Browsing Category

ରାଜ୍ୟ

ଯାଜପୁରର ୧୩ଟି ସ୍ଥାନରୁ  ହଟିଲା  କଣ୍ଟେନମେଣ୍ଟ ଜୋନ

ଯାଜପୁର, ୨୨/୫(ଓଡିଶା ଭାସ୍କର): ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ରୁ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା  କରାଯାଇଥିଲା। କିନ୍ତୁ ଆଜି ଯାଜପୁରର ୧୩ଟି ସ୍ଥାନରୁ   କଣ୍ଟେନମେଣ୍ଟ ଜୋନ ହଟା…

ସୁନ୍ଦରଗଡ଼ରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ 

ସୁନ୍ଦରଗଡ଼, ୨୨/୫(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତିି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ। ସମସ୍ତ ଆକ୍ରାନ୍ତ ମହରାଷ୍ଟ୍ରରୁ ଫେରିଥିବା…

ଝାରସୁଗୁଡ଼ାରେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଝାରସୁଗୁଡା, ୨୨/୫(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ମଙ୍ଗଳବଜାରର ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ଏନେଇ ସୂଚନା ଦେଇଛନ୍ତିି ଜିଲ୍ଲାପାଳ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୯୦ କରୋନା ଆକ୍ରାନ୍ତ…

ଓଡ଼ିଶାକୁ ୫୦୦ କୋଟି

ଭୁବନେଶ୍ୱର, ୨୨ା୫(ଓଡ଼ିଶା ଭାସ୍କର): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୨ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି । ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୪୩ ଆକ୍ରାନ୍ତଙ୍କ ମଧ୍ୟରୁ…

ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୨୨ା୫(ଓଡ଼ିଶା ଭାସ୍କର): ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ ପାଇଁ ଓଡ଼ିଶା ବେଶି କ୍ଷୟକ୍ଷତି ନହୋଇଥିଲେ ମଧ୍ୟ କିଛିଟା କ୍ଷୟକ୍ଷତି ହୋଇଛି । ରାଜ୍ୟର ୪ଟି ଜିଲ୍ଲାରେ ଜଗତସିଂହୁପର, କେନ୍ଦ୍ରାପଡ଼ା, ଭଦ୍ରକ ଓ…

ଆଜି ଦିନ ୧୨.୩୦ରୁ ମିଳିବ ଘରୋଇ ବିମାନ ଟିକେଟ, ଏହି ୱେବସାଇଟରେ କରନ୍ତୁ ଲଗ୍ଇନ

ଭୁବନେଶ୍ୱର, ୨୨ା୫ (ଓଡ଼ିଶା ଭାସ୍କର): ମେ ୨୫ ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । ଏନେଇ ଆଜିଠୁ ଟିକେଟ ବୁକିଂ ଆରମ୍ଭ ହେବ । ଆଜି ଦିନ ସାଢ଼େ ୧୨ଟାରୁ ଘରୋଇ ଟିକେଟ ବିମାନ ମିଳିବ । http://airindia.in ଏହି…

ବାତ୍ୟା କ୍ଷୟକ୍ଷତି ନେଇ ମମତାଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାତ୍ୟା ଅମ୍ଫନ କ୍ଷତି ନେଇ ମମତାଙ୍କ ସହ ଆଲୋଚନା କରିଛନ୍ତି ।…

ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୨/୫ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କ ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୮୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…