Browsing Category
ରାଜ୍ୟ
ଟିକ୍-ଟକ୍ ଭିଡିଓକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,୨୯ ।୫(ଓଡିଶା ଭାସ୍କର): ଟିକ୍-ଟକ୍ ଭିଡିଓକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ହାଇକୋର୍ଟଙ୍କ ଅନୁସାରେ, ‘ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଏହି ଟିକ୍-ଟକ୍ ଭିଡିଓ…
ଏଣିକି କମିବ ବିଧାୟକଙ୍କ ଜିଲ୍ଲା ଗସ୍ତ, ବିଧାନସଭାରେ ଉଦଘାଟିତ ହେଲା ସ୍ୱତନ୍ତ୍ର VC ହଲ୍
ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ବିଧାନସଭା ପରିସରରେ ସ୍ୱତନ୍ତ୍ର ଭିଡିଓ କନଫରେନ୍ସିଂ ହଲ ଉଦଘାଟିତ ହୋଇଯାଇଛି । ଏଣିକି ବୈଠକ ପାଇଁ ବିଧାୟକମାନଙ୍କୁ ଆଉ ଜିଲ୍ଲା ଗସ୍ତ କରିବାକୁ ପଡିବ ନାହିଁ । କରୋନା ନେଇ ଜିଲ୍ଲା…
୩ ମାସର ରୋଡ୍ ଟ୍ୟାକ୍ସ ଛାଡ
ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି । ଲକଡାଉନ ଦୃଷ୍ଟିରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ୨୦୨୦ ଏପ୍ରିଲ ମାସରୁ ଜୁନ…
ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ କରେନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୦ ଆକ୍ରାନ୍ତଙ୍କ ମଧ୍ୟରେ…
କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ସଂକଳ୍ପ ପାରିତ, ଜୀବିକା ସୁରକ୍ଷା ପାଇଁ ୧୭ହଜାର କୋଟି
ଭୁବନେଶ୍ୱର, ୨୯ା୫(ଓଡ଼ିଶାଭାସ୍କର): କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ସଂକଳ୍ପ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକରେ ସଂଙ୍କଳ୍ପ ପାରିତ ହୋଇଛି । କରୋନା…
ଅର୍ଥନୀତିର ପୁନଃଉଦ୍ଧାର ପାଇଁ ବଡ଼ ଘୋଷଣା, ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ
ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭ।ସ୍କର): ଅର୍ଥନୀତିର ପୁନଃଉଦ୍ଧାର ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟରେ ପ୍ରତିଷ୍ଠା ହେବ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ । ଧାମରାରେ ପ୍ରତିଷ୍ଠା ହେବ ଟେକ୍ସଟାଇଳ ପାର୍କ । ସେହିପରି…
ଅକ୍ଟୋବର ସୁଦ୍ଧା ମିଳିପାରେ କରୋନା ଟୀକା!
କରୋନା ବିରୋଧ ଯୁଦ୍ଧରେ ବୈଜ୍ଞାନିକମାନଙ୍କ ନିକଟରୁ ଭଲ ଖବର ଆସିଛି । ଅକ୍ଟୋବର ସୁଦ୍ଧା ଦେଶରେ କରୋନା ଟୀକା ମିଳିଯିବ ବୋଲି କୁହାଯାଇଛି । କିନ୍ତୁ ଏହାର ବ୍ୟବହାର କେବେ ହେବ, ତାହା କହିବା କଷ୍ଟକର । ସ୍ପଷ୍ଟ ହୋଇଛି…
କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସୀତ…
ଘର ଭିତରୁ ମିଳିଲା ନବ-ଦମ୍ପତିଙ୍କ ମୃତଦେହ
ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଘର ଭିତରୁ ଦମ୍ପତିଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ନବ ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି…
ରାଜ୍ୟରେ ଆଉ ୬୩ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି
ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ୬୩ ଆକ୍ରାନ୍ତଙ୍କ ମଦ୍ୟରୁ ୬୧ଜଣ ସଙ୍ଗରୋଧ…