fbpx
Browsing Category

ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ ଚିକିତ୍ସା ପରେ ୩୭ଜଣ କେରାନା ରୋଗୀ ସୁସ୍ଥ ହୋଇସାରିଲେଣି । ଏନେଇ…

ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନାରେ ମୃତ୍ୟୁ ହେଲେ ୧୫ଲକ୍ଷ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ସାମ୍ବାଦିକଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷଟଙ୍କାର ସହାୟତା ମିଳିବ । ଏହା ସାମ୍ବାଦିକଙ୍କ…

ପ୍ରଧାନମନ୍ତ୍ରୀଙ୍କ ପାଖରେ କଣ ଦାବି ରଖିଲେ ନବୀନ? ଜାଣନ୍ତୁ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ସେହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ…

ଆହୁରି ମାସେ ବଢ଼ାଯାଉ ଲକଡାଉନ ଅବଧି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର…

ଲକଡାଉନ ପରେ ତୁରନ୍ତ ମାଟ୍ରିକ ଖାତା ଦେଖା ଆରମ୍ଭ

କଟକ, ୨୭ା୪(ଓଡ଼ିଶା ଭାସ୍କର ): କରୋନା ପାଇଁ ଦେଶ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ମାଟ୍ରିକ ଖାତା ଦେଖାରେ ବିଳମ୍ବ ହୋଇଛି । କିନ୍ତୁ ଏନେଇ ପରିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତିତ ନହେବାକୁ ପରାମର୍ଶ ଦିଆଯାଇଛି । ଲକଡାଉନ…

କାଶ୍ମୀରରେ ୩ ଆତଙ୍କବାଦି ସଫା

ଜାମ୍ମୁକାଶ୍ମୀର, ୨୭ା୪: ଜାମ୍ମୁକାଶ୍ମୀରର କୁଲଗାମରେ ଯବାନ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଯବାନଙ୍କ ଗୁଳିରେ ୩ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗାମରେ ୧୨ଘଣ୍ଟା ଭିତରେ ଏନକାଉଣ୍ଟରରେ ୪ଜଣ ନିପାତ…

ଆସିଲା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଆଜି ବାଲେଶ୍ୱରରୁ ଚିହ୍ନଟ ୫ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ରଖିଛନ୍ତି ସରକାର । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମହ ରଫିକ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ । ରାଜ୍ୟପାଳ ଗଣେଶୀଲାଲ୍ ଆଜି ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ରଫିକ ପୂର୍ବରୁ…

ସାପ ସାଲୁବାଲୁ, ଗୋଟେ ନୁହେଁ କି ଦୁଇଟି ନୁହେଁ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଯୋଉଠିବି ହେଉ ସାମ୍ନାରେ ସାପ ଦେଖିଲେ ଆଗକୁ ବଢୁଥିବା ପାଦ ଅଟକି ଯାଏ। ମନରେ ଉଙ୍କିମାରେ ଭୟ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯୋଉଠି ଉଦ୍ଧାର ହୋଇଛି ୬୦ରୁ ଉର୍ଦ୍ଧ୍ବ…

ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି।ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର। ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ର ୬୦ ବର୍ଷୀୟ ବୟସ୍କ । ମାର୍ଚ୍ଚ ୨୨ ରୁ…