Browsing Category
ରାଜ୍ୟ
ରାଜ୍ୟରେ ଖୋଲିବ ସିନେମା ହଲ୍, ଥିଏଟର୍ ଓ ମନ୍ଦିର; ଜାରି ହେଲା ନୂତନ ଗାଇଡଲାଇନ୍
ମୁମ୍ବାଇ: ମହାରାଷ୍ଟ୍ର ସରକାର ଏବେ ଧାର୍ମିକ ସ୍ଥଳ ପରେ ସିନେମାଘର, ଥିଏଟର୍ ଖୋଲିବାପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ନୁତନ ଗାଇଡଲାଇନ୍ ଜାରି କରାଯାଇଛି । ଦେଶରେ କରୋନା ସଂକ୍ରମଣ କମିବାରୁ ଅକ୍ଟୋବର ୨୨ ତାରିଖ ପରେ…
DRDO ତଥ୍ୟ ଲିକ୍ ଘଟଣା: ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ!
ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଚୋରି ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା । ସେ କହିଛନ୍ତି ଯେ, ଜଣେ…
ମୃତ ଓଡ୍ରାଫ୍ କର୍ମଚାରୀଙ୍କ ମୃତଦେହ ଠାବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ବୁଡ଼ିବା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଗତକାଲି ମହାନଦୀକୁ ହାତୀ ଘଉଡ଼ାଇବାକୁ ଯାଇ ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା…
ବାତ୍ୟା ‘ଗୁଲାବ’: ଗଜପତି ପରେ ରାୟଗଡ଼ା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ରାୟଗଡ଼ା (ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।…
BSF କ୍ୟାମ୍ପରେ ବିଦ୍ୟୁତ୍ ଚାର୍ଜ: ଜଣେ ଡିଭିଏଫ୍ ଯବାନ ମୃତ, ୨ ଗୁରୁତର
ରାଇଘର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା BSF ପୋଲିସ କ୍ୟାମ୍ପରେ ଘଟିଛି ଅଘଟଣ । ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଯବାନ ଗୁରୁତର ହୋଇଥିବା ବେଳେ…
ବାତ୍ୟା ‘ଗୁଲାବ୍’କୁ ସାମନା କରିବା ପାଇଁ ନବୀନ ସରକାରଙ୍କ ସଜବାଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦…
ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି…
ରାସ୍ତା ମଝିରେ ଏ କି ଅଭଦ୍ରାମି! ମହିଳାଙ୍କୁ ବାନ୍ଧିକି ପିଟିଲେ, ପୁଅକୁ ବି ଛାଡ଼ିଲେନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ମଝିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଜଣେ ଯୁବକ ଓ ତାଙ୍କର ପରିବାରବର୍ଗ । ସେମାନେ ମହିଳା ଓ ତାଙ୍କର ପୁଅକୁ ମରଣାନ୍ତକ ଆକ୍ରମଣ କରିବା ସହ ନାନା ପ୍ରକାର ଅଶ୍ଲୀଳ ମନ୍ତବ୍ୟ…
‘ବାହାଦୁରୀ ପଣିଆ ଯୋଗୁଁ ଜୀବନ ଗଲା’, ଓଡ୍ରାଫ୍ ଟିମର ଭୂମିକା ନେଇ ଏପରି କହିଲେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ…
ମାଡ଼ି ଆସୁଛି ବାତ୍ୟା: ଅଳ୍ପ ପବନ, ପ୍ରବଳ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଇଏମଡିଙ୍କ ଆକଳନ ଅନୁସାରେ…