Browsing Category
ରାଜ୍ୟ
ବ୍ରହ୍ମପୁରରେ ୨ କୋଭିଡ ହସ୍ପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ବଢି ଚାଲିଥିବା ବେଳେ ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି…
ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କ’ଣ କହିଲେ ରାଜ୍ୟ ସରକାର?
ଭୁବନେଶ୍ୱର,୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମହାମାରୀ ବ୍ୟାପୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସାଙ୍ଘାତିକ ରହିଛି । ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନର…
ଭୁବନେଶ୍ୱରରେ କରୋନା ମାଡ: ଆଜି ପୁଣି ୧୨୬ ଚିହ୍ନଟ
ଭୁବନେଶ୍ୱର, ୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ କରୋନା ମାଡିଚାଲିଛି, ଯେଉଁଥିରୁ ବାଦ୍ ପଡିନି ଭୁବନେଶ୍ୱର । ଆଜି ପୁଣି ରାଜଧାନୀରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭…
ଗଞ୍ଜାମରେ ଆଉ ୨ଟି କୋଭିଡ଼ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହାରି ମଧ୍ୟରେ ଗଞ୍ଜାମ…
କଟକରୁ ଆଜି ପୁଣି ୪୩ ପଜିଟିଭ୍ ଚିହ୍ନଟ
କଟକ, ୧ ।୮(ଓଡ଼ିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି କଟକ ସହରରୁ ୫୪ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୪୩ ଜଣ ସହରର ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…
ଓଡ଼ିଶାରେ ଚିହ୍ନଟ ହୋଇଛି କରୋନାର ୫ଟି ପ୍ରକାର ଭୂତାଣୁ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): କରୋନା ନେଇ ଏକ ଜିନମ ସର୍ଭେ କରାଯାଇଥିଲା । ଏହି ଜିନମ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନାର ୫ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି । ସେଗୁଡ଼ିକ ହେଉଛି ୧୯-ଏ,…
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ଓ ବଜ୍ରପାତକୁ ନେଇ ରାଜ୍ୟର ଏହି ସବୁ ଜିଲ୍ଲା ସାବଧାନ!
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ସକ୍ରିୟ ଓ ଶ୍ରାବଣ ମାସ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଚଳିତବର୍ଷ ଯେତିକି ବର୍ଷା ହେବା କଥା ସେତିକି ବର୍ଷା ହୋଇନାହିଁ । ଚଳିତବର୍ଷ ୧୨ପ୍ରତିଶତ କମ୍…
୭୨ଘଣ୍ଟା ସଟଡାଉନ ରହିବ ରାୟଗଡ଼ା ଜିଲ୍ଲା
ରାୟଗଡ଼ା, ୧ା୮(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା ୭୨ଘଣ୍ଟା ପାଇଁ ସଟଡାଉନ ରହିବ । ସଟଡ଼ାଉନ ରଖିବା ନେଇ ଘୋଷଣା କରିଛନ୍ତି ଜିଲ୍ଳାପାଳ । ଆସନ୍ତାକାଲିଠାରୁ ମଙ୍ଗଳବାର ଯାଏଁ ସଟଡାଉନ ରହିବ । ଆଜି ଜିଲ୍ଲାରୁ ୧୬୪ କରୋନା…
ଇଦ-ଉଲ-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ଇଦ-ଉଲ- ଜୁହା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ…
ଅଗଷ୍ଟ ୩୧ଯାଏଁ ଗଞ୍ଜାମରେ ଲକ ଡାଉନ ସହ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଜାରି ରହିବ: ଜିଲ୍ଲାପାଳ
ଗଞ୍ଜାମ, ୧ା୮(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି ବୋଲି ସେହି ସମ୍ମିଳନୀରେ ସେ ସୂଚନା…