତିନି ଜଣ ଶିଶୁ । ଏହାପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ତିନୋଟି ଯାକ ଶିଶୁଙ୍କ ଜୀବନ ।…

ଆରପାରିରେ ପଶ୍ଚିମବଙ୍ଗ କଂଗ୍ରେସ ପ୍ରାର୍ଥୀ ରିଜାଉଲ୍ ହକ୍

ପଶ୍ଚିମବଙ୍ଗ, ୧୫/୪ (ଓଡିଶା ଭାସ୍କର): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ ଏକ ନିରାଶଜନକ ଖବର ଆସିଛି । ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦ୍…

କରୋନା ଯୋଦ୍ଧା ଭାବରେ ସାମ୍ବାଦିକ ମାନଙ୍କୁ ଦିଆଯାଉ ଟିକା: ଅରବିନ୍ଦ କେଜ୍ରିୱାଲ୍

ନୁଆଦିଲ୍ଲୀ, ୧୪ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କେଜ୍ରିୱାଲ୍ ସରକାର ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ…

ମୋଦିଙ୍କୁ ‘ବସଉଠ୍’ କରାଇବେ ଦିଦି !

ପଶ୍ଚିମବଙ୍ଗ ୧୪ ।୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖ ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏନେଇ ଦଳ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ତା’ ଉପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ…

ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା

ନୁଆଦିଲ୍ଲୀ, ୧୪ ।୪ (ଓଡିଶା ଭାସ୍କର)  : ଚଳିତ ବର୍ଷ ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା । ଏନେଇ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ଟୁଇଟ୍ କରି ସୁଚନା ଦେଇଛନ୍ତି । ତେବେ ଖାଲି ଦଶମ ନୁହେଁ ଦ୍ୱାଦଶ…