Browsing Category
ରାଜ୍ୟ
ସମ୍ବଲପୁରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନକୁ ନା’
ସମ୍ବଲପୁର,୨୯ ।୧୨(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଳନ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ ସମ୍ବଲପୁରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଲାଗିଛି କଟକଣା । କରୋନା…
ମହିଳା କମିଶନରେ ଅନୁଭବ ହାଜର
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାରିବାରିକ ବିବାଦକୁ ନେଇ କମିଶନଙ୍କ…
ଓଡିଶା ଆସିଲା ଭ୍ୟାକସିନ୍ ସରଞ୍ଜାମ, ଜାଣନ୍ତୁ କଣ କହିଲେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ?
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଓଡିଶା ଆସିଲା କରୋନା ଭ୍ୟାକସିନ୍ ସରଞ୍ଜାମ । ଭ୍ୟାକସିନ୍ ପାଇଁ ୨୧ ଲକ୍ଷ ସରଞ୍ଜାମ ଆସିଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ…
ଶ୍ରୀମନ୍ଦିରରେ ପଶି ୪ ANM ନିଲମ୍ବିତ
ପୁରୀ,୨୯ ।୧୨(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ପ୍ରବେଶ ଅଭିଯୋଗରେ ୪ ANM ନିଲମ୍ବିତ ହୋଇଛନ୍ତି । ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କର…
ରାଜ୍ୟରେ ଆଜି ୨୬୩ ପଜିଟିଭ୍ ଚିହ୍ନଟ, ୪ ମୃତ
ଭୁବନେଶ୍ୱର,୨୯।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୬୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ସ୍ଥାନୀୟ…
ମହିଳା କମିଶନରେ ବର୍ଷା ହାଜର
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାରିବାରିକ ବିବାଦକୁ ନେଇ କମିଶନଙ୍କ…
ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ବଲାଙ୍ଗିର,୨୯ ।୧୨(ଓଡିଶା ଭାସ୍କର): ବଲାଙ୍ଗିର କୋପରେଟିଭ ବ୍ୟାଙ୍କୁ ମ୍ୟାନେଜରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ…
ବ୍ରାଉନ ସୁଗାର ଜବତ: ଜଣେ ଗିରଫ
ଖୋର୍ଦ୍ଧା, ୨୯ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଆଜି ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।…
ଭାରତରେ ଚିହ୍ନଟ ହେଲେ ୬ ବ୍ରିଟେନ ଷ୍ଟ୍ରେନ
ନୂଆଦିଲ୍ଲୀ, ୨୯ା୧୨: କରୋନାର ନୂଆ ବ୍ରିଟେନ ଷ୍ଟେନ ଭାରତରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି କଲାଣି । ଭାରତରେ ୬ ଜଣଙ୍କଠାରେ ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ବେଙ୍ଗାଲୁରୁ ଲ୍ୟାବରେ ୩, ହାଇଦ୍ରାବାଦ ଲ୍ୟାବରେ ୨ ଓ…
ପାଠ୍ୟକ୍ରମରେ ବରପୁତ୍ର, ହଟିବ ୨୦୬ ପୁରୁଣା ଆଇନ୍
ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀ । ପାଠ୍ୟକ୍ରମରେ ବରପୁତ୍ରଙ୍କ ଜୀବନୀ ସାମିଲ ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।…