CHARIDHAM
Browsing Category

ରାଜ୍ୟ

ତାତିରୁ ମିଳିଲା ଆଶ୍ୱସ୍ତି: ସୁନ୍ଦରଗଡକୁ ଛାଡି ବାକି ସବୁ ସହର ୪୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ରାଜ୍ୟରେ ବର୍ଷା ଓ ପବନ କାରଣରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନ୍ଦରଗଡକୁ ଛାଡି ବାକି ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ୪୦ ଡିଗ୍ରୀ ସହ ସୁନ୍ଦରଗଡ…

ଡାକ୍ତରୀ ଟିମ୍ ସୁପାରିସରେ ହୋଇପାରିବ ଗର୍ଭପାତ: ହାଇକୋର୍ଟ

କଟକ,୯ ।୪(ଓଡିଶା ଭାସ୍କର): ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ଗର୍ଭପାତ ଆବେଦନ ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ହାଇକୋର୍ଟ । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ…

୪ରୁ ଆରମ୍ଭ CBSE ବୋର୍ଡ ପରୀକ୍ଷା: ବଢୁଥିବା ସଂକ୍ରମଣକୁ ଦେଖି ପରୀକ୍ଷା ନକରିବାକୁ ଦାବି, ବୟାନ ରଖିଲା CBSE

CBSE ବୋର୍ଡର ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ମେ ୪ରୁ ଆରମ୍ଭ ହେବାକୁ ଥିବାବେଳେ, ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ପରୀକ୍ଷାକୁ ବନ୍ଦ କରିବାକୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକଙ୍କ ଦାବି । ଅନ୍ୟ ପଟେ ବୋର୍ଡ…

ସ୍ପଷ୍ଟୀକରଣ ଦେଲେ ଗଣଶିକ୍ଷା ମନ୍ତ୍ରୀ, ଲିକ୍ ହୋଇନାହିଁ ଓଟିଇଟି ପ୍ରଶ୍ନପତ୍ର

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ନଥିବା କହିଛିନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦେଓଗଡ଼ ଜିଲ୍ଲା ସରକାରୀ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ଆଜି ସକାଳେ…

ଆସନ୍ତା ୨ ଘଣ୍ଟା ପାଇଁ ୧୧ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ଓ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ…

ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଆଜି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ସମ୍ବୋଧନ କରୁଛନ୍ତି । ଏଥିସେ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଆଉ କହିଛନ୍ତି ଯେ, ୧୪ ଦିନ ଯାଏ ମାସ୍କ ଅଭିଯାନ…

ଖୋଲା ରହିବ ବାଣୀବିହାର ହଷ୍ଟେଲ

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବ୍ୟବସ୍ଥାରେ ବିଶେଷ ପ୍ରଭାବ ପଡୁଛି । ଏଭଳି ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ହେଉଥିବା ବେଳେ ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି କିରାଣି

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଦିଲ୍ଲୀପଙ୍କ ଘରୁ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି…

ପିପିଲି ଉପନିର୍ବାଚନ : ଆସନ୍ତା ୧୨ରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ । ଯାହାକୁ ନେଇ ରାଜନୀତି ମାହଲ ସରଗରମ ହେବାରେ ଲାଗିଛି । ଦଳମାନେ ଷ୍ଟାର ପ୍ରଚାରକ ଧରି ନିଜ ନିଜ ଦଳ ପାଇଁ ପ୍ରଚାର ଜୋରସୋରରେ…

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର କୁଳପତି ହେଲେ କମଲଜିତ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି କମଲଜିତ ସିଂହ ଏମ୍ ଏସ୍ ଲ’ । ୪ ବର୍ଷ ପାଇଁ କୁଳପତି ଭାବେ…