fbpx
BJD SKY
BJD SKY
Browsing Category

ରାଜ୍ୟ

ହରଦୀପଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଦାବି…

ସିଏଏ ଓ ଏନଆରସିକୁ ବିରୋଧ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ସେଥିରୁ ବାଦ ପଡିନି ଓଡିଶା । ଭୁବନେଶ୍ୱରର ବାଣୀବିହାର ସ୍ଥିତ ଉତ୍କଳ…

୫-ଟିକୁ UNDP ର ପ୍ରଶଂସା

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି UNDPର ଭାରତ ପ୍ରତିନିଧି ଶୋକୋ ନୋଦା । ପ୍ରଗତି ପାଇଁ ୫-ଟିର ଧାରଣା ଏକ ପ୍ରେରଣା ବୋଲି ସେ କହିଛନ୍ତି । ଏହା ସହ…

୫୫ବର୍ଷ ପରେ ଫେରିଲେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି

ଝାରସୁଗୁଡ଼ା, ୧୮ା୧୨(ଓଡ଼ିଶା ଭାସ୍କର): ଏକ ଆଶ୍ଚର୍ଯ୍ୟକର ଘଟଣା ଆଜି ସାମ୍ନାକୁ ଆସିଛି । ଏକ ବ୍ୟକ୍ତି ନିଖୋଜ ହେବାର ୫୫ବର୍ଷ ପରେ ଫେରିଛନ୍ତି, ଯାହାକୁ ଆଗରୁ ମୃତ ମଧ୍ୟ ଘୋଷିତ କରାଯାଇ ସାରିଥିଲା । ଝାରସୁଗୁଡ଼ାର ଚାରୁ…

ତରୁଣକାନ୍ତି ମିଶ୍ରଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ୨୦୧୯ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଯାଇଛି । ବିଶିଷ୍ଟ କଥାକାର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ମିଳିବ ଏହି ପୁରସ୍କାର ।…

୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫୦ ତମ ଗାନ୍ଧୀ ଜୟନ୍ତୀ…

ଏନଆରସିକୁ ସମର୍ଥନ କରିବନି ବିଜେଡ଼ି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଏନଆରସିକୁ ବିଜେଡ଼ି ସମର୍ଥନ କରିବନି ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଆରସି ସହ ସିଏଏ(ନାଗରିକତା…

ଜଳସାଥୀ ଆପର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଅଡ଼ିଟୋରିଅମରେ ଜଳସାଥୀର ଆଜି ଶୁଭାରମ୍ଭ କରାଯାଇଛି । ଜଳସାଥୀ ଆପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଜଳ କର ଆଦାୟ ଏସଏଚଜି ମହିଳା…