Browsing Category
ରାଜ୍ୟ
ରାଜ୍ୟରେ ଆଉ ଏକ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ଏକ ନୂଆ ଜିଲ୍ଲାକୁ ବ୍ୟାପିଛି କରୋନା । ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ସେଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ୧୫ଜିଲ୍ଲାରୁ ଏହି ୭୯ କରୋନା ପଜିଟିଭ ଚିହ୍ନଟ…
ଆଜିଠୁ ଆରମ୍ଭ ମାଟ୍ରିକ୍ ଖାତାଦେଖା
ଭୁବନେଶ୍ୱର,୨୬/୫(ଓଡିଶା ଭାସ୍କର): ବାତ୍ୟା ଅମ୍ଫନ ପାଇଁ ରାଜ୍ୟରେ ମାଟ୍ରିକ ଖାତା ଦେଖା ସ୍ଥଗିତ ରଖାଯାଇଥିଲା। ଏଥି ପାଇଁ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରି ମେ ୨୬ରୁ ମାଟ୍ରିକ ଖାତା ଦେଖିବା ନେଇ ନିଷ୍ପତ୍ତି ନେଇଥିଲେ।…
ରୋଟାରି ପକ୍ଷରୁ ପୁରୀରେ ଶୁଖିଲା ଖାଦ୍ୟ ଓ ସାବୁନ ବଣ୍ଟନ
ପୁରୀ, ୨୫/୫ (ଓଡିଶା ଭାସ୍କର): ପୁରୀ ସହରରେ ଦିନମଜୁରିଆମାନଙ୍କୁ ରୋଟାରି ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସାଧାରଣ ଲୋକଙ୍କ ସହାୟତା ଦିଗରେ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ରୋଟାରି…
ପରଲୋକରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତ
ଭୁବନେଶ୍ୱର,୨୫ା୫(ଓଡିଶା ଭାସ୍କର) : ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶିଶୁରୋଗ ଚିକିତ୍ସା ବିଜ୍ଞାନରେ ସେ ବେଶ ସିଦ୍ଧହସ୍ତ ଥିଲେ । ଡାକ୍ତର ରାଉତ…
ଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ ମିଳିଲା ଅନୁମତି
ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜରେ ଶୀତଳଷଷ୍ଠୀ ନୀତି ସମ୍ପନ୍ନ କରିବାକୁ ଅନୁମତି ମିଳିଛି । ବ୍ରାହ୍ମଣ ନିଯୋଗକୁ ଅନୁମତି ଦେଇଛି ବିଏମସି । କେବଳ ନୀତି ଦାୟିତ୍ୱରେ ଥିବା…
ଆସନ୍ତାକାଲିଠୁ ୭ଟି ରୁଟରେ ଗଡ଼ିବ ମୋ ବସ୍, ଜାଣନ୍ତୁ କେଉଁ କେଉଁ ରୁଟ୍
ଭୁବନେଶ୍ୱର,୨୫ା୫(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ରାଜ୍ୟରେ ବସ ଚଳାଚଳ ବନ୍ଦ ଥିଲା । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ୍…
Chanakya Neeti to enhance your life
Learn from other people's mistakes.
Nothing comes free in life. Not even Friendship.
Never Quit.
Nobody can defeat you, if you are truly educated.
Sometimes we have…
କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ
କଳାହାଣ୍ଡି, ୨୫ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ତେଣୁ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଟ୍ରେନ ଓ ବସରେ ଫେରେଇ ଅଣାଯାଉଛି । ଏହାପରେ ତାଙ୍କୁ କ୍ୱାରେଣ୍ଟିନ…
ସନ୍ଧ୍ୟା ୭ଟା ସୁଦ୍ଧା କାଳବୈଶାଖୀ ନେଇ ୮ଜିଲ୍ଲା ସାବଧାନ!
ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି । ଏହାସହ ଦିନକୁ ଦିନ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ଆଗାମୀ କେତେ ଦିନ ମଧ୍ୟ ଏହିପରି ଗ୍ରୀଷ୍ମ ତାତି ଲାଗି ରହିବ । କିନ୍ତୁ ଆଜି…