Browsing Category

ରାଜ୍ୟ

୭ ଅଲିମ୍ପିକ୍ସ କ୍ରୀଡାବିତଙ୍କୁ KIIT ପକ୍ଷରୁ ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ୭ କ୍ରିଡାବିତଙ୍କୁ କିଟ୍ ଫାଉଣ୍ଡେସନ ପକ୍ଷରୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି । ଏହା ସହିତ ଅର୍ଥ ପ୍ରୋତ୍ସାହନା ଓ ୨୦୨୪ ଅଲମ୍ପିକ ପାଇଁ…

ଭିଜିଲାନ୍ସ ଫାଶରେ ପଡ଼ିଲେ ବିଜେପୁର ବିଡିଓ

ବିଜେପୁର: ଭିଜିଲାନ୍ସ ଫାଶରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିଛି ଭିଜିଲାନ୍ସ । ଗାଡ଼ିରେ ୩ ଲକ୍ଷ ୫୧ ଶହ ଟଙ୍କା ନେଇ ଯାଉଥିଲେ ବିଡିଓ । ଏହି ବଡ଼ ରକମର ଟଙ୍କାକୁ ନେଈ…

RI ପରୀକ୍ଷା ଦେବାରୁ ଶତାଧିକ ପରୀକ୍ଷାର୍ଥୀ ବଞ୍ଚିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର…

ରାଜ୍ୟରେ ଆଉ ୬୯ ମୁଣ୍ଡ ନେଲା କରୋନା; ମୃତ୍ୟୁ ସଂଖ୍ୟା ୭୮୩୪

ଭୁବନେଶ୍ୱର (ଓଡ଼ିଆ ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁ ନାହିଁ । ବିଗତ ଦୁଇ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ୍ ରହିଛି । ରାଜ୍ୟରେ ୬୯ ମୃତ୍ୟୁ…

ଆଜି ରାଜ୍ୟରୁ ୮୪୯ ନୂତନ ଆକ୍ରାନ୍ତ ଚିହ୍ନଟ; ୧୧୯ ଶିଶୁ ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରବିବାର ରାଜ୍ୟରୁ ୮୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୪୯ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୧ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୫୮ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା: ତ୍ୱରିତ ଫଇସଲା ଆବେଦନ ଖାରଜ

କଟକ (ଭାସ୍କର ନ୍ୟୁଜ୍‌): କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଫଇସଲା ନିମନ୍ତେ ଅନୁଭବ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହିତ ହାଇକୋର୍ଟ…

SCBରେ ଆରମ୍ଭ ହେଲା ECMO ଚିକିତ୍ସା; ନିଶ୍ଚିନ୍ତକୋଇଲିର ମହିଳାଙ୍କୁ ମିଳିଲା ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ଏସସିବିରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା ସୁବିଧା । ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସସିବିରେ ଇକମୋ ଚିକିତ୍ସା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।…

ମୁଖ୍ୟ ଶାସନ ସଚିବଙ୍କ ୨ଦିନିଆ କନ୍ଧମାଳ ଗସ୍ତ: ଆଜି ସ୍ମାର୍ଟ ସ୍କୁଲ, ଫୁଲବାଣୀ ଡାକ୍ତରଖାନାରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ…

କନ୍ଧମାଳ,(ଭାସ୍କର ନ୍ୟୁଜ୍‌): ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ଶନିବାର ଅପରାହ୍ନ ୨ଟା ବେଳେ କାର୍‌ ଯୋଗେ ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚିଛନ୍ତି । ରବିବାର ଦିନ ମୁଖ୍ୟ…

୧୨ଜିଲ୍ଳାରେ ଆରମ୍ଭ ହେବ ସେରୋ ସର୍ଭେ, ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସର୍ଭେକ୍ଷଣ ହେବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍):ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । ୧୨ ଜିଲ୍ଲାରେ ସର୍ଭେ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଆରମ୍ଭ ହେବ । ପରେ ସମ୍ବଲପୁର,…

ହକି ପରେ ରଗ୍‌ବି ପ୍ରାୟୋଜକ: ଭାରତୀୟ ରଗ୍‌ବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଭାରତୀୟ ହକି ଟିମ୍‌ ପରେ ଏବେ ଭାରତୀୟ ରଗ୍‌ବି ଦଳର ହାତ ଧରିଛନ୍ତି ଓଡ଼ିଶା ସରକାର । ଭାରତୀୟ ରଗବି ଦଳର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର ଓ କିଟ୍‌ । ଆସନ୍ତା ୩ ବର୍ଷ ପାଇଁ ରଗବି…