Browsing Category
ରାଜ୍ୟ
ଓଡ଼ିଶାରୁ ପୁଣି ୬୮ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୩୦
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ଓଡିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ଦାୟିତ୍ବ ସମ୍ଭାଳିଲେ ୱାସିମ୍ ଜାଫର, ଆଜିଠୁ ଆରମ୍ଭ ହେବ ଅଭ୍ୟାସ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ ଦଳର ନୂଆ କୋଚ ଭାବେ ନିଯୁକ୍ତ ୱାସିମ୍ ଜାଫର ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଜାଫର କହିଛନ୍ତି ଯେ ଏହା ମୋ ପାଇଁ…
ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳେ: ଆଜି ଚିହ୍ନଟ ହେଲେ ୧୮୬୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀ: ଅଗଷ୍ଟ ୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ, ଅକ୍ଟୋବର ୧୫ରୁ ପିଜି ନାମଲେଖା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍ ପେକର ସମେତ ଫାଇନାଲ ସେମିଷ୍ଟାର…
ପୂର୍ବ ଭାରତର ଶିଳ୍ପ ହବ୍ ହେବ ଓଡ଼ିଶା: ୧୫୩୭ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ ୧୪ଟି ଶିଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍ଘାଟନ କରିଛନ୍ତି । ସେହିପରି…
କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ, ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ ପୂରା ଘଟଣା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ କମିଶନରେଟ ପୋଲିସ ପକ୍ଷରୁ ଏହାର ତଦନ୍ତ କାର୍ଯ୍ୟକୁ ଜୋର୍ଦାର୍ କରିଛି । ଏହାରି ଭିତରେ ପୋଲିସ…
ଆଜି ପ୍ରକାଶ ପାଇବ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେସନ୍ ଏକ୍ଜାମିନେସନ୍ (ସିଆଇଏସ୍ସିଇ) ପକ୍ଷରୁ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ଅପରାହ୍ଣ…
ଭୁବନେଶ୍ୱର ଷ୍ଟେସନ୍ ପୁନଃ ବିକାଶ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ଷ୍ଟେସନ୍ ନିରୀକ୍ଷଣ
ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି । ଷ୍ଟେସନର ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା…
ଜନବସତି ଅଞ୍ଚଳରେ ପଡ଼ିଲା କ୍ଷେପଣାସ୍ତ୍ରର ଭଗ୍ନାବଶେଷ
ବାଲେଶ୍ୱର: ବାହାନଗା ବ୍ଳକ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଆଡିଆ ଗ୍ରାମରେ ପଡ଼ିଲା କ୍ଷେପଣାସ୍ତ୍ରର ଭଗ୍ନାବଶେଷ । କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଏହି ଭଗ୍ନାବଶେଷ ଖସିପଡିଥିଲା। ପଡିବା ସମୟରେ ପ୍ରଚଣ୍ଡ ଶବ୍ଦ…
ଡିଏଫଓଙ୍କୁ ମିଳିଲା କ୍ଲିନ୍ଚିଟ୍, ବିଦ୍ୟାଭାରତୀଙ୍କ ସହ ନାହିଁ ସମ୍ପର୍କ, ଗଜପତି ଏସ୍ପି କଲେ ସ୍ପଷ୍ଟ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଏସିଏଫ୍ଓ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆଉ ପାଦେ ଆଗେଇଛି। ବହୁ ଚର୍ଚ୍ଚିତ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ରହିଥିବା ଡିଏଫଓ ସଂଗ୍ରାମ ବେହେରାଙ୍କୁ ମିଳିଛି କ୍ଲିନ୍…