Browsing Category

ରାଜ୍ୟ

ପ୍ରକାଶଙ୍କ ମରଶରୀର ପଞ୍ଚମହାଭୂତରେ ବିଲୀନ

କଟକ,୧୪ ।୧(ଓଡିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହେଲା ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ମରଶରୀର । କଟକ କାଳିଆବୋଦାରେ ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ ସଂପନ୍ନ ହୋଇଛି ଓ ତାଙ୍କ ଝିଅ ମୁଖାଗ୍ନି…

କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି,୧୪ ।୧(ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପାଟଣା ବ୍ଲକରେ ଜନସମାବେଶକୁ ନବୀନ କରିବେ ସମ୍ବୋଧିତ । ଏହା ସହ ୫୪ଟି ପ୍ରକଳ୍ପର…

କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ୍

କଟକ ,13/1 : କଟକ ସମେତ ସମଗ୍ର ଓଡିଶା ବାସୀ ମାନଙ୍କ ପାଇଁ ଏକ ଖୁସି ଖବର । କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ । ୧୨ଏକର ଜମିରେ ନିର୍ମାଣ ହେବାକୁ ଥିବା ବସ୍ ଟର୍ମିନାଲ ନେତାଜୀଙ୍କ ନାଁରେ ନାମକରଣ ହେବ…

ରାଷ୍ଟ୍ରୀୟ ସମ୍ମାନ ସହ ହେବ ପଦ୍ମଶ୍ରୀ ପ୍ରକାଶଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।…

ପରୀ ମାମଲା: ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୟାଗଡ,୧୩ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ନ୍ୟାୟ ପାଇବାକୁ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ‘ପରୀ’ର ମା’ ସୌଦାମିନୀ । ଘଟଣାର…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ତେବେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ…

ଟିକାକରଣ ସମୟ ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟରେ ଟିକାକରଣ ପୂର୍ବରୁ ଏସର୍ମ୍ପକରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସରକାର । ଟିକାକରଣକୁ ନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ‘ରାଜ୍ୟରେ ୧୬ ତାରିଖରୁ ଟିକାକରଣ…

କେଉଁ ଜିଲ୍ଲାକୁ ମିଳିଲା କେତେ ଭ୍ୟାକସିନ୍? ଜାଣନ୍ତୁ ରାଜ୍ୟ ସରକାରଙ୍କ ତଥ୍ୟ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଓଡିଶା ରାଜ୍ୟ ଟିକା ଭଣ୍ଡାରରୁ ସବୁ ଜିଲ୍ଲାକୁ ପଠାଯାଇଛି କୋଭିସିଲ୍ଡ ଟିକା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ବାକ୍ସରେ ଠିକା ପଠାଯାଇଛି ।…

ଯୁବକଙ୍କ ମୃତ୍ୟୁ ପାଇଁ ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ପୋଲିସ ଗାଡି

ଭଦ୍ରକ,୧୩ ।୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଅଲିନଗର ଛକରେ ପୋଲିସ ଗାଡିକୁ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ । ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳ କାଣ୍ଡ ।ପୋଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପରୀ ମାମଲା: ସୁପ୍ରିମକୋର୍ଟ ଗଲେ ନାବାଳିକାଙ୍କ ମା’

ନୟାଗଡ,୧୩ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ‘ପରୀ’ର ମା’ ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ଦାବିରେ ସୌଦାମିନୀ…