fbpx
Browsing Category

ରାଜ୍ୟ

ରାୟଗଡ଼ାରେ ଏନକାଉଣ୍ଟର

ରାୟଗଡ଼ା,୨୫ ।୧୧(ଓଡିଶା ଭାସ୍କର): ରାୟଗଡ଼ା ସହରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ଏନକାଉଣ୍ଟର କରିଛି ଟାଉନ ଥାନା ପୋଲିସ । ସେହି ଦୁର୍ଦ୍ଦାନ୍ତ ଅପରାଧୀର ନାମ ଶିବା ହୋଇଥିବା ବେଳେ ପ୍ରାୟ ୫୦ ମାମଲାରେ ସେ…

୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲିରେ ରାଷ୍ଟ୍ରପତି ଯୋଗଦେବେ । ଉତ୍ସବରେ…

ବିଜେଡିରେ ମିଶିଲେ ପ୍ୟାରୀଙ୍କ ବଡ ଝିଅ ସିକ୍ତା

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ବିଜୁ ଜନତା ଦଳ ବା ବିଜେଡିରେ ଯୋଗ ଦେଇଛନ୍ତି ସମାଜସେବୀ ସିକ୍ତା ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।…

ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବେନଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜାତୀୟ ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

୫-ଟିକୁ ନୀତି ଆୟୋଗର ପ୍ରଂଶସା

ନୂଆଦିଲ୍ଲୀ,୨୩ ।୧୧: ଓଡିଶା ସରକାର ଦ୍ୱାରା ପରିଚାଳିତ ହେଉଥିବା ୫-ଟି ବ୍ୟବସ୍ଥାକୁ ପ୍ରଂଶସା କରିଛି ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଲାଗୁ ହୋଇଛି ୫-ଟି । ଅନୁକୂଳ ସ୍କୁଲ ବାତାବରଣରେ…

ପିଲାଙ୍କୁ ଛାଡି ପ୍ରେମିକ ସହ ମାଆ ଫେରାର

କଟକ,୨୩ ।୧୧(ଓଡିଶା ଭାସ୍କର): ରାସ୍ତା କଡରେ ୨ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଛି ମାଆ । ଏଭଳି ଏକ ଅଭାବନୀୟ ଘଟଣା କଟକ ଚାଉଳିଆଗଞ୍ଜରେ ଆଜି ଦେଖିବାକୁ ମିଳିଛି । ଛାଡିଯାଇଥିବା ୮ ବର୍ଷର ଝିଅ ଓ ୪ ବର୍ଷ…

ଶହେ ଛୁଇଁଲା ପିଆଜ ଦର

କଟକ,୨୩ା୧୧(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ପରିବା ବଜାରରେ ସବୁଠାରୁ ମହଙ୍ଗା ଏବେ ପିଆଜ । କଟକରେ ଶହେ ଟଙ୍କା ପିଆଜ ଦର ଟପିଥିବା ସୂଚନା ମିଳିଛି । ୨୪ଘଣ୍ଟାରେ ପିଆଜ ଦର ୨୦ଟଙ୍କା…

ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରି ବସ୍

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଇଲେକ୍ଟ୍ରି ବସ୍ ଚଳାଚଳ ପାଇଁ ଚାଲିଛି ବିଡ୍ ପ୍ରକ୍ରିୟା । ଆଜି ପରୀକ୍ଷାମୂଳକ ଭାବେ ରାଜଧାନୀରେ ଗଡିଛି ଇଲେକ୍ଟ୍ରି ବସ୍ । ଜଣେ ବିଡର ୧୦ ଦିନ ପାଇଁ…

ଉତ୍କଳ ବିଶ୍ୱବିଦ୍ୟାଳୟ @ ୭୫, ପ୍ଲାଟିନମ୍ ଜୁବିଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୧(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବିଲି ଉତ୍ସବ ପାଳନ ହୋଇଛି । ଏହା ୫ଦିନ ପାଳନ ହେବ ।ଏନେଇ ବାଣୀବିହାର ପରିସର ବେଶ ଜାକଜମକରେ ସଜେଇ ହୋଇଛି ।…

ନିଲମ୍ବିତ ହେଲେ ବରଗଡ ସିଏସଓ

ବରଗଡ,୨୨ ।୧୧(ଓଡିଶା ଭାସ୍କର): ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ ବା ସିଏସଓଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ସିଏସଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଅଧିକାରୀ ଜଣକ ହେଉଛନ୍ତି…