fbpx
Browsing Category

ରାଜ୍ୟ

ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ଗିରଫ

ପାରାଦୀପ, ୧୮ା୧(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ବର୍ତ୍ତମାନ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ସେହିପରି ପାରାଦୀପ ଆଇଓସିଏଲ ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା…

ପ୍ରତି ୩୦କିମି ବ୍ୟବଧାନରେରେ ରହିବେ ଟ୍ରାଫିକ ସ୍କ୍ୱାଡ଼

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଦୁର୍ଘଟଣା କମାଇବା ପାଇଁ ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରାଯିବ । ମାର୍ଚ୍ଚରୁ ବାଇକ ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ । କାର୍ ଚାଳକ ଓ ସମସ୍ତ ଯାତ୍ରୀଙ୍କ…

ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଉଦଘାଟିତ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡ଼ିଅମରେ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଉଦଘାଟିତ ହୋଇଛି । ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେଠାରେ ହକି ପ୍ରମୋସନ…

ବୋଲେରେକୁ ପିଟିଲା ଟ୍ରକ୍, ୧୫ଗୁରୁତର

ବାଲେଶ୍ୱର,୧୮ା୧(ଓଡ଼ିଶା ଭାସ୍କର): ବାଲେଶ୍ୱର ଚନ୍ଦନେଶ୍ୱର ନହରା ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବୋଲେରେକୁ ଏକ ଟ୍ରକ ପିଟି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା…

ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶିତ, ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ଘୋଷଣା କରିଛନ୍ତି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । jeemain.nta.in ଏହି ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ରହିଛି ।…

ଆସନ୍ତା ୨୦ରୁ କୃଷି ମହୋତ୍ସବ

ଭୁବନେଶ୍ୱର,୧୭ ।୧(ଓଡିଶା ଭାସ୍କର): ଜାନୁଆରୀ ୨୦ରୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡିଶା’ ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଏହି କୃଷି ଓଡିଶ।। ମହୋତ୍ସବ ଆୟୋଜିତ ହେବ । ଜାନୁଆରୀ…

ମୋଦି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିନାହାନ୍ତି: ଦିଗବିଜୟ ସିଂହ

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ମୋଦି ସରକାର ଲୋକଙ୍କୁ ଦେଇଥିବା…

ତୁଷିମା କହିଲେ- ‘ବିଜୟ କେତନ କଣ ଆତଙ୍କବାଦୀ ? ‘

ଭୁବନେଶ୍ୱର,୧୭ ।୧(ଓଡିଶା ଭାସ୍କର): ଆଇଏଏସ ବିଜୟ କେତନ ଉପଧ୍ୟାୟା ଗିରଫ ମାମଲା ଆଜି ଏକ ନୂଆ ମୋଡ ନେଇଛି । ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

ସୁନ୍ଦରଗଡ଼ରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ!

ସୁନ୍ଦରଗଡ଼, ୧୭ା୧(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟରେ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆଜି ସୁନ୍ଦରଗଡ଼ ଭସ୍ମା ଥାନା ଅଞ୍ଚଳରେ ଲଜ୍ଜାକାର ଘଟଣା ହୋଇଥିବା…

ଉଦ୍ଧାର ହେଲା ଫସିଥିବା ମଟର ଲଞ୍ଚ

ରାଜନଗର, ୧୭ା୧(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ରାଜନଗର ସମୁଦ୍ରରେ ନିଖୋଜ ଥିବା ମଟର ଲଞ୍ଚ ଉଦ୍ଧାର ହୋଇଛି । ଧାମରା ସାମୁଦ୍ରିକ ଥାନା ସ୍ପିଡ଼୍ ବୋଟ୍ ଦ୍ୱାରା ଉଦ୍ଧାର ହୋଇଥିଲା । ସେହି ଲଞ୍ଚରେ ଥିବା ସମସ୍ତ ୩୦ଯାତ୍ରୀ…