Browsing Category

ରାଜ୍ୟ

କଟକଣା ସହିତ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ

ପୁରୀ, ୩୦ା୫(ଓଡ଼ିଶା ଭାସ୍କର): ପୁରୀରେ କଟକଣା ସହିତ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସରକାରଙ୍କୁ ଏହିପରି ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ରହିଛି । ଏନେଇ…

ପୁରୀକୁ ବନ୍ଦ ହେଲା ଟ୍ରେନ୍

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ପରାମର୍ଶ…

କ୍ୱାରେଣ୍ଟିନ ପାଇଁ ୬୨କୋଟି ଟଙ୍କା ପ୍ରଦାନ ନେଇ ଏସଆରସିଙ୍କ ଚିଠି

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି…

ଅଡ଼-ଇଭିନ ଫର୍ମୁଲାରେ ରାଜ୍ୟରେ ଚାଲିବ ବସ୍

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ଗତ ଦୁଇ ଦିନ ହେବ ରାଜ୍ୟରେ ବସ୍ ଚଳାଚଳ ହୋଇଛି । କିନ୍ତୁ ସୋମବାରଠାରୁ ଅଡ଼-ଇଭିନ ନମ୍ବରରେ ରାଜ୍ୟରେ ବସ୍ ଚଳାଚଳ ହେବ ବୋଲି ସୂଚନା ମିଳିଛି । ଅଧିକାଂଶ ସହରରୁ ଦୈନିକ ୫ରୁ ୧୦ଟି ବସ୍…

ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଆଉ ୯୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି ।…

ଓଲଟିଲା ବସ୍, ୩୦ ଆହତ

ବାଲେଶ୍ବର, ୩୦/୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ୧୬ ନଂ ଏନଏଚ୍ ମଙ୍ଗଳପୁର ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସେଠାରେ ଏକ  ବସ୍  ଓଲଟି ପଡିଥିବା ନେଇ ସୂଚନା ମିଳିଛି।ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବସ୍…

ନୂଆପଡାରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯/୫(ଓଡିଶା ଭାସ୍କର): ନୂଆପଡା ରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ସିନାପାଲି ରୁ ୩, ବୋଡେ଼ନରୁ ୩, ଖଡ଼ିଆଳରୁ ୪, ନୂଆପଡ଼ାରୁ ୨…

ଦେଶ ବିଦେଶର ସବୁ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୨୯/୫ (ଓଡିଶା ଭାସ୍କର): ଦେଶ ବିଦେଶର ସବୁ ଓଡ଼ିଆ ଗାନ କରିବେ ‘ବନ୍ଦେ ଉତ୍କଳ ଜନନୀ’ । ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଯେଉଁଠାରେ ବି ଓଡ଼ିଆ…

ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ

ପୁରୀ,୨୯ ।୫(ଓଡିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ପ୍ରସାରଣ ପାଇଁ ମିଳିଲା ଅନୁମତି । ଏନେଇ ଗଣମାଧ୍ୟମକୁ ଫିଡ୍‌ ଦେବେ ରାଜ୍ୟ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ LIVE କରିପାରିବେ ଘରୋଇ…

ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲା ସାବଧାନ୍! ଭୀଷଣ ବର୍ଷିବ

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ରାତି ୮ଟା ୪୦ ସୁଦ୍ଧା ଭୀଷଣ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହ ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ…