fbpx
BSKY
BJD SHG SKY
BJD YOUTH SKY
Browsing Category

ରାଜ୍ୟ

ଇକୋ ରିଟ୍ରିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୪ା୧୨(ଓଡ଼ିଶା ଭାସ୍କର): ଆଜି କୋଣାର୍କ ପୁରୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣରେ ଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟନ ହୋଇଛି । ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

କୋରାପୁଟ, ୧୪ା୧୨(ଓଡ଼ିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୃ ହୋଇଥିବା ସୂଚନା ମିଳିଛି । ସହକାରୀ କୃଷି ଅଧିକାରୀ ଗୌରହରି ବେହେରାଙ୍କ ମୃତ୍ୟୁ ହୋଇଛି । ନିଜ…

ରାଜନଗରରେ ୩ ମୃତ ଡଲଫିନ୍

କେନ୍ଦ୍ରପଡା,୧୪ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ରାଜନଗର ବେଳାଭୂମିରେ ଲାଗିଲେ ୩ ମୃତ ଡଲଫିନ୍ । ପେଣ୍ଠ ସମୁଦ୍ର ବେଳାଭୂମିରେ ମୃତ ଡଲଫିନଙ୍କୁ କାଉ, କୁକୁର ଝୁଣି ଖାଉଥିବାର ଦେଖିବାକୁ ମିଳିଛି । ତେବେ ଟ୍ରଲର…

ବଦଳିଲା ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ

ଭୁବନେଶ୍ୱର, ୧୪ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଛି । ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳି ଲୋକସେବା ମାର୍ଗ ନାମ ରଖାଯାଇଛି । ସଚିବାଳୟ ନାଁ…

ଖଣି ଟଙ୍କାରେ ହେବ ପୁରୀର ବିକାଶ

ପୁରୀ,୧୪ ।୧୨(ଓଡିଶା ଭାସ୍କର): ପୁରୀକୁ ଐତିହ୍ୟ ସହର କରିବାରେ ଲାଗିପଡିଛନ୍ତିି ରାଜ୍ୟ ସରକାର । ଏଥିରେ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ । ଇସ୍ପାତ ବିଭାଗ ଦେଇଛି ୬ଟି ଖଣ୍ଡୋଲାଇଟ୍ ଖଣି…

ଗଣଦୁଷ୍କର୍ମ ପରେ ହତ୍ୟା!

ନବରଙ୍ଗପୁର, ୧୪ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆଜି ନବରଙ୍ଗପୁର କୋଷାଗୁମୁଡ଼ାରେ ଏକ ଅଭାବନୀୟ ଦୃଶ୍ୟ…

ଫେବୃୟାରୀ ୧ରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ପୁଣି ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଆସନ୍ତା ଫେବୃୟାରୀ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଉଭୟ ରାଜ୍ୟ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି…

କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି

ଜୟପୁର,୧୪ ।୧୨(ଓଡିଶା ଭାସ୍କର): କୋରାପୁଟ ଗସ୍ତରେ ଯିବେ ନବାଗତ ପୋଲିସ ଡିଜି ଅଭୟ କୁମାର । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ୬ଟି ଜିଲ୍ଲାର ଏସପିଙ୍କ ସହ ସେ ବୈଠକ କରିବେ । ଏନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ବୈଠକ…

ଦୁର୍ଘଟଣାରେ ପରେ ବଢିଲା ବିପଦ, ପୋଲିସର ସତର୍କତା

ସମ୍ବଲପୁର,୧୪ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ଟ୍ରକ୍-ଟ୍ୟାଙ୍କର ଧକ୍କା ପରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାରେ ଲାଗିଛି । ଏନେଇ ବଡ ଧରଣର ଅଘଟଣର…

ଟ୍ରକ୍ ଧକ୍କାରେ ୨ମୃତ

ଯାଜପୁର,୧୩ା୧୨(ଓଡ଼ିଶା ଭାସ୍କର): ଯାଜପୁର ଜେନାପୁର ଥାନା ବାଘୁଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଟ୍ରକ୍ ସହିତ ବାଇକ ଧକ୍କା ହୋଇଥିବା ଜଣାପଡ଼ିଛି ।…