Browsing Category

ରାଜ୍ୟ

ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କେଉଁଥି ପାଇଁ କିଏ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ୩ଜଣ କାର୍ଯ୍ୟକାରୀ ସଭାପତି, ଜଣେ ସାଧାରଣ ସମ୍ପାଦକ ଓ ୩ଜଣ ବରିଷ୍ଠ…

କୋଭିଡ଼ ପ୍ରଭାବିତ ଶକ୍ତି କ୍ଷେତ୍ରକୁ କେନ୍ଦ୍ରର ୮୪କୋଟି ରିହାତି

ଭୁବନେଶ୍ୱର, ୨୫ା୯: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି ।ଏହାରି ମଧ୍ୟରେ ରାଜ୍ୟରେ କୋଭିଡ଼ରେ…

ତିର୍ତ୍ତୋଲରେ ମହାନଦୀ ଉପରରେ ହେବ ସେତୁ, ଟ୍ରେଣ୍ଡର ପ୍ରକ୍ରିୟାକୁ ମିଳିଲା ଅନୁମୋଦନ

ଜଗତସିଂହପୁର, ୨୫ା୯(ଓଡ଼ିଶା ଭାସ୍କର): ଜଗତସିଂହପୁରରୁ ତିର୍ତ୍ତୋଲରେ ଉଚ୍ଚ ସେତୁ ନିର୍ମାଣ ହେବ । ମହାନଦୀ ଉପରେ ଏହି ଉଚ୍ଚସେତୁ ହେବ । ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ସେତୁ ହେବ । ଟେଣ୍ଡର ପ୍ରକ୍ରିୟାକୁ…

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୫ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୨୫/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି  ୪୦୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, ମୟୁରଭଞ୍ଜରୁ ୨, ରାୟଗଡ଼ା,…

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୪୦୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଳାରୁ କେତେ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲାରୁ ୪୦୨୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୨ସଙ୍ଗରୋଧ କେନ୍ଦ୍ରରୁ ଓ ୧୭୪୬ ସ୍ଥାନୀୟ ଅଞ୍ଚଳରୁ ଜଣ…

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ କରୋନା ରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଆଜି…

କରୋନା ଆକ୍ରାନ୍ତଙ୍କ ପାଇଁ ନାହିଁ ଅସୁବିଧା, ରାଜଧାନୀରେ ଫାଙ୍କା ଅଛି ୨୭୪ ଆଇସିୟୁ ଓ ୧୦୨ ଭେଣ୍ଟିଲେଟର

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରୋଗୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବହୁ ସଂଖ୍ୟକ କରୋନା…

ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ବର, ୨୫/୯(ଓଡିଶା ଭାସ୍କର):  ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ଜଣଙ୍କ ମଧ୍ୟରେ ୨ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କୁ ଗିରଫ କରିଛି ଏସଟିଏଫ୍ ଓ ବଡଗଡ ପୋଲିସ । ୪୫ ହଜାର…

ଖୁସି ଖବର: ରାଜ୍ୟରେ ଆଜି ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୪/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୭୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୬୧୦୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…