Browsing Category
ରାଜ୍ୟ
କଟକରେ ହେବ ଗଣେଶ ପୂଜା, ମିଳିଲା ଅନୁମତି
କଟକ(ଓଡ଼ିଶା ଭାସ୍କର): ଚଳିତ ବର୍ଷ କଟକରେ ହେବ ଗଣେଶ ପୂଜା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କିନ୍ତୁ ପୂଜା ସମୟରେ ଗହଳି ହେବ ନାହିଁ । ଅର୍ଥାତ୍ କୋଭିଡ୍ ନିୟମକୁ କଡାକଡ଼ି ପାଳନ କରାଯିବ ।
ଗଣେଶ ପୂଜାରୁ…
କୁବେର ପିଏସ୍ ବିରଞ୍ଚି ସାହୁ ସସପେଣ୍ଡ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଆଜି ସସପେଣ୍ଡ କରିଦିଆଯାଇଛି । ତାଙ୍କୁ ଆଜି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଲମ୍ବିତ କରିଛନ୍ତି । ନିଲମ୍ବନ ପରେ ତାଙ୍କ ବିରୋଧରେ…
୫୦ ଗାଁକୁ ମାଡ଼ିଗଲା ସୁବର୍ଣ୍ଣରେଖା ନଦୀ ଜଳ, ପ୍ରବଳ ବର୍ଷା ପ୍ରଭାବ
ବାଲେଶ୍ୱର(ଓଡ଼ିଶା ଭାସ୍କର): ଉପର ମୁଣ୍ଡରେ ବର୍ଷା, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଏଭଳି ସ୍ଥିତି ଉପୁଜିଛି ବାଲେଶ୍ୱର ଜିଲ୍ଲାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପର…
ହିନ୍ଦୁ-ମୁସଲମାନ ଭାଇଚାରାର ବାର୍ତ୍ତା ଦିଏ ଏହି ପୀଠ, ଜାଣନ୍ତୁ…
ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ପୀଠଟିଏ କିନ୍ତୁ ବାର୍ତ୍ତା ଦିଏ । ହିନ୍ଦୁ ଏବଂ ମୁସଲମାନଙ୍କ ପାଇଁ ଭାଇଚାରାର ଅପୂର୍ବ ନିଦର୍ଶନ ପାଲଟିଛି । ଭାତୃତ୍ୱର ବାର୍ତ୍ତା ବହନ କରୁଥିବା ଏହି ପୀଠକୁ ଦୈନିକ ଶହଶହ ଶ୍ରଦ୍ଧାଳୁ ଦର୍ଶନ…
ପିପିଲି ଉପନିର୍ବାଚନ: ଖୁବଶୀଘ୍ର ଦିନ ଧାର୍ଯ୍ୟ କରିବେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ତେବେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଧାର୍ଯ୍ୟ କରିନଥିବା ବେଳେ ଖୁବଶୀଘ୍ର ବୈଠକ…
OSSC ଅଫିସ ଆଗରେ ତାତିଲା ଛାତ୍ର କଂଗ୍ରେସ: ୫୦ ଜଣଙ୍କୁ ଉଠାଇନେଲା ପୋଲିସ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଓଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ କରିଛନ୍ତି ଛାତ୍ର କଂଗ୍ରେସ । ଓଏସଏସସି ନିଯୁକ୍ତିର ତଦନ୍ତ ଦାବିରେ କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ ହୋଇଥିବା…
ସୁର ଖେଳିଲେ ହକି, ‘ଅଲିମ୍ପିକ’ ପାଇଁ ଭାରୀ ଖୁସି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓରେ ଚମକୁଛି ଓଡ଼ିଶା ଲୋଗୋ । ଅଲିମ୍ପିକ୍ସରେ ଭାରତୀୟ ହକିର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ଉଭୟ ମହିଳା ଓ ପୁରୁଷ ଟିମ୍ କରୁଛନ୍ତି ଦମଦାର ପ୍ରଦର୍ଶନ । ଏଥିପାଇଁ ସାରା ଭାରତ…
ସୁର ଭାଇ ବୁଲିଲେ ବସ୍ତି, ବ୍ଲିଚିଙ୍ଗ ଶହ ମଶା ତେଲ ଢାଳିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ । ଗୋଟିଏ ପଟେ କରୋନା ଭୟ ସାମାନ୍ୟ କମିଥିବାବେଳେ ତୃତୀୟ ଲହର ଆଶଙ୍କା ରହିଛି । ଏପଟେ ଡେଙ୍ଗୁ ପାଇଁ ଚିନ୍ତା ବଢ଼ି ଯାଇଛି । ଏନେଇ ସରକାରଙ୍କ…
ଦୂତୀ ଅସଫଳ ପାଇଁ ଦାୟିତ୍ୱହୀନତା ଦାୟୀ: ଭଉଣୀ ସରସ୍ୱତୀ
ଓଡ଼ିଶା ଭାସ୍କର ବ୍ୟୁରୋ: ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ଦେଶକୁ ନିରାଶ କରିଛନ୍ତି । ଏଥିପାଇଁ ତାଙ୍କର ନିଷ୍ଠାର ଅଭାବ ଓ ଦାୟିତ୍ୱହୀନତା ଦାୟୀ । ଏଭଳି ଅଭିଯୋଗ କରିବା ସହ ଦୂତୀଙ୍କ ନୈରାଶଜନକ…
ବିଜୟ ପରେ ମହିଳା ହକି ଟିମକୁ ଏପରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ କରି ଇତିହାସ ରଚିଛି ଭାରତୀୟ ହକି ଟିମ୍ । ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିବା ପରେ ମହିଳା ହକି ଟିମକୁ ଛୁଟୁଛି ଶୁଭେଚ୍ଛା ସୁଅ ।…