Browsing Category
ରାଜ୍ୟ
ହୀରାକୁଦ ଡ୍ୟାମ୍ର ଖୋଲିଲା ଆଉ ଗୋଟିଏ ଗେଟ୍
ସମ୍ବଲପୁର, ୮/୮(ଓଡିଶା ଭାସ୍କର): ସମ୍ବଲପୁରରେ ଖୋଲିଲା ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍।ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍ରୁ ଜଳ ନିଷ୍କାସନ ଜାରି ରହିଛି। ଲଘୁଚାପ ଯୋଗୁଁ ରାଜ୍ୟର କେତେକ ଜିଲ୍ଲା ରେ ବର୍ଷା ହେଉଛି।…
ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ
ଗଞ୍ଜାମ,୮/୮(ଓଡିଶା ଭାସ୍କର): ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଗଞ୍ଜାମର ପାତ୍ରପୁର ବ୍ଲକ ଓ ଗଜପତିର କିଛି ଅଞ୍ଚଳରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ୩.୮ ତୀବ୍ରତାର ଭୂମିକମ୍ପ…
ଖୁସି ଖବର: ରାଜ୍ୟରେ ଆଜି ସର୍ବାଧିକ ୧୮୧୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୭ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଭୁବନେଶ୍ୱରରୁ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…
କଟକରେ ପୁଣି ବାହାରିଲେ ପଜିଟିଭ୍, ଆଜି ୮୧ ଚିହ୍ନଟ
କଟକ,୭ ।୮(ଓଡିଶା ଭାସ୍କର): କଟକ ଜିଲ୍ଲାର ୧୨୪ ନୂଆ କରୋନା ପଜିଟିଭରୁ ୮୧ ଜଣ ସହରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କ୍ୱାରେଣ୍ଟାଇନରୁ ଓ ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି…
ପେଟ୍ରୋଲ ପମ୍ପରେ କିପରି ଠକେଇର ଶିକାର ହୋଇଥାନ୍ତି ଗ୍ରାହକ, ଜାଣି ରଖନ୍ତୁ ନଚେତ ପକେଟ ହେବ ଫାଙ୍କା!
ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ଏବେ ପେଟ୍ରାଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏତିକି ବେଳେ ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଠକେଇର ଶିକାର ହେଉଥିବା ଖବର ପ୍ରତିଦିନ ସାମ୍ନାକୁ ଆସିଛି ।…
Big news for those traveling by flight. Now 14 days home isolation has become mandatory by reaching here
Mumbai BMC has taken a big decision in view of increasing cases of Coronavirus infection. The Brihanmumbai Municipal Corporation (BMC) has changed the rules of Home isolation and…
ଆସନ୍ତକାଲିଠୁ ରାଜ୍ୟରେ ୧୧ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେତେ ତାରିଖରେ କେଉଁ କେଉଁ ଜିଲ୍ଲା ପାଇଁ ସତର୍କ ସୂଚନା!
ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୯ରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର…
ଯୌବନର ଜାଲରେ ସୁନ୍ଦରୀଙ୍କ ଠକେଇ! ଡାକ୍ତରଙ୍କ ସମେତ ଅନେକଙ୍କ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ
ଯୌବନର ଜାଲରେ ଲୋକଙ୍କଠାରୁ ସୁନ୍ଦରୀ ଯୁବତୀର ଲୁଟ୍ । ଏପରି ଘଟଣା ବାହାରେ କେଉଁଠି ନୁହେଁ, ବରଂ ଓଡିଶାରେ ଦେଖିବାକୁ ମିଳିଛି । ରାଜ୍ୟର ଅନୁଗୁଳ ଓ ତାଳଚେର ପୋଲିସ ହାତରେ ଧରାପଡିଛନ୍ତି ଏହି ସୁନ୍ଦରୀ । ଜଣେ ଡାକ୍ତରଙ୍କ…
୯୦୫ ନୂଆ ପୋଲିସ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି
ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସରେ ନୂଆ ନିଯୁକ୍ତିକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି ମିଳିଛି । ୨୨୦ ପୋଲିସ ଷ୍ଟେସନ ପାଇଁ…