
Browsing Category
ରାଜ୍ୟ
ବାଲେଶ୍ୱରର ଗୋଟିଏ ସ୍ଥାନରୁ ୧୦୧ କରୋନା ପଜିଟିଭ ଚିହ୍ନଟ
ବାଲେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଇମାମୀ ପେପର ମିଲରୁ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ । ଆଜି ବାଲେଶ୍ୱରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ୧୦୧ ଜଣ କରୋନା ଆକ୍ରାନ୍ତ ରେମୁଣା…
ସରକାରୀ କାର୍ଯ୍ୟାଳୟ ଆସିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନା
ଗଞ୍ଜାମ ୧୨ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୃତ ଗତିରେ ବଢୁଥିବା କରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ସହ ଗାଇଡ଼ଲାଇନ୍…
ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ ଆତ୍ମସମର୍ପଣ କରିଛି । କଟକର ଚାଉଳିଆଗଞ୍ଜ ଥାନାରେ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଅନେକ ଥର ହାଇଦରକୁ…
ଆକ୍ରାନ୍ତ ସଂଖ୍ୟା ୧୭ ଶହ ଟପିଲା, ଆଜି ଚିହ୍ନଟ ହେଲେ ୧୭୪୧ ପଜିଟିଭ୍, ରାଜ୍ୟରେ ପୁଣି ଦୁଇଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
ପିପିଲି ଉପନିର୍ବାଚନ ଫାଇଟ୍: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ…
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ଆଜ୍ୟ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।…
ରାଜ୍ୟରେ ଆଉ ୪୫୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୧।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଝରାଫୁଲ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ, ଜାଣନ୍ତୁ କିଏ?
ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଝରାଫୁଲ ମାମଲାରେ ଭୁବନେଶ୍ୱର…
ଭୁବନେଶ୍ୱରରୁ ଆଜି ପୁଣି ୧୪୮ ପଜିଟିଭ ଚିହ୍ନଟ, ୫୪ ସୁସ୍ଥ
ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଆଜି ରାଜଧାନୀରୁ ପୁଣି ୧୪୮ କରୋନା ପଜିଟିଭ୍…
ଡଲଫିନଙ୍କ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରୁଛିି ଓଡିଶା
ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର) : ଡଲଫିନଙ୍କ ପାଇଁ ଅନୁକୁଳ ପାଗ ଦେଉଛି ଓଡିଶା । ଆଉ ଏହାର ପ୍ରମାଣ ହେଉଛି ରାଜ୍ୟରେ ବୃଦ୍ଧି ପାଉଥିବା ଡଲଫିନ୍ ମାନଙ୍କ ସଂଖ୍ୟା । ଏକ ବର୍ଷ ମଧ୍ୟରେ ରାଜ୍ୟରେ ଡଲଫିନଙ୍କ ସଂଖ୍ୟା…