fbpx
Browsing Category

ରାଜ୍ୟ

ଆସନ୍ତା ରବିବାର ସାରା ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ, ଅଟୋ ବନ୍ଦ ନେଇ ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆସନ୍ତା ୨୨ତାରିଖ ଦିନ ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଜନସାଧାରଣଙ୍କ…

କରୋନା ଭାଇରସ୍: ରେସ୍ତୋରାଁ, ବାର୍, କ୍ୟାଣ୍ଟିନ୍ ବନ୍ଦ୍

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ବଢ଼େଇ ଦିଆଯାଇଛି । ଏନେଇ ସବୁ ରେସ୍ତୋରାଂ, ବାର୍, କ୍ୟାଣ୍ଟିନ୍, ଟିଫିନ୍ ସେଣ୍ଟର ବନ୍ଦ ରହିବ । ହୋଟେଲ ଗ୍ରାହକଙ୍କୁ ଖାଦ୍ୟ…

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ଜଣ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ, କୌଣସି ଜାଗାରେ ୭ଜଣରୁ ଅଧିକ ଏକାଠି ହୁଅନ୍ତୁ ନାହିଁ ।…

କରୋନା ଭାଇରସ୍, ଏକାଠି ହୋଇପାରିବେନି ୭ଜଣରୁ ଅଧିକ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ…

ମନ୍ଦିରରେ ବାନାରେ ନିଆଁ ଲାଗିବା ଘଟଣାର ଖୁଲାସା କଲେ ଚୁନେରା ସେବାୟତ

ପୁରୀ, ୨୦ା୩(ଓଡ଼ିଶା ଭାସ୍କର): ଗତକାଲି ଶ୍ରୀମନ୍ଦିର ଉପରେ ନୀଳଚକ୍ର ଉଡ଼ୁଥିବା ପତିତପାବନ ବାନା ପୋଡ଼ିବା କଥା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିଲା । କିନ୍ତୁ ବାନା ପୋଡ଼ବା ଘଟଣାକୁ ଆଜି ଖଣ୍ଡନ କରିଛନ୍ତି ଚୂନେରା ସେବାୟତ…

ମୋଦୀଙ୍କୁ ନବୀନଙ୍କ ଚିଠି, ଜନଗଣନା ସ୍ଥଗିତ ପାଇଁ ଅନୁରୋଧ

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ…

ଓଡିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ଓଡିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେ କରୋନା ପ୍ରଭାବିତ ଦେଶରୁ…

ଜଳିଲା ପତିତପାବନ, ମାଡି ଆସିଲା ବିପତ୍ତି । କଣ ଧ୍ୱଂସ ହେବ କି ପୃଥିବୀ?

ପୁରୀ,୧୯ ।୩(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଭାଇରସକୁ ନେଇ ହାହାକାର ମଚିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଗନ୍ନାଥ ମନ୍ଦିରରେ ଉପରେ ଥିବା ପତିତପାବନ ବାନାରେ ନିଆଁ ଲାଗିଯାଇଛି…

କରୋନା ମୁକାବିଲା: ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍

ଭୁବନେଶ୍ୱର, ୧୯ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରାସ୍ କାୟା ବିସ୍ତାର କରିବା ସହ ସମସ୍ତଙ୍କ ଚିନ୍ତାର ବିଷୟବସ୍ତୁ ପାଲଟିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଗୁରୁବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ…