Browsing Category
ରାଜ୍ୟ
ରାଜ୍ୟରେ Silent Killer ସାଜିଛି କରୋନା, କଟକଣାକୁ ଅଣଦେଖା ପୁଣି ଏକ ଭୟଙ୍କର ତାଣ୍ଡବକୁ ଡାକି ଆଣିବ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ଗତ ୬ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିବା ପରେ ଆଜି ୮୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ…
ଏହି ୬ ସରକାରୀ ଯୋଜନା ଉପରେ ମୋଦୀଙ୍କ ଫୋକସ୍, ୨୦୨୪ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚିବ ଏହାର ଲାଭ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଟି ସରକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ସେ ଚାହୁଁଛନ୍ତି ଯେ, ୨୦୨୪ରେ ହେବାକୁ ଥିବା ଲୋକସଭା…
ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ଆଜିଠାରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା…
ଛଅଦିନ ପରେ ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା: ଆଜି ୮୬୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…
ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଓ କାଲି ଛେଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…
ବିସ୍ଥାପିତ ବସ୍ତିରେ ’ସ୍ଵାଧୀନତା’ର ସଙ୍ଗୀତ ଗାନ, କଟକରେ ଏମିତି ପାଳିଲେ ସମାଜସେବୀ
ଓଡ଼ିଶା ଭାସ୍କର ବ୍ୟୁରୋ: ସାରା ଦେଶ ପାଳିଛି ଏହାର ୭୫ତମ ସ୍ଵାଧୀନତା ଦିବସ। ଖୁବ ହର୍ଷ ଉଲ୍ଲାସର ସହିତ ସବୁଠି ଶୁଭିଛି ଜନ-ଗଣ-ମନ... ସଂଗୀତର ସୁର। ମହାମାରୀ କରୋନା ଲାଗି କଟକଣା ମଧ୍ୟରେ ପାଳିତ ହୋଇଛି ସ୍ଵାଧୀନତାର…
ଡେଙ୍ଗୁ ପାଇଁ BMCର ନୂଆ ଅଭିଯାନ, ଗଡ଼ିଲା ସଚେତନତା ରଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ଵରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ…
ହସଖୁସିରେ ଯାଉଥିଲେ ସ୍ଵାମୀ-ସ୍ତ୍ରୀ, ହଠାତ୍ ଫାଟିଗଲା ସ୍କୁଟି ଚକ, ତାପରେ
ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନଙ୍କ ଦାମ୍ପତ୍ୟର ଗାଡ଼ି ଭଲ ଚାଲିଥିଲା। ସ୍କୁଟିରେ ବାହାରିଥିଲେ ସ୍ଵାମୀ-ସ୍ତ୍ରୀ। ହେଲେ ହଠାତ୍ ବିପଦ ଏମିତି ଆସିବ ବୋଲି କିଏ ଜାଣିଥିଲା! ରାସ୍ତା ମଝିରେ ଫାଟିଗଲା ସ୍କୁଟି ଚକ। ଆଉ ଏହି…
’ଶବକୁ ସମ୍ମାନ’ ଅଭିଯାନ ପାଇଁ ଭଞ୍ଜନଗରର ୪ ଯୁବକଙ୍କୁ ମିଳିଲା ଜିଲ୍ଲାସ୍ତରୀୟ ସମ୍ମାନ
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱାଧୀନତା ଦିବସ ସମାରୋହରେ ଭଞ୍ଜନଗର ଅଞ୍ଚଳର ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ମିଳିଛି ଗଞ୍ଜାମ ଜିଲ୍ଲାସ୍ତରୀୟ ସମ୍ମାନ। ମହାମାରୀ କରୋନା ସମୟରେ ‘ଶବକୁ ସମ୍ମାନ’ ଦେବା ପାଇଁ ‘ହେଲପିଙ୍ଗ…