Browsing Category

ରାଜ୍ୟ

ଗବେଷଣା ପାଇଁ ଲାବୋରେଟୋରି ଖୋଲିବାକୁ ମିଳିଲା ଅନୁମତି

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର):ଗବେଷଣା ପାଇଁ ଲାବୋରେଟୋରି ଖୋଲିବାକୁ ଅନୁମତି ମିଳିଛି ଅନୁମତି ମିଳିଛି ।  SRCଙ୍କ ଗାଇଡଲାଇନ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଦେଲା ଅନୁମତି। , ପିଏଚ୍‌ଡି, ଏମ୍‌ଫିଲ୍ ଏବଂ ପିଜି…

ପରୀ ହତ୍ୟାକାଣ୍ଡ: ନୟାଗଡ଼ ଏସପିଙ୍କୁ ଏନସିପିସିଆରଙ୍କ ସମନ

ନୟାଗଡ଼, ୪ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେ ରେ ଆଜି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର) ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ପରୀ…

ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା: ସିଇଓ

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ…

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍, ବାପପୁଅ ମୃତ

ବଲାଙ୍ଗିର,୪ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ତୁଷାର ଥାନା ଜଙ୍ଗେଲ ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଳିଯାଇଛି ବାଇକ୍ । ଫଳରେ ବାଇକରେ ଥିବା ବାପା ପୁଅଙ୍କ ଶୋଚନୀୟ ମୃତ୍ୟୁ…

ପ୍ରଦୀପ ପାଣିଗ୍ରାହୀଙ୍କ ଅଢେଇ କୋଟିର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଗତକାଲି ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଜମିର ଛାନଭିନ୍ ଆରମ୍ଭ ହୋଇଯାଇଛି । ପ୍ରଦୀପଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ଚିଠି ଲେଖିଛି…

ସମ୍ପ୍ରସାରିତ ହେବ ଏସସିବିର ଦୁଇଟି ବିଭାଗ

ଭୁବନେଶ୍ୱର, ୪ା୧୨ (ଓଡିଶା ଭାସ୍କର): ଏସସିବି ମେଡିକାଲର ଦୁଇଟି ବିଭାଗକୁ ସମ୍ପ୍ରସାରିତ ନେଇ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ସମ୍ପ୍ରସାରଣ କାର୍ଯ୍ୟ ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସମାପ୍ତ…

ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ମିଳୁ ଟିକା

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଖୁବଶୀଘ୍ର କୋଭିଡ ଟିକା ଆସିବା ନେଇ ସଙ୍କେତ ମିଳିଛି । ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି କରିଛି । ଏନେଇ ସର୍ବଦଳୀୟ ବୈଠକରେ ସାଂସଦ ଚନ୍ଦ୍ରଶେଖର…

ଶେଷରେ ସତ ଓଗାଳିଲେ ଆକାଶ ପାଠକ

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଭିଜିଲାନ୍ସ ଜେରା ବେଳେ ସତ ଓଗାଳିଛନ୍ତି ଆକାଶ । ଟାଟା ମୋଟର୍ସରେ…

ରାଜ୍ୟରେ ଆଜି ୩୭୭ ପଜିଟିଭ୍ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୪।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ଚାକିରି ଚାଲିଯିବାରୁ ହାରିଲେ ପ୍ରାଣ!

ଢେଙ୍କାନାଳ,୪ ।୧୨(ଓଡିଶା ଭାସ୍କର): ଢେଙ୍କାନାଳ ଯୋଜନା ଓ ପର୍ଯ୍ୟବେକ୍ଷଣ ସରକାରୀ କ୍ୱାର୍ଟରରୁ ଠିକା ପିଅନଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ବେକରେ ଗାମୁଛା ବନ୍ଧା ଝରକା ରେଲିଂରୁ ପିଅନ ସୂର୍ଯ୍ୟକାନ୍ତ…