fbpx
Browsing Category

ରାଜ୍ୟ

‘ମୋ ସରକାର’ ଅଧିନରେ ମହିଳା ଓ ଶିଶୁ ବିକାଶ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେଲା ମହିଳା ଓ ଶିଶୁ ବିକାଶ ବିଭାଗ । ପ୍ରଥମେ ମମତା କାର୍ଯ୍ୟକ୍ରମକୁ ସାମିଲ କରାଗଲା । ପରେ ମିସନ ଶକ୍ତିକୁ ସାମିଲ କରାଯିବ । ଏନେଇ ଆଜି…

କାଗଜ ଲାଇସେନ୍ସ ବନ୍ଦ କଲେ ଆରଟିଓ

ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ନିୟମକୁ ଲାଗୁ କରାଯାଇଛି । ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି । ଏନେଇ ଗାଡ଼ିର ଜରୁରୀ କାଗଜ ପତ୍ର କରିବା ପାଇଁ…

ଅଧ୍ୟାପିକାଙ୍କ ମୃତ୍ୟୁ ମାମଲା, ଆଇଆଇସି ନିଲମ୍ବିତ

ରାଇରଙ୍ଗପୁର,୨ା୧୨(ଓଡ଼ିଶା ଭାସ୍କର): ରାଇରଙ୍ଗପୁରରେ କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ରାଇରଙ୍ଗପୁର ଝାରପୋଖରିଆ ଆଇଆଇସି ଶରତ ମହାଳିକ ନିଲମ୍ବିତ ହୋଇଛନ୍ତି ।…

ଓଭର ସ୍ପିଡ଼ ପାଇଁ ଫାଇନ ଗଣିଲେ ୨୦ଡ୍ରାଇଭର

ଭୁବନେଶ୍ୱର, ୨ା୧୨(ଓଡ଼ିଶା ଭାସ୍କର): ଗତକାଲି ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଏହାସହ ପୋଲିସ ନଥିଲେ ମଧ୍ୟ ସିସିଟିଭି ମାଧ୍ୟମରେ ସବୁ କଏଦ କରାଯାଉଛି । ସେହି ମାଧ୍ୟମରେ…

ସ୍ୱେଚ୍ଛାକୃତ ଅବସର ନେଲେ IAS ଗଗନ ଧଳ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳ ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଲେ । ଆଇଏଏସ୍ ଗଗନଙ୍କ ସ୍ୱେଚ୍ଛାକୃତ ଅବସରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।…

ଅଗ୍ନିଶମ ବିଭାଗର ନୂଆ ଡିଜି ହେଲେ ସୁନୀଲ ରାୟ

କଟକ,୨ ।୧୨(ଓଡିଶା ଭାସ୍କର): ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ରାୟ । କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । 1987 ବ୍ୟାଚ୍‌ର IPS ଅଧିକାରୀ…

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛି ‘ପ୍ରଫୁଲ ଯୋଜନା’

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ମେ' ମାସ ୫ ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫନୀ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନୀ କ୍ଷତିଗ୍ରସ୍ତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା…

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ପିଏଲଜିଏ ସପ୍ତାହ ଆସନ୍ତା ୮ ତାରିଖ ଯାଏଁ ଚାଲିବ । ଏନେଇ ମାଓପ୍ରବଣ ଅଞ୍ଚଳମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା…

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ASI ନିଲମ୍ବିତ, ୩ ଗିରଫ

ରାଇରଙ୍ଗପୁର,୧ ।୧୨(ଓଡିଶା ଭାସ୍କର): ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ASIଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ASI…

କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ

ପୁରୀ,୧ା୧୨(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବର ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…