fbpx
Browsing Category

ରାଜ୍ୟ

ଆର୍ଶୀବାଦ ବେହେରାଙ୍କ ଜାମିନ ମଞ୍ଜୁର

ଭୁବନେଶ୍ୱର, ୨୬ା୧୧(ଓଡ଼ିଶା ଭାସ୍କର): ପୂର୍ବତନ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଛି । ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତାଙ୍କୁ ଦେଢ଼ଲକ୍ଷ ଟଙ୍କା ଓ ୨ଜାମିନଦାରଙ୍କ…

ବାରବାଟୀ ପଡ଼ିଆ ଭିତରକୁ ପଲିଥିନ ମନା

କଟକ, ୨୬ା୧୧(ଓଡ଼ିଶା ଭାସ୍କର): ଆସନ୍ତା ବାରବାଟୀ ଦିନିକିଆ ମ୍ୟାଚରେ ପଡ଼ିଆ ଭିତରକୁ ପଲିଥିନ ପ୍ରବେଶକୁ ବ୍ୟାନ ହୋଇଛି । ଏହା ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହାସହ…

ବିଜେପିକୁ ମହାରଥୀଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ଜମି ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ଅଭିଯୋଗରେ ବାସ୍ତବତା ନଥିବା କହିଛନ୍ତି ମହାରଥୀ । ଏନେଇ ଆଜି ଗୃହରେ ପ୍ରଦୀପ…

କାଲି ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ । ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁଁ ଗୃହକୁ କାଲି ଦିନ ୧୨ଟା ଯାଏଁ…

ଏବେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଖୋଲିବନି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କ ମତରେ, ରତ୍ନ ଭଣ୍ଡାର…

ବାଲେଶ୍ୱର ଆଲଏଜ ଖଣିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ବାଲେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର କାଳିଆପାଣି ସ୍ଥିତ ଆଲଏଜ ଖଣିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ…

ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର,୨୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁରରୁ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଛି । ମରାମତି ଓ ନବୀକରଣ ପାଇଁ ସିଟି ବସଷ୍ଟାଣ୍ଡକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ ରଖିଲା ପ୍ରଶାସନ । ମରାମତି ଶେଷ ପର୍ଯ୍ୟନ୍ତ…

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ୨୯ରେ ଜାମିନ ଆବେଦନର ଶୁଣାଣି

ଜଗତସିଂହପୁର,୨୫ା୧୧(ଓଡ଼ିଶା ଭାସ୍କର): ଜଗତସିଂହପୁର ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଆସନ୍ତା ୨୯ରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କର ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏହାର…

ମନୋଜ ଛାବ୍ରା ହେଲେ ସ୍ୱତନ୍ତ୍ର ଜେଲ୍ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ସ୍ପେଶାଲ ଜେଲ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମନୋଜ ଛାବ୍ରାଙ୍କୁ ଦିଆଯାଇଛି । ମନୋଜ ଛାବ୍ରା ହେଉଛନ୍ତି ୧୯୮୮ ବ୍ୟାଚ ଆଇପିଏସ । ଏବେ ମନୋଜ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର…

ଖରିଫ ଧାନ ସଂଗ୍ରହକୁ ନେଇ ବିବୃତି ରଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଖରିଫ ଧାନ ସଂଗ୍ରହକୁ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ୮ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି…