Browsing Category

ରାଜ୍ୟ

ଦ୍ୱିତୀୟ ଲହରଠାରୁ ଆହୁରି ଭୟଙ୍କର ହେବ ତୃତୀୟ ଲହର, ଚିଠି ଲେଖି ସତର୍କ କଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର, (ଓଡିଶା ଭାସ୍କର):ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ…

ଆଜି ୬୬ ଜଣଙ୍କର ଗଲା ଜୀବନ, କଟକରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ଓଡ଼ିଶାରୁ ପୁଣି ବାହାରିଲେ ୮୪୯ କରୋନା ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍: ଗୋଟିଏ ପରିବାରର ୪ ମୃତ, ପୁତୁରା, ଝିଆରୀ ସହ ଡ୍ରାଇଭର ଗୁରୁତର

ରାଞ୍ଚି/ରାଉରକେଲା,  (ଭାସ୍କର ନ୍ୟୁଜ୍‌): ଝାଡଖଣ୍ଡର ଖୁଣ୍ଟି ଥାନା ତୋର୍ପା ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ବାପା-ମାଆ ଓ ପୁଅ- ଝିଅଙ୍କ ମୃତ୍ୟୁ…

୨୭ରୁ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା

କଟକ (ଭାସ୍କର ନ୍ୟୁଜ୍‌): ବହୁ ପ୍ରତୀକ୍ଷିତ ଇକ୍‌ମୋ ଚିକିତ୍ସା ସେବା ଆସନ୍ତା ୨୭ ତାରିଖରୁ କଟକ ଏସ୍‌ସିବିରେ ଆରମ୍ଭ ହେବ  । ଏସ୍‌ସିବିରେ ସମୁଦାୟ ୯ଟି ଇକ୍‌ମୋ ମେସିନ୍‌ ରହିବ । ପୂର୍ବ ଭାରତରେ ଏହା ସବୁଠୁ ବଡ଼…

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ । ଏହା ପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି…

ଓନମ ପର୍ବ ଯୋଗୁଁ ବଢିିଲା ସଂକ୍ରମଣ, ଗୋଟିଏ ଦିନରେ ୩୧ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ କେରଳର ନୂଆ ସଂଖ୍ୟା ଚିନ୍ତା ବଢ଼ାଇଛି । ବୁଧବାର ଦିନ କେରଳରେ ଦୈନିକ ମାମଲା ରେକର୍ଡସ୍ତରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧, ୪୪୫ କରୋନା ମାମଲା…

ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୧ଟି ଜିଲ୍ଲାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା,…

Online ହେବ ଲ’ ପରୀକ୍ଷା

ଭୁବନେଶ୍ବର: ଶେଷରେ ଛାତ୍ର ଛାତ୍ରୀଙ୍କ ଦାବି ମାନି ନେଇଛନ୍ତି ସରକାର। ଲ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ପାଇଁ ବୁଧବାର ଘୋଷଣା କରାଯାଇଛି। ଛାତ୍ରଛତ୍ରୀମାନଙ୍କ ପକ୍ଷରୁକୁଳପତିଙ୍କ ଅଫିସ ଘେରାଉ ପରେ ସରକାରଙ୍କ…

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର:ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ…